Daily Archives

June 6, 2021

ଘର ଅଗଣାରେ ଲଗାନ୍ତୁନି ଏହିସବୁ ଗଛ

ବାସ୍ତୁଶାସ୍ତ୍ର ଅନୁସାରେ, ଗଛ ପତ୍ରର ସମ୍ପର୍କ ଘରର ସୁଖ ଶାନ୍ତି ସହ ଥାଏ। ଏଣୁ ପରିବାରରେ ଖୁସି ବଜାୟ ରଖିବାକୁ ଘରେ କେତେକ ଗଛ ଲଗାଇବାକୁ କୁହାଯାଏ। ସେହିଭଳି କିଛି ଏମିତି ଗଛ ବି ରହିଛି ଯାହାକୁ ଘରେ ଲଗାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ଗଛ ଘର ଉପରେ ନକାରାତ୍ମକ ପ୍ରଭାବ…

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଭୁବନେଶ୍ୱର ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ ।  ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣୱାଲଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।  ୭ ଜଣିଆ ଟିମରେ ୪ ଜଣ ବରିଷ୍ଠ ଓଡ଼ିଆ ଅଫିସର ଥିବା ଜଣାପଡିଛି ।…

ଆଜି କଟକ ମହାନଗରରୁ ୧୯୨ କରୋନା ସଂକ୍ରମିତ ଚିହ୍ନଟ, ୧୬୮ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ ଜଣ କ୍ୱେରାଣ୍ଟିନରୁ ଓ ୫୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୦୩୨ ରେ ପହଞ୍ଚିଛି…

ଜୁଲାଇ ଶେଷ ସୁଦ୍ଧା ‘ରିୱାର୍ଡ’ ପ୍ରକଳ୍ପ ପ୍ରସ୍ତାବ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିୱାର୍ଡ’ର ପରିକଳ୍ପନା ଆରମ୍ଭ କରିଛନ୍ତି । ଏଥିପାଇଁ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେ ଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ…

୨୨ ଜିଲ୍ଲାରେ ୧୮ ରୁ ୪୪ବର୍ଷ ବୟସ୍କଙ୍କୁ ଟିକା, ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି। ରାଜ୍ୟର ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିରେ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଜୁନ ମାସରେ ପ୍ରଥମ ଡୋଜ୍ ଟିକା ଦିଆଯିବ । ଏଥିପାଇଁ  ଜିଲ୍ଲାପାଳ, ମୁନିସିପାଲ୍ କମିସନରଙ୍କୁ ଚିଠି…

ଘରେ ପ୍ରସ୍ତୁତ କରନ୍ତୁ ଛେନା ପୋଡ

 ଆବଶ୍ୟକ ସାମଗ୍ରୀ  କ୍ଷୀର, ଲେମ୍ବୁ, ଲୁଣ, ଚିନି, ଗୁଜୁରାତି ପାଉଡର, କାଜୁ, ପିସ୍ତାବାଦାମ, ଶାଳ ପତ୍ର । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କ୍ଷୀରକୁ ଫୁଟାଇ ସେଥିରେ ଲେମ୍ବୁ ଚିପୁଡି, ଛେନା ଛିଡାଇବେ । ଛେନା ଛିଡିବା ପରେ, ଏହାକୁ ଏକ ସଫା କପଡାରେ ବାନ୍ଧି, ଏହାର ପାଣିକୁ ଚିପୁଡି…

ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ୍‌ କଲେଜ ଖୋଲିବାର ଆବଶ୍ୟକ ରହିଛି

 ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ବେଡ୍ ଏବଂ ଆନୁଷଙ୍ଗିକ ଭିତିଭୂମି ବୃଦ୍ଧି କରାଯାଉଥିବା ବେଳେ ଡ଼ାକ୍ତର ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ୍ କଲେଜ ଖୋଲିବାର…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଏଣିକି ଘରେ ଘରେ ପହଞ୍ଚିବ ସଞ୍ଜିବନୀ । ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ।ରାଜ୍ୟର ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡୋରଷ୍ଟେପ ଅକ୍ସିଜେନ…

ଆଜି ଓଡିଶାରୁ ୭୩୫୮ ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୭୩୫୮ କରୋନା ରୋଗୀ । ଏହାକୁ ମିଶାଇ ମୋଟ ସଂଖ୍ୟା ୭ ଲକ୍ଷ ୩୯ ହଜାର ୩୭୬ କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି କଟକ…

ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୭ ସ୍ଥାନୀୟ ଲୋକ ଆହତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ପୁଲୱାମାରେ ପୁଣି ଆତଙ୍କବାଦୀ ଆକ୍ରମଣ । ସିଆରପିଏଫ ଗାଡିକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏହି ଘଟଣାରେ ୭ ସ୍ଥାନୀୟ ଲୋକ ଆହତ ହୋଇଥିବା ସୂଚନା । ସୌଭାଗ୍ୟବଶତଃ ଘଟଣାରେ କାହାରି ଜୀବନକୁ କ୍ଷତି ପହଞ୍ଚିନାହିଁ। ଆତଙ୍କବାଦୀଙ୍କ ପକ୍ଷରୁ ପୁଲୱାମାର ତ୍ରାଳରେ…
ବ୍ରେକିଂ