Daily Archives

June 2, 2021

ଖୁଣ୍ଟାରେ ନକଲି ମଦ କାରଖାନା ଠାବ

ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ମୁଖ୍ୟ ବଜାର ଠାରୁ କିଛି ମିଟର ଦୂରରେ ଚୋରା ବିଦେଶୀ ମଦ କାରଖାନା ଠାବ କରିଛି ପୋଲିସ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମଦ ଜବତ ହୋଇଥିବା ବେଳେ ବିଭିନ୍ନ ନାମିଦାମୀ କମ୍ପାନୀର ବିଦେଶୀ ମଦବୋତଲ, ମଦ ପ୍ରସ୍ତୁତିରେ ବ୍ୟବହୃତ ଖାଲି ବୋତଲ , ମିନରାଲ ୱାଟର…

ଆଜି କଟକ ମହାନଗରରୁ ୨୫୦ କରୋନା ସଂକ୍ରମିତ ଚିହ୍ନଟ

କଟକ:  କଟକ ମହାନଗରରୁ ଆଜି ୨୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୮ ଜଣ କ୍ୱେରାଣ୍ଟିନରୁ ଓ ୭୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୦୨୧ ରେ ପହଞ୍ଚିଛି…

ଟ୍ରକ୍ ମାଡ଼ିଯାଇ ଆଈ-ନାତି ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ଼ ୨୦ ନମ୍ବର ଜାତ଼ୀୟ ରାଜପଥ ବାଙ୍କମାରୁଣୀ ସାହି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ୧୪ ଚ଼କିଆ ଟ୍ରକ୍ ଭାରସାମ୍ୟ ହରାଇ ଘର ଅଗଣାରେ ବସିଥିବା ଆଈ ନାତ଼ିଙ୍କ ଉପରେ ଚଢିଯିବା ଫଳରେ ଉଭୟ ପ୍ରାଣ ହରାଇଛନ୍ତି । ମୃତକମାନେ ପଳାଶପଙ୍ଗା…

ନୂତନ ଷ୍ଟାର୍ଟଅପ୍‌ କୃଷି କ୍ଷେତ୍ରରେ ଅଧିକ ସମ୍ଭାବନା ସୃଷ୍ଟି କରିବ

ଭୁବନେଶ୍ୱର: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ଅଧିକ ପାରଦର୍ଶୀ ଏବଂ ସମୃଦ୍ଧ କରିବା ପାଇଁ ରାଜ୍ୟରେ କେତେକ ନୂତନ ଷ୍ଟାର୍ଟଅପ୍‌ ଆଗେଇ ଆସିଛନ୍ତି । ଏହା ଆଗାମୀ ଦିନରେ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ମାଧ୍ୟମ ସାଜିବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ…

ମାଛ ଚାଷରେ ବାୟୋ ଫ୍ଲକ୍‌ ଏକ ବିପ୍ଳବ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : ମାଛ ଚାଷ କ୍ଷେତ୍ରରେ ବାୟୋ-ଫ୍ଲକ୍‌ ଏକ ବିପ୍ଳବ ଆଣିପାରିବ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧.୫୬ ଲକ୍ଷ ମେଟି୍ରକ୍‌ ଟନ୍‌ରୁ ୨୦୨୦-୨୧ରେ ୮.୭୩ ଲକ୍ଷ ମେଟି୍ରକ୍‌ ଟନ୍‌…

ଲଞ୍ଚରେ ପ୍ରସ୍ତୁତ କରନ୍ତୁ ଫୁଲକୋବି-65

ଆବଶ୍ୟକ ସାମଗ୍ରୀ ଫୁଲକୋବି, ତେଲ,  ଲଙ୍କା ପାଉଡର, ହଳଦୀ ପାଉଡର, ଜିରା ପାଉଡର, ଧନିଆ ପାଉଡର, ଲୁଣ, ଦହି , କଟା ଧନିଆ ପତ୍ର, ଅଦା-ରସୁଣ ପେଷ୍ଟ, ଲେମ୍ବୁ , ଜିରା, ଶୁଖିଲା ଲଙ୍କା, ଭ୍ରୁସଙ୍ଗ ପତ୍ର, ଧନିଆ ପତ୍ର । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଫୁଲକୋବିକୁ ଧୋଇ ଛୋଟଛୋଟ କରି…

ବଣ୍ଡାଘାଟିରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କ କରୋନା ସ୍ଥିତି ସମୀକ୍ଷା

ମାଲକାନଗିରି: କରୋନାର ମହାମାରୀ ସାରା ରାଜ୍ୟ ଏବଂ ଜିଲ୍ଲାକୁ କବଳିତ କରି ରଖିଥିବା ବେଳେ ଏଥିରୁ ବାଦ ପଡି ନାହିଁ ବଣ୍ଡାଘାଟି  । ବଣ୍ଡାଘାଟିରେ କରୋନା ସଂକ୍ରମଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ,ବିଭିନ୍ନ ଏନଜିଓ,ସଂଘ ସମେତ ଆଜି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ…

ଆଜି ଓଡିଶାରୁ ୧୦୫୯୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୫୯୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୭ ଲକ୍ଷ ୨ ହଜାର ୬୨୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ପ୍ରାଚୀନ ଜନଜାତିଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍‌ ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର:  ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍‌ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି । ତେଣୁ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍‌ ଘୋଷଣା କରାଯାଇଛି । ପିଭିଟିଜିମାନଙ୍କ ନିମନ୍ତେ…

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ…
ବ୍ରେକିଂ