Daily Archives

June 5, 2021

୪ ବର୍ଷ ପରେ ରାମଗୋପାଳଙ୍କ ଫିଲ୍ମରେ ଅଭିନୟ କରିବେ ବିଗ ବି ଅମିତାଭ

ମୁମ୍ବାଇ:  ବଲିଉଡ ଇଣ୍ଡଷ୍ଟ୍ରିର ନାମୀ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା  ଏବଂ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଦୀର୍ଘ ୪ ବର୍ଷ ପରେ ପୁଣିଥରେ ଏକାଠି କାମ କରିବେ ।  ଅମିତାଭ ବଚ୍ଚନ ରାମଗୋପାଳ ବର୍ମାଙ୍କ ଫିଲ୍ମରେ ଅଭିନୟ କରିବେ  । ଏବେ କିଛି ଦିନ ହେବ ରାମଗୋପାଳ ଏକ ନିର୍ଦ୍ଦିଷ୍ଟ…

‘ଦ ଫ୍ୟାମିଲି ମ୍ୟାନ୍-୩’ରେ ଚୀନ ସହ ଟକ୍କର ନେବେ ମନୋଜ ବାଜପେୟୀ

ମୁମ୍ବାଇ:  ମନୋଜ ବାଜପେୟୀଙ୍କ ସୁପରହିଟ୍ ୱେବ୍ ସିରିଜ୍ 'ଦ ଫ୍ୟାମିଲି ମ୍ୟାନ୍'ର ଦ୍ୱିତୀୟ ସିଜନ୍ ଜୁନ୍ ୪ ରେ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ ହେବାର ଥିଲା​​।  କିନ୍ତୁ ଏହାକୁ ଜୁନ ୩ ତାରିଖ ରାତି ୮ ଟାରେ ହିଁ ରିଲିଜ କରାଯାଇଥିଲା ।  ସସପେନ୍ସ ଏବଂ ଆକ୍ସନରେ ପରିପୂର୍ଣ୍ଣ ଏହି ଥ୍ରୀଲର…

ପାଟପୁରର ୩ ଅନାଥ ଶିଶୁଙ୍କୁ ଗଞ୍ଜାମ ଜିଲାପାଳ ଭେଟିଲେ

ଦିଗପହଣ୍ଡି : ଅନାଥ ଶିଶୁଙ୍କୁ ଭେଟିଲେ ଗଞ୍ଜାମ ଜିଲାପାଳ । ପାଟପୁରର ୩ ଅନାଥ ଶିଶୁଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତା । ବାପା ମାଙ୍କୁ ହରାଇ ଅନାଥ ହୋଇପଡ଼ିଥିବା ନିରୀହ ୩ ଶିଶୁଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧୦ ହଜାର, ରେଡକ୍ରସ ପାଣ୍ଠିରୁ ୨୦ ହଜାର…

ଆଜି କଟକ ମହାନଗରରୁ ୨୮୧ କରୋନା ସଂକ୍ରମିତ ଚିହ୍ନଟ

କଟକ:  କଟକ ମହାନଗରରୁ ଆଜି ୨୮୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୦ ଜଣ କ୍ୱେରାଣ୍ଟିନରୁ ଓ ୮୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୮୪୦ରେ ପହଞ୍ଚିଛି…

ଯୁକ୍ତ ଦୁଇ ପରୀକ୍ଷା ଫଳ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର କମିଟି ଗଠନ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ଫଳ ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର କମିଟି ଗଠନ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୧୪ ଜଣିଆ ସଦସ୍ୟ ବିଶିଷ୍ଟ ଗଠନ କରାଯାଇଛି । ଏହି କମିଟିରେ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବ ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସଙ୍କ ସହିତ ସୁବାସ ଚନ୍ଦ୍ର ଦାସ , ସମ୍ବିତ…

କିମ୍ବଦନ୍ତୀ ଆଥଲେଟ୍ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ: ଭାରତର କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କୁ ବର୍ତ୍ତମାନ ପୋଷ୍ଟଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ ଡାକ୍ତରଖାନାର ଆଇସିୟୁରେ ରଖାଯାଇଛି । ତେବେ ଗତକାଲି ଅପେକ୍ଷା ଆଜି ତାଙ୍କ ସ୍ବାସ୍ଥ୍ୟରେ…

ଛୋଟ ଛୁଆଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ଦହି କଟଲେଟ

ଆବଶ୍ୟକ ସାମଗ୍ରୀ ଦହି, ସୁଜି, ବ୍ରେଡ ଗୁଣ୍ଡ, ଲୁଣ, ଧନିଆ ପତ୍ର, ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା, କର୍ଣ୍ଣଫ୍ଲୋର, ସିଝା ଆଳୁ, ଅଦା, କଂଚା ଲଙ୍କା, ତେଲ । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ବସାଦହି ନେବେ । ଏହାପରେ ସେଥିରେ ସୁଜି, ସିଝା ଆଳୁ ଚକଟା,…

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ, ୪ଗୁରୁତର

ଚାନ୍ଦବାଲି: ଛେପ ପକାକୁ ନେଇ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୪ଗୁରୁତର । ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ଗୋପୀନାଥପୁର ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସାମାନ୍ୟ ଛେପ ପକାକୁ ନେଇ ପ୍ରଥମେ ପାଟି ତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ର ରୂପ ଧାରଣ କରି ଗୋଷ୍ଠୀ ସଂଘର୍ଷ ହୋଇଥିଲା ।…

ଆଜି ଓଡିଶାରୁ ୭ ହଜାର ୬୧୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ  ଖସୁଛି କରୋନା ଗ୍ରାଫ୍ । ଆଜି ସାରା ରାଜ୍ୟରୁ ୭ ହଜାର ୬୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୭ ଲକ୍ଷ ୩୨ ହଜାର ୧୮ ଜଣ କୋଭିଡ ଆକ୍ରାନ୍ତ ।…

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁରରେ ଏଥର ଲାଂଜିଆ ସଉରା ଘର

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ ଟୁର୍‌ର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଜୁନ୍‌ ୬ ତାରିଖ ଦିନ ଟୁଇଟର ଓ…
ବ୍ରେକିଂ