Daily Archives

June 3, 2021

କାଲିମେଳାରୁ ୧୫୦ କଇଁଛ ଉଦ୍ଧାର

କାଲିମେଳା: ବେଆଇନ ଭାବେ କଇଁଛ ଚୋରା କାରାବାର ହେଉଥିବା ବେଳେ କାଲିମେଳା ବନବିଭାଗର ଚଢାଉ । ୧୫୦ କଇଁଛ ଉଦ୍ଧାର କରିବା ସହ  ଦୁଇଟି ମଟର ସାଇକେଲ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ । ଘଟଣାସ୍ଥଳରୁ ସମସ୍ତ ବେପାରୀ ଚମ୍ପଟ ମାରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଟିଗଲ ଗ୍ରାମ ପଞ୍ଚାୟତ…

ଡେବ୍ୟୁ ଟେଷ୍ଟରେ ଡେଭନ୍ କନୱେଙ୍କ ଦ୍ୱିଶତକ ହାସଲ

ଲଣ୍ଡନ: ନ୍ୟୁଜିଲ୍ୟାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଦ୍ୱିଶତକ ହାସଲ କରିଛନ୍ତି । ଡେବ୍ୟୁ ଟେଷ୍ଟରେ ଇଂଲିଶ ମାଟିରେ ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି କନୱେ । ଇଂଲଣ୍ଡ ବିପକ୍ଷ ଗୁରୁବାର ଐତିହାସିକ ଲର୍ଡସରେ କନୱେ ଦ୍ୱିଶତକୀୟ ଇନିଂସ୍ ଖେଳିଛନ୍ତି ।…

ପ୍ରିୟଜନଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଦହି ପନିର୍

ଆବଶ୍ୟକ ସାମଗ୍ରୀ ପନିର, ଚିଜ, ବଟର, କାଶ୍ମୀର ରେଡ୍ ଚିଲ୍ଲୀ ପାଉଡର, ହଳଦୀ ପାଉଡର, ଧନିଆ ପତ୍ର , ଗରମ ମସଲା, କସ୍ତୁରୀ ମେଥି, ଅଦା,ରସୁଣ ପେଷ୍ଟ, ଦହି, ଲେମ୍ବୁ, ସୋରିଷ ତେଲ, ଲୁଣ, ମଇଦା, କ୍ଷୀର, ଚିଜ୍ । ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ଏକ ପାତ୍ରରେ ଦହି…

ତୃତୀୟ ଲହର ମୁକାବିଲା ପାଇଁ ଓଡିଶା ସରକାର ପ୍ରସ୍ତୁତ : ଡିଏଏମଇଟି

ଭୁବନେଶ୍ୱର : କରୋନା ସଂକ୍ରମଣର ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଭିତିଭୂମି, ଅମ୍ଳଜାନ, ଔଷଧ, ସବୁ କିଛି ମହଜୁଦ ରହିଛି ବୋଲି କହିଛନ୍ତି। କରୋନା ସଂକ୍ରମଣର ଅନେକ ଗୁଡିଏ ଲହର ଆସିବାର ନଜର ରହିଛି। କିନ୍ତ୍ରୁ…

ଆସ୍କା ଜେଲରୁ ୫ ମୋବାଇଲ ଜବତ

ଭୁବନେଶ୍ଵର : ପୁଣି ଜେଲରୁ ଜବତ ହେଲା ମୋବାଇଲ । ଗୋଟିଏ କି ଦୁଇଟି ନୁହେଁ ପାଞ୍ଚଟା ମୋବାଇଲ ଆସ୍କା ଜେଲରୁ ଜବତ ହୋଇଛି । ସମସ୍ତ ମୋବଇଲ ସହ ତିନିଟି ସିମ୍ କାର୍ଡକୁ  ଆସ୍କା ଥାନାର ଆଇଆଇସିଙ୍କୁ ପ୍ରଦାନ କରାଯାଇଛି । ତେବେ କାରାଗାରକୁ କେମିତି ମୋବାଇଲ ଆସିଲା ତାହାର ତଦନ୍ତ କରାଯିବ । ଯେଉଁ…

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଇନ୍ଦ୍ରମଣି ତ୍ରିପାଠୀ ଯୋଗ ଦେଲେ

ଭୁବନେଶ୍ୱର : ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଯୋଗ ଦେଲେ ଇନ୍ଦ୍ରମଣି ତ୍ରିପାଠୀ । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ତ୍ରିପାଠୀ ଗୁରୁବାର ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନ…

ଆଜି ଭୁବନେଶ୍ୱରରୁ ୮୯୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୨୮ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୭୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୭୪ କୁ…

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ

 କଟକ: କଟକରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ।   ବ୍ରାଉନ ସୁଗାର ଚାଲାଣ ବେଳେ କଟକରୁ ୩ ଜଣଙ୍କୁ ଗିରଫ କରିଛି କଟକ ମଧୁପାଟଣା ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୧ କେଜିରୁ ଅଧିକ ବ୍ରାଉନସୁଗାର ସହ ଗୋଟିଏ ବାଇକ୍, ୧୭ ହଜାର ଟଙ୍କା ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।…

ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ନିକଟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଛି। ତେବେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ପ୍ରସଙ୍ଗରେ ଓଡ଼ିଶା ସମେତ ସାରା ଦେଶରେ ଦ୍ବନ୍ଦ୍ୱ ଲାଗି ରହିଛି। ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀଙ୍କୁ…

ପୁତ୍ର ସନ୍ତାନର ଜନନୀ ହେଲେ ଗାୟିକା ନୀତି ମୋହନ

ମୁମ୍ବାଇ: ମା' ହେଲେ ଗାୟିକା ନୀତି ମୋହନ। ସିଙ୍ଗର ନୀତି ମୋହନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅଭିନେତା ନିହାର ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ନିହାର ପାଣ୍ଡ୍ୟା ନୀତିଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ତାଙ୍କ ପୋଷ୍ଟରେ କମେଣ୍ଟ…
ବ୍ରେକିଂ