Daily Archives

June 12, 2021

ଫ୍ରେଞ୍ଚ ଓପନ: ଫାଇନାଲ ଫାଇଟ୍‌ରେ ଜୋକଭିକ-ସିତସିପସ

ପ୍ୟାରିସ୍‌: ବିଶ୍ୱ ଟେନିସ ମାନ୍ୟତାର ନମ୍ବର ୱାନ ଖେଳାଳି ନୋଭାକ ଜୋକଭିକ ଡିଫେଣ୍ଡିଂ ଚମ୍ପିଆନ ରାଫେଲ ନାଦାଲଙ୍କୁ ହରାଇ ଚଳିତ ଫ୍ରେଞ୍ଚ ଓପନର ପୁରୁଷ ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ହାଇଭୋଲଟେଜ ସେମିଫାଇନାଲ ମୁକାବିଲାରେ ଜୋକଭିକ, 3-6, 6-3,7-6,6-2 ସେଟ୍‌ରେ ନାଦାଲଙ୍କୁ…

ଦିଲ୍ଲୀ ଲଜପତ୍ ନଗର ସେଣ୍ଟ୍ରାଲ ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଲଜପତ ନାଗର ସେଣ୍ଟ୍ରାଲ ମାର୍କେଟରେ ଶୋ'ରୁମ ଭିତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଅଗ୍ନିଶମ ଟେଣ୍ଡର ଏବଂ ୭୦ ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୧୦.୨୦ ସମୟରେ…

GST ବୈଠକ: କୋଭିଡ ଓ ବ୍ଲାକଫଙ୍ଗସ ଚିକିତ୍ସାରେ ବ୍ୟବହୃତ ଔଷଧ ଓ ଉପକରଣ ଉପରୁ କର ହ୍ରାସ

 ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସଟି ପରିଷଦର ୪୪ ତମ ବୈଠକ ଶେଷ ହୋଇଛି । ଆଜିର ଏଜେଣ୍ଡା ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (ଜିଓଏମ)ର ସୁପାରିଶ ଥିଲା ବେଳେ କୋଭିଡ ଓ ବ୍ଲାକଫଙ୍ଗସ ଚିକିତ୍ସାରେ ବ୍ୟବହୃତ ଔଷଧ ଓ ଉପକରଣ ଉପରୁ କର ହ୍ରାସ ନେଇ ନିଆଯାଇଛି ବହୁ…

ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରୁ ଏକ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ଜୟପୁର: ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ । କେତେବେଳେ ପରିବା ଗାଡି ତ ପୁଣି କେତେବେଳେ ବାଇଗଣ ବୋଝେଇ ଗାଡିରେ ଚୋରା ଚାଲାଣ କରୁଛନ୍ତି । କିନ୍ତୁ ଏଥର ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ନଜର ଆସିଛି  । ହେଲେ ଏହି ଯୋଜନା ବି ଫେଲ ମାରିଲା । ଧରି ପକାଇଲା…

ମହାପ୍ରଭୁଙ୍କ ଦେବସ୍ନାନ ନୀତି ପାଇଁ ସମୟ ନିର୍ଘଣ୍ଟ

ପୁରୀ : ଜୁନ୍ ୨୪ରେ ଦେବ ସ୍ନାନା ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତେବେ କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁ ସ୍ନାନ କରିବେ। ପୁରୀ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି…

ମାଛ ଧରିବାକୁ ଯାଇ ମହିଳାଙ୍କୁ କୁମ୍ଭୀର ଟାଣି ନେଲା

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଅଭାବନୀୟ ଘଟଣା । ମାଛ ଧରିବାକୁ ନଦୀପାର ହେଉଥିବା ବେଳେ ଜଣେ ମହିଳାଙ୍କୁ ପାଣି ଭିତରକୁ ଟାଣି ନେଇଛି କୁମ୍ଭୀର । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ଯାଇ ନଦୀପାର ହେଉଥିଲେ ଭେକ୍ଟା ଗାଁର ଉମାରାଣୀ ପରିଡା । ତେବେ ତାଙ୍କୁ…

ଚେକିଂ ବେଳେ ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର: ସେନସିଟିଭ ଜୋନ ହେଉ ବା ହାଇସିକ୍ୟୁରିଟି ଜୋନ, ସବୁଠି ବୁଲୁଥିଲା ଆର୍ମି ଲେଖାଥିବା ଏକ ଏକ୍ସୟୁଭି କାର । ଗାଡ଼ିଟି ବାରମ୍ବାର ଟ୍ରାଫିକ ନିୟନ ଉଲ୍ଲଙ୍ଘନ କରି ଚାଲିଥିଲା । ଯାହାକୁ ଯାଞ୍ଚ କରିବା ପରେ ଫିଟିଛି ଅସଲି ଗୁମର । ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ଏହି ଘଟଣା, ଯେଉଁଠି…

ଆତଙ୍କବାଦୀ ଆକ୍ରମଣରେ ୨ ପୋଲିସ ସହିଦ, ଦୁଇ ସାଧାରଣ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ କଶ୍ନୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ପୋଲିସ ସହିଦ ହୋଇଛନ୍ତି । ଆକ୍ରମଣରେ ୨ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏକ ପୁଲିସ ଟିମକୁ ଟାର୍ଗେଟ କରିବାକୁ ଯାଇ ଆତଙ୍କବାଦୀ ଏଭଳି କରିଥିବା ସୂଚନା ରହିଛି। ଉତ୍ତର କଶ୍ମୀରର ସୋପୋରର…

ଗ୍ୟାସ ଟାଙ୍କି ଫାଟି ୪ ଆହତ

ଜଗତସିଂହପୁର: ଜଗତସିଂହପୁର ବେଲପୋଖରୀ ଗାଁରେ ଅଘଟଣ । ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟିଲା । ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଜଗତସିଂହପୁର ବେଲପୋଖରୀ ଗାଁରେ ଜଣକ ଘରେ ରୋଷେଇ ହେଉଥିଲା । ଏହି ସମୟରେ ରୋଷେଇ ଘରର ଗ୍ୟାସ ଟାଙ୍କି ଫାଟି…

ଓଡ଼ିଶା ପୋଲିସରେ କିନ୍ନରଙ୍କୁ ନିଯୁକ୍ତି ମିଳିବ

ଭୁବନେଶ୍ୱର: କିନ୍ନରଙ୍କ ପାଇଁ ଖୁସି ଖବର । ଏଥର ଓଡ଼ିଶା ପୋଲିସରେ କିନ୍ନର ନିଯୁକ୍ତି ପାଇପାରିବେ । ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର…
ବ୍ରେକିଂ