Daily Archives

May 15, 2021

କଟକ ମହାନଗରରୁ ୬୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୬୫ ସୁସ୍ଥ

କଟକ: ଲକଡାଉନ ଏବଂ କଡା କଟକଣା ସତ୍ତ୍ଵେ ଟ୍ଵିନ ସିଟିରେ କ୍ରମାଗତ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ କଟକ ମହାନଗରରୁ ୬୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ୩୫୬ ଜଣ କ୍ୱେରାଣ୍ଟିନରୁ ଓ ୩୨୪ ଜଣ ସ୍ଥାନୀୟ ସଂକ୍ରମଣ…

ଆସନ୍ତାକାଲି ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌

ଭୁବନେଶ୍ୱର :  ମହାମାରୀ କରୋନା ଯୋଗୁଁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌…

ସୋମବାର ୮ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ସୋମବାର ରାଜ୍ୟର ୮ ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଟିକାକରଣ ହେବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାଜ୍ୟରେ ସମୁଦାୟ ୧୮୧ ଟି…

ଗ୍ରାମକୁ ମିଳିତ ଭାବେ ଗ୍ରାମବାସୀ ସଟଡାଉନ ଘୋଷଣା କଲେ

ଭାପୁର: ବିଶ୍ୱରେ କରୋନାର ପ୍ରକୋପ ବ୍ୟାପିବାରେ ଲାଗିଛି । ସହରଠୁ ଆରମ୍ଭ କରି ଗ୍ରାମଞ୍ଚଳରେ ମଧ୍ୟ ଏହା ପ୍ରବେଶ କଲାଣି । ତେଣୁ ସରକାର ସଂକ୍ରମଣ ହ୍ରାସ କରିବା ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରୁଛନ୍ତି । ତେବେ ରାଜ୍ୟରେ ଏମିତି ଗାଁ ରହିଛି ଯେଉଁଠି ସରକାର ନୁହେଁ ବରଂ ଗ୍ରାମବାସୀ ମିଳିତ…

ମୁଖ୍ୟମନ୍ତ୍ରୀ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ସ୍ଥିତ ଆମ୍ରି ହସ୍ପିଟାଲର ନିର୍ଦ୍ଦେଶକଙ୍କ ସହ କଥା ହୋଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମାରାଣ୍ଡି  କୋଭିଡରେ ଆକ୍ରାନ୍ତ ହୋଇ ଆମ୍ରି ହସ୍ପିଟାଲରେ ଚିକିତ୍ସିତ…

‘କୃଷକଙ୍କ କଠିନ ପରିଶ୍ରମ ଓ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁ କୃଷି ଉତ୍ପାଦନ ବୃଦ୍ଧି ପାଇଛି’

ଭୁବନେଶ୍ୱର:  ରାଜ୍ୟରେ ଲୋକମାନଙ୍କର ଖାଦ୍ୟସୁରକ୍ଷାକୁ ସୁନିଶ୍ଚିତ କରିବା ଓ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ କୃଷି ଓ କୃଷକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଗତ ଏକ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି କୋଭିଡ୍‌-୧୯ ସ୍ଥିତି ଏବଂ ବର୍ତ୍ତମାନ କୋଭିଡ୍‌ର ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା କଠିନ…

କୋଭିଡ୍‌ ଦ୍ୱିତୀୟ ଲହରୀ: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର : ରାଜ୍ୟର ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିମାନଙ୍କୁ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଯୋଗାଇ ଦିଆଯାଉଥିବା ବହୁବିଧ ଅଙ୍ଗନବାଡ଼ି ସେବାରେ କୋଭିଡ୍‌-୧୯ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଆବଶ୍ୟକୀୟ…

ଶବଦାହ ପୂର୍ବରୁ ଶ୍ମଶାନରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଜଗତପୁର: ଶବଦାହ ପୂର୍ବରୁ ଶ୍ମଶାନରୁ ଜବତ ହେଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ଇମାମନଗର ଗ୍ରାମରେ । ସୂଚନାମୁତାବକ ଆଜି ମଧ୍ୟାହ୍ନରେ ଜଗତପୁର ଥାନା ଇମାମନଗର ଗ୍ରାମର ଜୈନିକ ବୃଦ୍ଧ ଦମ୍ପତିଙ୍କ ଏକ ସମୟରେ ଅଚାନକ ମୃତ୍ୟୁ…

ସୁଶୀଲ କୁମାରଙ୍କ ନାଁରେ ଏନବିଡବ୍ଲୁ ଜାରି

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ୱାରେଂଟ ଜାରୀ କରିଛି ଦିଲ୍ଲୀ ପୋଲିସ । ୨୩ ବର୍ଷୀୟ ପୂର୍ବତନ ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗର ହତ୍ୟା ଘଟଣାରେ ଶନିବାର ଦିଲ୍ଲୀ ପୋଲିସ ସୁଶୀଲଙ୍କ ନାଁରେ ଏନବିଡବ୍ଲୁ ଜାରି କରିଛି। ସୂଚନାନୁସାରେ,…

ମୁଣ୍ଡ ବିନ୍ଧାର ଘରୋଇ ଉପଚାର

ସ୍ୱାସ୍ଥ୍ୟଟିପ୍ସ: ଆଜିକାଲି ଅନେକଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି । ମୁଣ୍ଡ ବିନ୍ଧିବା ପଛରେ ବିଭିନ୍ନ କାରଣ ରହିଥାଏ । ଯେପରିକି ଗ୍ୟ।ଷ୍ଟ୍ରିକ୍ ସମସ୍ୟା ଥିଲେ ମୁଣ୍ଡ ବିନ୍ଧେ,ଶରୀରରେ ଜଳୀୟ ଅଂଶ କମ୍ ଥିଲେ ମୁଣ୍ଡ ବିନ୍ଧେ,ଥଣ୍ଡା ଜନିତ ସମସ୍ୟା ,ଏହି ଭଳି ବିଭିନ୍ନ…
ବ୍ରେକିଂ