Daily Archives

June 11, 2021

ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ  । ଆସନ୍ତାକାଲି ରାଜ୍ୟରେ ମୋଟ ୫୯୦ ଟି ଅଧିବେଶନ ଅନୁଷ୍ଠିତ ହେବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭,୯୭,୯୯୨ ଜଣ ଟିକା ନେଇ ସାରିଲେଣି । ତେବେ ରାଜ୍ୟ ପାଖରେ କେନ୍ଦ୍ର ଦେଇଥିବା କୋଭିସିଲ୍ଡର ୧ ଲକ୍ଷ ୮୩ ହଜାର ୯୮୦…

ଆଜି କଟକ ମହାନଗରରୁ ୧୫୪ କରୋନା ସଂକ୍ରମିତ ଚିହ୍ନଟ, ୩୪୫ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨ ଜଣ କ୍ୱେରାଣ୍ଟିନରୁ ଓ ୪୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫,୯୧୧ ରେ ପହଞ୍ଚିଛି…

ହିମାଚଳପ୍ରଦେଶରେ କରୋନା କର୍ଫ୍ୟୁ କୋହଳ ହେଲା

ଶିମଲା: କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ତେଣୁ  ଜୁନ୍‌ ୧୪ ତାରିଖରୁ ରାଜ୍ୟରେ ନୂଆ ନିୟମ ଲାଗୁ ହେବ ବୋଲି ଆଜି ହିମାଚଳପ୍ରଦେଶ ସରକାର ଘୋଷଣା କରିଛନ୍ତି। ସେହିପରି ରାଜ୍ୟରେ ପ୍ରବେଶ ପାଇଁ ଆଉ କୌଣସି ପ୍ରକାରର ଆରିଟିପିସିଆର ଟେଷ୍ଟର ନେଗେଟିଭ ରିପୋର୍ଟ  ଆବଶ୍ୟକତା ପଡିବନି…

ଚୋରି ଅଳଙ୍କାର ଜବତ; ୪ ଗିରଫ

ଆସିକା : ଜବତ ହେଲା ଚୋରି ହୋଇଯାଇଥିବା ଅଳଙ୍କାର । ୪ ଗିରଫ ।  ହିଂଜିଳି ଥାନା ଅନ୍ତର୍ଗତ ଲେଙ୍କାଖାଲି ଗ୍ରାମର କାଶୀନାଥ ଦଳେଇଙ୍କ ଘରୁ ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ୨୧୦ ଗ୍ରାମ ସୁନା ଅଳଙ୍କାର ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଘଟଣାର ତଦନ୍ତ କରି ଚୋରି…

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

 ଭୁବନେଶ୍ୱର: ରାଜଧାନୀରେ ପୁଣି ବଦଳିବ ଟିକାକରଣ ସମୟ। ସକାଳେ ପ୍ରଥମ ଡୋଜ୍, ଅପରାହ୍ନ ରେ ଦ୍ୱିତୀୟ ଡୋଜ୍। ଏନେଇ ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି। ପ୍ରଥମ ଡୋଜ୍ ନେଇଥିବା ଯୁବ ବର୍ଗଙ୍କୁ ଡ୍ୟୁ ଡେଟ୍ ମୁତାବକ ଦ୍ୱିତୀୟ ଡୋଜ୍ ଟିକାକରଣ ଜାରି ରହିଛି। ଆସନ୍ତା ସୋମବାର ସୁଦ୍ଧା ଏହା…

ନୁଡୁଲ୍ସ ମସଲା ସାଣ୍ଡ୍ୟୁୱିଚ୍

ଆବଶ୍ୟକ ସାମଗ୍ରୀ: ସିଝା ନୁଡୁଲ୍ସ, କ୍ୟାପସିକମ୍, ଜୁଆଣିପତ୍ର, କିମା ଅଦା, ତେଲ, ଲୁଣ ସ୍ୱାଦନୁସାରେ, ୨ ଚାମଚ ଲହୁଣି, ଚିଲି ସସ୍, ୫ ବେ୍ରଡ ସ୍ଲାଇସ୍। ପ୍ରସ୍ତୁତି ପ୍ରଣାଳୀ: ଏକ ପ୍ୟାନରେ ତେଲ ଗରମ କରି ଜୁଆଣି ପତ୍ର, ଅଦା, କ୍ୟାପସିକମ ଏବଂ ଲୁଣ ପକାଇ ଆଞ୍ଚରେ ୫ ମିନିଟ ଯାଏଁ ଭାଜି…

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଚିନି

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅଧିକ କାମ ବୋଝ ଯୋଗୁ ଲୋକେ ଥକ୍କାପଣ ଅନୁଭବ କରୁଛନ୍ତି। କେବେ କେବେ ଅତ୍ୟଧିକ ଟେନ୍ସନ ଡିପ୍ରେସନର ରୂପ ନେଉଛି, ଯଦ୍ୱାରା ବ୍ୟକ୍ତିର ବୁଝିବା ଭାବିବା ଶକ୍ତି କ୍ଷୀଣ ହୋଇଯାଉଛି। କିନ୍ତୁ ଏବେ ଚିନ୍ତିତ ହେବାର କୌଣସି କାରଣ ନାହିଁ।…

ଭୁବନେଶ୍ୱରରୁ ୪୮୫ କରୋନା ଆକ୍ରାନ୍ତ ଚିହ୍ନଟ , ୧୦୦୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଆଜି ଦିନକରେ ୪୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରାଣ୍ଟାଇନ ସେଣ୍ଟରୁ ୧୦୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୩ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟିର ସହାୟତା

 ଭୁବନେଶ୍ୱର: କରୋନା ପରିଚାଳନା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୨୫ କୋଟିର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆଉ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର…

ଖୁବ ଶୀଘ୍ର ଜାତୀୟ ସ୍ତରରେ ସେରୋ ସର୍ଭେ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଜାତୀୟ ସ୍ତରରେ ହେବ ସେରୋ ଲୋଜିକାଲ ସର୍ଭେ । କରୋନା ସଂକ୍ରମଣର ଘନତ୍ୱ ଜାଣିବାକୁ ଜାତୀୟ ସେରୋ ସର୍ଭେ କରାଯିବ । ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ ସୂଚନା ପ୍ରଦାନ କରିଛନ୍ତି । ଭୂତାଣୁ କେତେ ଲୋକଙ୍କୁ ଛୁଇଁଲାଣି ତାହା ଜାଣିବାକୁ ସେରେ ସର୍ଭେ ହେବ…
ବ୍ରେକିଂ