Daily Archives

June 12, 2021

ଭାରତୀୟ ବଂଶୋଦ୍ଭବ ସାମ୍ବାଦିକ ମେଘାଙ୍କୁ ସର୍ବୋଚ୍ଚ ସମ୍ମାନଜନକ ପୁଲିଜର ଆୱାର୍ଡ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଳନ ପାଇବେ ଗଣମାଧ୍ୟମର ସର୍ବୋଚ୍ଚ ସମ୍ମାନଜନକ ପୁଲିଜର ଆୱାର୍ଡ (Pulitzer Prize) । ଅନୁସନ୍ଧାନମୂଳକ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି । ଚୀନରେ ଇସଲାମ…

କୋଭିଡ ଟିକା ପରେ ଦେହରେ ଚମ୍ବକୀୟ ଶକ୍ତି ପ୍ରକଟ

ବାଲେଶ୍ଵର: ନୀଳଗିରି ବ୍ଲକ ମଲିଆଣି ଗ୍ରାମରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । କୋଭିଡ଼ ଟିକା ନେବାପରେ ଜଣେ ବ୍ୟକ୍ତିଙ୍କ ସମେତ ୪ଜଣଙ୍କ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କୋଭିଡ ଟିକା ପରେ ଦେହ ପାଲଟିଛି ଚୁମ୍ବକ । ଗ୍ରାମର ରାଜେନ୍ଦ୍ର ମହାପାତ୍ର ଓ…

କଟକରେ ସେକ୍ସ ରାକେଟ ଠାବ ,୩ ଅଟକ

କଟକ: ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଲକ୍‌ଡାଉନ୍‌ ଓ ସଟଡାଉନ ଜାରି ରହିଛି । ତେଣୁ ଜରୁରୀ ନଥିଲେ ଘରୁ ପଦାକୁ ନବାହାରିବା ପାଇଁ କହିଛନ୍ତି  ସରକାର। ଏପରି ସମୟରେ ହୋଟେଲ୍‌ରେ ଚାଲୁଥିଲା ସେକ୍ସରାକେଟ। ଏଭଳି ଅଭିଯୋଗ ଆସିଛି କଟକରୁ । ତେବେ ସେକ୍ସ ରାକେଟ ଉପରେ ପୋଲିସ ଚଢାଉ କରି…

ଜେଡ୍ ସୁରକ୍ଷା ହଟାଇବାକୁ ଗୃହ ମନ୍ତ୍ରଣାଳୟକୁ ମୁକୁଲ ରୟଙ୍କ ଚିଠି

କୋଲକାତା :  ବିଜେପି  ଛାଡି ତୃଣମୂଳ କଂଗ୍ରେସକୁ ଫେରିଥିବା ମୁକୁଲ ରୟଙ୍କ ଉପରେ ବର୍ତ୍ତମାନ କୌଣସି ବିପଦ ନାହିଁ। ଏହା ଖୋଦ୍ କହିଛନ୍ତି ମୁକୁଲ ରୟ। ବିଜେପିରେ ଥିବା ବେଳେ ତାଙ୍କୁ ଜେଡ୍ କାଟାଗୋରୀର ସୁରକ୍ଷା ମିଳିଥିଲା। ତେବେ ଗତକାଲି ବିଜେପି ଛାଡିବା ପରେ ଏବେ ସେ କେନ୍ଦ୍ରୀୟ ସୁରକ୍ଷା…

ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜାମ ପୋଲିସର ଯାଞ୍ଚ, ୨ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ

ଗଞ୍ଜାମ : ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଚଢାଉ କରାଯାଇ ବିନା ମାସ୍କ ଧାରୀ, ବିନା ହେଲମେଟ ଧାରୀ ଓ ସାମାଜିକ ଦୂରତା ରକ୍ଷା ନ କରିବା ନେଇ ୨ ଲକ୍ଷ ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ୫ଟି ଡ୍ରାଇଭିଙ୍ଗ ଲାଇସେନ୍ସକୁ ସିଜ୍ କରାଯାଇଛି ।…

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲରୁ ମୁକୁଳିଲେ

 ଭୁବନେଶ୍ୱର: ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ମୁକୁଳିଲେ। ଗତକାଲି ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ ପାଣିଗ୍ରାହୀ। ଠକେଇ ଅଭିଯୋଗରେ ଗିରଫ ହୋଇ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଝାରପଡ଼ା…

ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୩ ମହିଳା ମୃତ

ଛିନ୍ଦୱାଡା : ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଛିନ୍ଦୱାଡାରେ । ତେବେ ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, କାରଟି ଦୁଇ ଖଣ୍ଡ…

ଓଡ଼ିଶାର ୩ଟି ଜିଲ୍ଲାରେ ସେରୋ ସର୍ଭେ

 ଭୁବନେଶ୍ୱର: କରୋନାର ସଂକ୍ରମଣର ଘନତ୍ୱ ଜାଣିବା ପାଇଁ ଦେଶର ୭୦ ଏବଂ ଓଡ଼ିଶାର ୩ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦେଶିକା ଡା. ସଂଘମିତ୍ରା ପତି । ସୂଚନା ଅନୁଯାୟୀ ଓଡ଼ିଶାର ରାୟଗଡ଼ା, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସେରୋ ସର୍ଭେ କରାଯିବ ।…

ରାଜ୍ୟରେ ଆରମ୍ଭ ହୋଇପାରେ ଗ୍ରାଜୁଆଲ ଅନଲକ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କରୋନା ଗ୍ରାଫ୍ ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି । ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ  ସଂଖ୍ୟା କମିବାର ନାଁ ନେଉନି । ଏହାରି ଭିତରେ ରାଜ୍ୟରେ ଜାରି ଲକଡାଉନ ଓ ସଟଡାଉନ ଆଗକୁ ଜାରି ରହିବ କି ନାହିଁ…

ଆକ୍ଟିଂକୁ ଅଲବିଦା କଲେ ନାଗିନ ଫେମ୍ ଅନୀତା ହସନନ୍ଦାନୀ

ମୁମ୍ବାଇ: ଟିଭି ପରଦାର ବହୁ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବେ ପର୍ସନାଲ୍‌ ଲାଇଫ୍‌କୁ ନେଇ ବ୍ୟସ୍ତ । କିଛି ଦିନ ପୂର୍ବରୁ ସେ ଶିଶୁପୁତ୍ର ଆରବ ରେଡ୍ଡୀକୁ ଜନ୍ମ ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ଅନୀତା ନିଜ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହାରି ଭିତରେ ନିଜର…
ବ୍ରେକିଂ