Daily Archives

June 8, 2021

କେନ୍ଦ୍ରୀୟ ଟିମର ରାଜ୍ୟ ସରକାରଙ୍କ ସହ ଆଲୋଚନା, ବାତ୍ୟା ୟଶ ପରିଚାଳନାକୁ ପ୍ରଶଂସା

ଭୁବନେଶ୍ଵର : ଅତି ପ୍ରବଳ ବାତ୍ୟା ୟଶ ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତ୍ରସ୍ତରୀୟ ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ଲୋକସେବା ଭବନରେ ଉଭୟ…

କେନ୍ଦ୍ର ସରକାର ବିଭିନ୍ନ କୋଭିଡ ଟିକାର ଦର ନିର୍ଦ୍ଧାରଣ କଲେ

ନୂଆଦିଲ୍ଲୀ: ଧାର୍ଯ୍ୟ ହେଲା ବିଭିନ୍ନ କୋଭିଡ ଟିକାର ଦାମ । ପ୍ରତି ଟିକାର ଡୋଜ୍ ପ୍ରତି ଦର ନିର୍ଦ୍ଧାରଣ କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଘରୋଇ ହସ୍ପିଟାଲରେ କୋଭିସିଲ୍ଡର ଦାମ ଡୋଜ୍ ପିଛା ସର୍ବାଧିକ  ୭୮୦ ଟଙ୍କା ରହିଛି । ସେହିପରି କୋଭାକ୍ସିନ୍ ସର୍ବାଧିକ ଦର ୧୪୧୦ଟଙ୍କା ରହିଥିବା ବେଳେ  …

ଆଜି କଟକ ମହାନଗରରୁ ୧୫୪ କରୋନା ସଂକ୍ରମିତ ଚିହ୍ନଟ, ୨୯୦ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱେରାଣ୍ଟିନରୁ ଓ ୪୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୩୯୭ ରେ ପହଞ୍ଚିଛି…

ଦୁଇଶହ ବସ୍ତା କେନ୍ଦୁପତ୍ର ଜବତ, ୨ଗିରଫ

ଦେବଗଡ: ଦୁଇଶହ ବସ୍ତା କେନ୍ଦୁପତ୍ର ଜବତ । ପିକଅପ୍ ଭ୍ୟାନ୍ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି ବନବିଭାଗ । ସମ୍ବଲପୁର ଜମନକିରାରୁ  ପଶ୍ଚିମବଙ୍ଗକୁ  କେନ୍ଦୁପତ୍ର ଚୋରାଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କୁରଡ ନିକଟରେ ଜବତ କରିବାରେ ସଫଳ ହୋଇଛି । ସେହିପରି…

ମାତା ବୈଷ୍ଣୋ ଦେବୀ ଭବନରେ ଭୟାବହ ଅଗ୍ନିକାଣ୍ଡ

ଜମ୍ମୁ-କଶ୍ମୀର: ଜମ୍ମୁ ଓ କଶ୍ମୀରରେ ଥିବା ମା ବୈ‌‌ଷ୍ଣୋ ଦେବୀ ବୋର୍ଡର କେସ କାଉଣ୍ଟର ନମ୍ବର ୨ରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳ‌ରେ ପହଞ୍ଚିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡ…

୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର :  ରାଜ୍ୟରେ ୩୦ଟି ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧା ଆରମ୍ଭ କରାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ରଞ୍ଜନ ଦାଶ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ…

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସର୍ବସାଧାରଣରେ ଚାପୁଡ଼ା ମାରିଲେ ବ୍ୟକ୍ତି

ପ୍ୟାରିସ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କୁ ସର୍ବସାଧାରଣରେ ଚାପୁଡା ମାରିଲେ ଜନୈକ ବ୍ୟକ୍ତି । ଦକ୍ଷିଣପୂର୍ବ ଫ୍ରାନ୍ସର ଡୋରମେରେ  ରାଷ୍ଟ୍ରପତି ଇମାନୁଏଲ୍ ଲୋକଙ୍କ ସହ କଥା ହେଉଥିବା ବେଳେ ଭିଡ଼ ଭିତରୁ ଜଣେ ହାତ ମିଳାଇବା ବାହାନାରେ ତାଙ୍କୁ ଚାପୁଡା ମାରିଥିଲେ । ତେବେ…

ବାଘ ଛାଲ ଜବତ, ଅଭିଯୁକ୍ତ ଫେରାର

ଲଙ୍ଗଳେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ମଧୁପୁରା କୋଷ୍ଟ କେନାଲ ରୋଡରୁ ବାଘ ଛାଲ ଜବତ କରିବାରେ ସକ୍ଷମ ହୋଇଛି ବନବିଭାଗ । ଏହାର ଲମ୍ବ ୩ ଫୁଟ ହେବ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର । ସୂଚନାମୁତାବତ ଲଙ୍ଗଳେଶ୍ୱର ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିଲା । ଏହି ସମୟରେ ମଧୁପୁରା କୋଷ୍ଟ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର, ତାଲିମ ନେବେ ୧୧୧୪ ଡାକ୍ତର

ଭବନେଶ୍ଵର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ…

ଭୁବନେଶ୍ୱରରୁ ୬୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୫୭ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୬୬୧ ନୂଆ ପଜିଟିଭ ଚିହ୍ନଟ ।  କ୍ୱାରାଣ୍ଟାଇନ ସେଣ୍ଟରୁ ୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୫୦୫ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୩୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମସି ଟ୍ୱିଟ ଯୋଗ ସୂଚନା ଦେଇଛି। Update on…
ବ୍ରେକିଂ