Daily Archives

June 10, 2021

ମୌସୁମୀ ଓ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସ୍ଥିତି ସମୀକ୍ଷା

ଭୁବନେଶ୍ୱର : ଆଗାମୀ ମୌସୁମୀ ଓ ଲଘୁଚାପ ଜନିତ ବର୍ଷା ଫଳରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ବିଭାଗୀୟ ବ୍ୟାପକ ପ୍ରସ୍ତୁତି ସଂପର୍କରେ ଆଜି ଏକ ବୈଠକରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବିଭାଗର ବରିଷ୍ଠ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନଙ୍କ…

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନିଗମର ବିଭିନ୍ନ ବିଭାଗର…

ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳି ଜେମ୍ସ ଆଣ୍ଡରସନ୍ ଇତିହାସ ରଚିଲେ

ବର୍ମିଂହାମ୍:  ଇଂଲଣ୍ଡ ପକ୍ଷରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳି ଇତିହାସ ରଚିଛନ୍ତି ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ । ୩୮ ବର୍ଷୀୟ ଆଣ୍ଡରସନ ୧୬୨ତମ ଟେଷ୍ଟ ମ୍ୟାଚ୍ ଖେଳି ପୂର୍ବତନ କ୍ୟାପଟେନ୍ ଆଲିଷ୍ଟର୍ କୁକଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କୁକ୍ ଇଂଲଣ୍ଡ ପକ୍ଷରୁ ୧୬୧ ଟେଷ୍ଟ…

ଆଜି କଟକ ମହାନଗରରୁ ୧୮୯ କରୋନା ସଂକ୍ରମିତ ଚିହ୍ନଟ, ୨୧୮ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱେରାଣ୍ଟିନରୁ ଓ ୫୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୭୫୭ ରେ ପହଞ୍ଚିଛି…

ଜାଣନ୍ତୁ ଘରେ କେଉଁ ରଙ୍ଗ ଦେଲେ କଣ ପ୍ରଭାବ ପଡିଥାଏ

 ବାସ୍ତୁ ଟିପ୍ସ: ରଙ୍ଗ ଆମ ଜୀବନରେ ବହୁ ଗୁରୁତ୍ୱ ବହନ କରିଥାଏ। ଫେଙ୍ଗସୁଇ ଅନୁସାରେ ମଣିଷ ଉପରେ ରଙ୍ଗର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ରଙ୍ଗ ଲୋକଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ, ଏହା ଭଲ ଅବା ଖରାପ ହୋଇପାରେ। ତେଣୁ ଘରେ ରଙ୍ଗ ଦେବା ବେଳେ ବୁଝି ବିଚାରି…

ତ୍ୱଚାରେ ପ୍ରାକୃତିକ ଚମକ ଆଣିବା ପାଇଁ ବ୍ୟବହାର କରନ୍ତୁ ଆଳୁ ଫେସ୍ ପ୍ୟାକ୍

ଜୀବନଚର୍ଯ୍ୟା: ସୁନ୍ଦର ତ୍ୱଚା କାହାର ବା ପସନ୍ଦ ନୁହେଁ ।  ହେଲେ ତ୍ବଚାକୁ ସୁନ୍ଦର ଏବଂ ସୁସ୍ଥ ରଖିବା ପାଇଁ ସବୁବେଳେ ମନେ ରଖିବା ଉଚିତ ଯେ, ତ୍ୱଚାକୁ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରଖି ,ଘରୋଇ ଉପଚାର ମାଧ୍ୟମରେ ତ୍ୱଚାର ଯତ୍ନ ନେବା ଆବଶ୍ୟକ । କାହିଁକି ନାଁ , ବେଳେବେଳେ କେମିକାଲ…

ରାମଚନ୍ଦ୍ରପୁରର ଜରଦା ଗାଁରେ ଭାଲୁ ଆତଙ୍କ

ଅଳତୀ: ରାମଚନ୍ଦ୍ରପୁର ଥାନା ଜରଦା ଗାଁରେ ପଶିଛି ଭାଲୁ । ଭାଲୁକୁ ଦେଖି ଗାଁ ଲୋକେ ଭୟଭୀତ । ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ ଭାଲୁଟି ଗାଁ ଭିତରେ ବୁଲୁଥିବା ଦେଖି ଲୋକେ ପାଟିତୁଣ୍ଡ କରିବାରୁ…

ଘରେ ପ୍ରସ୍ତୁତ କରନ୍ତୁ ଓଡିଶା ପ୍ରସିଦ୍ଧ ରସଗୋଲା

 ଆବଶ୍ୟକ ସାମଗ୍ରୀ କ୍ଷୀର, ଚିନି, ଭିନେଗାର, ମଇଦା । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସରେ କଡେଇ ବସେଇ କ୍ଷୀର ଢାଳି ଫୁଟାଇବେ । କ୍ଷୀର ଭଲଭାବେ ଫୁଟିଯିବା ପରେ ଗ୍ୟାସ୍ ବନ୍ଦ କରି ସେଥିରେ ଭିନେଗାର ପକାଇବେ । ଏହାପରେ ତାକୁ ଧିରେଧିରେ ଗୋଳାଇବେ ।  କିଛି ସମୟ ଏହାକୁ ଗୋଳାଇବା…

ଆଜି ଓଡିଶାରୁ କରୋନାରୁ ୮୨୯୯ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରୁ ଆଜି କରୋନା ମହାମାରୀରୁ ୮୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୪୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା…

ଦୁର୍ଘଟଣାରେ ମିଆଁମାର ବାୟୁସେନା ବିମାନ ଧ୍ୱଂସ୍ତ, ୧୨ ମୃତ

ମାଣ୍ଡାଲେ: ମିଆଁମାର ମାଣ୍ଡାଲେ ସହର ନିକଟରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି ।ଏଥିରେ ଯାତ୍ରା କରୁଥିବା ଅନୁନ୍ୟ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ତେବେ ଦୁର୍ଘଟଣାରେ ବିମାନର ପାଇଲଟ ଓ ଅନ୍ୟ ଜଣେ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଛନ୍ତି। ଗୁରୁତର ଆହତ ୨ ଜଣଙ୍କୁ ସେନା…
ବ୍ରେକିଂ