Daily Archives

June 4, 2021

ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ ପାଇଁ ଅନୁମତି

ଭୁବନେଶ୍ଵର: ପାଳନ ହେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ । ସୀମିତ ସଂଖ୍ୟକ ସେବାୟତଙ୍କ ସହିତ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ ପାଳନ କରିବାକୁ ଅନୁମତି ଦେଲା ବିଏମସି । ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହର ପ୍ରସିଦ୍ଧ ପର୍ବ ଚଳିତ ବର୍ଷ ଜୁନ୍ ୧୫ ରେ ଅନୁଷ୍ଠିତ ହେବ ।…

ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୫ ଗିରଫ

ଟାଙ୍ଗୀ :  ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସ ଚଢ଼ାଉ କରି ୫ ଜୁଆଡିଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ଜୁଆ ଖେଳ ସାମଗ୍ରୀ ସହ ନଗଦ ୧୬ ହଜାର ୮ ଶହ ଟଙ୍କା , ୫ ମୋବାଇଲ ଫୋନ ଜବତ କରିଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ଜଗନ୍ନାଥପୁର ( ଜରିପଡା ) ଗ୍ରାମରେ ଥିବା ଏକ ଘର…

ଗୋରୁ ବୋଝେଇ କଣ୍ଟେନର୍ ଜବତ, ୩ ଗିରଫ

ଟାଙ୍ଗୀ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ବେଆଇନ ଗୋରୁ ଚାଲାଣକୁ ମୁଳୋତ୍ପାଟନ କରିବାକୁ ଅଣ୍ଟା ଭିଡିଛି ଚାନ୍ଦପୁର ପୋଲିସ। ଗତ ସପ୍ତାହରେ ପୋଲିସ ଏକ ଗୋରୁ ବୋଝେଇ ଗାଡ଼ିରୁ ୪ ଟି ଗୋରୁଙ୍କୁ ଉଦ୍ଧାର କରିଥିବାବେଳେ ଗତାକଲି ରାତିରେ ପୁଣି ୧୦ଟି ଗୋରୁଙ୍କୁ ଉଦ୍ଧାର କରିଛି । ଘଟଣାରେ ତିନି…

କରୋନା ବିରୁଦ୍ଧରେ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ, ନିରାଶ୍ରୟଙ୍କୁ କରୋନା ଟିକା

ଭୁବନେଶ୍ୱର:  ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ  ଟିକାକରଣ ହୋଇଛି । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ସମ୍ପୃକ୍ତ ଜୋନାଲ୍ ଡ଼େପୁଟି କମିଶନର ମାନଙ୍କୁ ନିର୍ଦ୍ଦେଶ ଦେବାପରେ ଆଜି ଏହି ଟିକାକରଣ ବିଭିନ୍ନ ଏସ୍ ୟୁ ଏଚ୍…

ଥାନା ଅଧିକାରୀଙ୍କ ମାନବିକତା; ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ମେଡିକାଲ ପଠାଇଲେ

ଆଳି: ମାନବିକତା ଦେଖାଇଲେ କରୋନା ଯୋଦ୍ଧା । କରୋନା ମହାମାରୀ ସମୟରେ ନିଜ ଲୋକ ବି ଦୂରେଇ ଯାଉଛନ୍ତି । ହେଲେ ଏବେବି ବଞ୍ଚି ରହିଛି ମାନବିକତା ।  ଧୁ ଧୁ ଖରାବେଳ ରାସ୍ତାରେ ଲହୁ ଲୁହାଣ ହୋଇ ପଡି ରହିଥିବା ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇ ଅନ୍ୟମାନଙ୍କ ପାଇଁ ଉଦାହରଣ…

ଭାରତରେ ସ୍ପୁଟନିକ-ଭି ଟିକା ଉତ୍ପାଦନ ପାଇଁ ସେରମକୁ ଅନୁମତି

ନୂଆଦିଲ୍ଲୀ:  ପୁଣେରେ ଅବସ୍ଥିତ ଦେଶର ସର୍ବବୃହତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ରୁଷ ଟିକା ସ୍ପୁଟନିକ-ଭିର ଉତ୍ପାଦନ ପାଇଁ ଅନୁମତି ପାଇଛି।  ପରୀକ୍ଷଣ, ଯାଞ୍ଚ ଓ ବ୍ଲିଶେଷଣ ପାଇଁ  ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଶୁକ୍ରବାର ଦିନ…

ତ୍ଵଚାକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସୱାସ୍

ସ୍ଵାସ୍ଥ୍ୟ ଟିପ୍ସ: ମୁହଁକୁ ଉଜ୍ୱଳ ଓ ଚମକଦାର କରିବା ପାଇଁ ମହିଳାମାନେ ନାନାଦି କ୍ରିମ୍‌, ଫେସ୍‌ଓ୍ୱାସ୍‌ ବ୍ୟବହାର କରିଥାଆନ୍ତି। ହେଲେ କେମିକାଲଯୁକ୍ତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ, କିନ୍ତୁ କିଛି କ୍ଷଣକ ପାଇଁ। ଏହାପରେ ତ୍ୱଚାଜନିତ ବିଭିନ୍ନ ସମସ୍ୟା…

ଆଜି କଟକ ମହାନଗରରୁ ୨୫୭ କରୋନା ସଂକ୍ରମିତ ଚିହ୍ନଟ

କଟକ:  କଟକ ମହାନଗରରୁ ଆଜି ୨୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯ ଜଣ କ୍ୱେରାଣ୍ଟିନରୁ ଓ ୬୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୫୯ ରେ ପହଞ୍ଚିଛି…

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର :  ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଭରଚୁଆଲ ମାଧମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି I ପୂର୍ବାହ୍ନରେ ଅନୁଷ୍ଠିତ କ୍ରୀଡା ଓ ଯୁବସେବା ବିଭାଗ ସମୀକ୍ଷା ବୈଠକରେ ମନ୍ତ୍ରୀ ବେହେରା ଅଧକ୍ଷତା କରିବା ସହିତ…

ଭ୍ୟାକସିନ ସାର୍ଟିଫିକେଟରେ ଦିଦିଙ୍କ ଫଟୋ

କୋଲକାତା: ମୋଦି ଓ ଦିଦିଙ୍କୁ ନେଇ ଥମୁନି ପଶ୍ଚିମବଙ୍ଗ ରାଜନୀତି। ନିର୍ବାଚନ, ବାତ୍ୟା ସମୀକ୍ଷା ରାଜନୀତି ପରେ ଏବେ ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ହଟାଇକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମମତା ବାନାର୍ଜୀ। ଏଣିକି ଟୀକାକରଣ ପ୍ରମାଣପତ୍ରରେ ମୋଦିଙ୍କ ସ୍ଥାନରେ ରହିବ ଦିଦିଙ୍କ ଫଟୋ।…
ବ୍ରେକିଂ