Daily Archives

June 12, 2021

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ଝାରସୁଗୁଡା: ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅଧିନ ବୃନ୍ଦାମାଲ ଗଣ୍ଡପଡ଼ାରେ । ଅଭିଯୁକ୍ତ ପୁଅ ବୈକୁଣ୍ଠ ମରେଇ ଫେରାର ।  ଏ ନେଇ ମୃତକଙ୍କ ସ୍ତ୍ରୀ  ବଡ଼ମାଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ମିଳିଥିବା ସୂଚନା…

ଏଥର ବି କେବଳ ସାଉଦି ଆରବବାସୀଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି

ଦୁବାଇ: କରୋନା ପାଇଁ ହଜ୍‌ ଯାତ୍ରା ଗାଇଡ୍‌ଲାଇନ୍ ଜାରୀ କରିଛି ସାଉଦି ଆରବ। ଚଳିତ ଥର ବିଦେଶ ହଜ୍‌ ଯାତ୍ରୀଙ୍କୁ ମନା ହୋଇଥିବା ବେଳେ ମାତ୍ର ୬୦ ହଜାର ଶ୍ରଦ୍ଧାଳୁଙ୍କୁ ପବିତ୍ର ହଜ୍ ପାଇଁ ଅନୁମତି ମିଳିଛି। ସମସ୍ତ ଶ୍ରଦ୍ଧାଳୁ ସଉଦି ଆରବ ନାଗରିକ ହୋଇଥିବା ଦରକାର ଓ ସମସ୍ତଙ୍କ ପାଖରେ…

ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ରାଜମହଲ-ଶିଶୁଭବନ ରାସ୍ତାରେ ଯୁବକଙ୍କୁ ଅତି ନୃଶଂସ ଭାବରେ ପଥରରେ ଛେଚି ହତ୍ୟା ଥିବା ଜଣାପଡିଛି । ପ୍ରଥମେ ବଚସାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।  ମୃତ ଯୁବକଙ୍କ ନାଁ ତ୍ରିନାଥ ବୋଲି ଜଣାପଡିଛି ।…

ଫ୍ରୁଟ୍ସ ପଲାଉ

ଆବଶ୍ୟକ ସାମଗ୍ରୀ ବାସୁମତି ଚାଉଳ, ଚିନି, ଲୁଣ, ତେଲ, କାଜୁ, ପିସ୍ତାବାଦାମ, ଗୋଟା ଜିରା, ଧନିଆ ପତ୍ର, ସେଓ, ଅଙ୍ଗୁର, ନଡିଆ, କମଳା, ଚେରୀ, ଡାଳିମ୍ବ ।  ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ବାସୁମତି ଚାଉଳକୁ କିଛି ସମୟ ପାଣିରେ ଭିଜାଇ ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ପାଣି…

ରାଜ୍ୟ ବିଭିନ୍ନ ସ୍ଥାନରୁ ନକଲି କରୋନା ଔଷଧ ଜବତ

ସମ୍ବଲପୁର : କଟକ ପରେ ରାଜ୍ୟ ବିଭିନ୍ନ ସ୍ଥାନରୁ ନକଲି କରୋନା ଔଷଧ ଜବତ ହୋଇଛି। ବଲାଙ୍ଗୀ, ରାଉରକେଲା, ଝାରସୁଗୁଡା , ସମ୍ବଲପୁର ଓ ଭୁବନେଶ୍ୱରରୁ ଡ୍ରଗ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରି ବ୍ୟାପକ ପରିମାଣର ନକଲି କରୋନା ମେଡିସିନ ଜବତ କରିଛି। ଏଗୁଡିକ ମଧ୍ୟରେ ଟ୍ରିଟ -୨୦୦ ବଟିକା ,…

୮୫ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ

ବଅଁରପାଳ: ବଅଁରପାଳ ପୋଲିସ ୮୫ପେଟି ବିଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଆଜି ପୂର୍ବାହ୍ନରେ ବଅଁରପାଳ ଥାନା ଅଧିକାରୀ ନରେଶ ସାହୁଙ୍କ ନେତୃତ୍ୱରେ ଏକ ଟିମ ନୂଆଁହତା ଗ୍ରାମରେ…

ତଟୀୟ ସୁରକ୍ଷା ପାଇଁ କୋଷ୍ଟ ଗାର୍ଡରେ ହାଲକା ମାର୍କ ୩ ହେଲିକପ୍ଟର ସାମିଲ ହେଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣର ଅନୁରୂପ ପ୍ରସ୍ତୁତ କରାଯାଇଥିବା ୦୨ ଉନ୍ନତ ହାଲକା ହେଲିକପ୍ଟର ଏଏଲଏଚ ମାର୍କ ୩ ଶନିବାର ଦିନ ଭାରତୀୟ ତଟରକ୍ଷକ ବଳ(ଆଇସିଜି)ରେ ଔପଚାରିକ ଭାବେ ସାମିଲ କରାଯାଇଛି । ଏହି ଅତ୍ୟାଧୁନିକ ହେଲିକପ୍ଟର ହିନ୍ଦୁସ୍ଥାନ…

କଟକରେ ବୟସ୍କଙ୍କୁ ଘରୁ ଆଣି ଟିକା

କଟକ: ସହରରେ କମୁଛି କରୋନା ସଂକ୍ରମଣ । ପଜିଟିଭିଟି ରେଟ୍ ମଧ୍ୟ କମିବାରେ ଲାଗିଛି । ସହରବାସୀ ଲକଡାଉନ୍ ନିୟମ ମାନି ଚଳିଥିବାରୁ ଏହା ସମ୍ଭବପର ହୋଇପାରିଛି । ଏଥିପାଇଁ କଟକବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ମେ ୧୫ରେ କଟକରେ ଚିହ୍ନଟ ହୋଇଥିଲେ ସର୍ବାଧିକ ସଂକ୍ରମିତ…

ଓଡିଶାରୁ ୭୫୭୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଓଡିଶାରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣ ସଂଖ୍ୟା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ରାଜ୍ୟରୁ  ୭୫୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ମୋଟ ୭ ଲକ୍ଷ ୮୯ ହଜାର ୦୬୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ…

ଭୁବନେଶ୍ୱରରୁ ୪୩୯ କରୋନା ଆକ୍ରାନ୍ତ ଚିହ୍ନଟ, ୮୮୧ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।   ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୪୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…
ବ୍ରେକିଂ