Daily Archives

June 7, 2021

କେନ୍ଦ୍ରୀୟ ଟିମ୍ ବାଲେଶ୍ୱର ଜିଲ୍ଲାର ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ ଓ ସମୀକ୍ଷା କଲେ

ବାଲେଶ୍ୱର : ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ଟିମ୍ ବାଲେଶ୍ୱରରେ ପହଞ୍ଚି ବାତ୍ୟା ‘ୟଶ’‌ର କ୍ଷୟକ୍ଷତି ଆକଳନ କକିଛନ୍ତି । ଏହି ୪ ଜଣିଆ ଟିମ୍‌  ସକାଳ ସାଢ଼େ ୧୦ଟା ବେଳେ ପୋଲିସ ରିଜର୍ଭ ପଡ଼ିଆରେ ହେଲିକପ୍ଟରରେ ଓହ୍ଲାଇଥିଲେ। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସେମାନଙ୍କୁ ସ୍ବାଗତ କରିବା…

ଆଜି କଟକ ମହାନଗରରୁ ୨୧୧ କରୋନା ସଂକ୍ରମିତ ଚିହ୍ନଟ, ୫୨୯ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୨୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱେରାଣ୍ଟିନରୁ ଓ ୭୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୨୪୩ ରେ ପହଞ୍ଚିଛି…

ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ବିଭିନ୍ନ ଜିଲ୍ଲାର ନୂତନ ଅଦାଲତ ଉଦଘାଟିତ

କଟକ/ ଭୁବନେଶ୍ବର :  ଆଜି ପୂର୍ବାହ୍ନରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ.ଏସ୍.ମୂରଲୀଧର ଭିଡିଓ କନଫରେନସ ଜରିଆରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରସ୍ଥିତ ସିନିୟର ସିଭିଲ୍ ଜଜଙ୍କ କୋର୍ଟର ବାଣିଜ୍ୟିକ ଅଦାଲତ,ପୁରୀ ଜିଲ୍ଲା ବ୍ରହ୍ମଗିରିଠାରେ ଗ୍ରାମ ନ୍ୟାୟାଳୟ, ନୟାଗଡ ଜିଲ୍ଲା…

ଏଣିକି ବିନା ରକ୍ତ ନମୁନାରେ ଜାଣିହେବ ରକ୍ତଶୂନ୍ୟତା, ରକ୍ତ ସର୍କରା ସ୍ଥିତି ଓ ଯକୃତ, ଫୁସ୍‌ଫୁସ୍‌ ଏବଂ ବୃକକ୍‌ ସମସ୍ୟା

ଭୁବନେଶ୍ୱର : ଏଣିକି ବିନା ରକ୍ତ ନମୁନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ସର୍କରାର ସ୍ଥିତି । ଏଥି ସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ । ତାହା ପୁଣି ଏକ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ…

ମହିଳା ଓ ଶିଶୁବିକାଶ ବିଭାଗର ‘ଟିକି ମାଉସୀ କହେ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : କୋଭିଡ୍‌ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏଭଳି ସଂକଟରୁ ଉଦ୍ଧାର ପାଇବା ନିମନ୍ତେ ଆମକୁ ସୁଚିନ୍ତିତ କୌଶଳ ଆପଣାଇବାକୁ ପଡ଼ିବ, ଯାହାଦ୍ୱାରା ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରିବ । ଏଥିପାଇଁ କୋଭିଡ୍‌ ସଚେତନତା ଏବଂ ନିୟମାବଳୀର କଠିନ ଅନୁପାଳନ ବ୍ୟବସ୍ଥାକୁ ଆମକୁ ଆହୁରି ଦୃଢ଼ୀଭୂତ…

ଆଜି ଓଡିଶାରୁ ୮୪୨୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪୨୯ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୭ ଲକ୍ଷ ୪୭ ହଜାର ୮୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତୁ । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ଭୁବନେଶ୍ୱର ପୂର୍ବତଟ ରେଳପଥ ମଧ୍ୟଦେଇ ତିନି ଯୋଡ଼ା ବିଶେଷ ଟ୍ରେନ୍ ଚାଲିବ

ଭୁବନେଶ୍ୱର: ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି  । ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ  …

ଏକାମ୍ର କ୍ଷେତ୍ର ଯୋଜନା ପାଇଁ ପ୍ରକଳ୍ପ ଉପଦେଷ୍ଟା କମିଟି ଗଠନ

 ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଯୋଜନା ପାଇଁ ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ୧୯ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି । ବିର୍ଲା ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂତୃପ୍ତ ମିଶ୍ରଙ୍କ ନେତୃତ୍ୱରେ…

ଏକାମ୍ର ଯୋଜନା ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ଭାବେ ଡକ୍ଟର ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ASI ସୁପରିନ୍‌ଟେଣ୍ଡେଣ୍ଟ ସଦସ୍ୟ ରହିବେ । ସେହିପରି କମିଟିରେ…

୧୭ଟି ଜିଲ୍ଲାରୁ ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ୍‌ ରବିଧାନ ସଂଗୃହୀତ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୧୭ଟି ଜିଲ୍ଲାରୁ ଅଦ୍ୟାବଧି ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି ।  ଏନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ସୂଚନା ଦେଇଛନ୍ତି ମଣ୍ଡିରେ…
ବ୍ରେକିଂ