Daily Archives

June 13, 2021

ଚଳିତ ଖରିଫରେ ରାଜ୍ୟ ବିହନ ନିଗମ ଚାଷୀଙ୍କୁ ୫ ଲକ୍ଷ କ୍ୱିଣ୍ଟାଲ ଧାନ ଯୋଗାଇ ଦେବ

ଭୁବନେଶ୍ୱର: ଚାଷର ଉନ୍ନତ ମୂଳକ ପାଇଁ ଚାଷୀମାନଙ୍କୁ ଯୋଗାଇ ଦିଆଯିବ ଉନ୍ନତ ମାନର ବିହନ । ସଠିକ ସମୟରେ ଓ ନିର୍ଦ୍ଧାରିତ ମୂଲ୍ୟରେ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓଡ଼ିଶା ରାଜ୍ୟ ବିହନ ନିଗମ ଦ୍ୱାରା…

ମହିଳାଙ୍କୁ ଅସଦାଚରଣ କରି ୩ ଗିରଫ

ଦେବଗଡ: ମହିଳାଙ୍କୁ ଅସଦାଚରଣ ଓଦମ୍ପତିଙ୍କୁ ହତ୍ୟା ଧମକ । ୩ ଯୁବକ ଗିରଫ ହୋଇଥିବା ଜଣାପଡିଛି । ଦେବଗଡ଼ ଥାନା ଅନ୍ତର୍ଗତ ଗଇଲୋ  ଗ୍ରାମରେ ଘରେ ଏକୁଟିଆ ଥିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରିବାସହ ଦମ୍ପତିଙ୍କୁ ହତ୍ୟା ଧମକ ଦେଇଥିଲେ । ଏନେଇ ସୀତା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ…

ଭୁବନେଶ୍ୱରରୁ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୯୨୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୫୦୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।…

ଓଡିଶାରୁ ୭୭୩୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଓଡିଶାରେ ଧିରେ ଧିରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣ ସଂଖ୍ୟା ଅପେକ୍ଷା ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ରାଜ୍ୟରୁ  ୭୭୩୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ମୋଟ ୭ ଲକ୍ଷ ୯୬ ହଜାର ୭୯୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ…

ଝାରସୁଗୁଡା ଓ ବଲାଙ୍ଗୀରରୁ ନକଲି ଔଷଧ ଜବତ

ଝାରସୁଗୁଡାତା: ମେଡିକାଲ ଏଜେନ୍ସି ଉପରେ ଚଢାଉ । ଝାରସୁଗୁଡାର ସରବାହାଲରେ ଥିବା ଏକ ମେଡିକାଲ ଏଜେନ୍ସି ଉପରେ ଚଢ଼ାଉ କରି ନକଲି ଔଷଧ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଏନେଇ ଝାରସୁଗୁଡା ଡ୍ରଗ୍ସ ଇନ୍ସପେକ୍ଟର ଜ୍ୟୋତି ରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । କଟକରୁ ନକଲି ମେଡିସିନ ଠାବ…

କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରା ହୃଦୟେଶଙ୍କର ଦେହାନ୍ତ

ଡେରାଡୁନ୍: କଂଗ୍ରେସର ବରିଷ୍ଠ ନେତ୍ରୀ ଏବଂ ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ଇନ୍ଦିରା ହୃଦୟେଶଙ୍କର ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଶନିବାର ନୂଆଦିଲ୍ଲୀରେ ପ୍ରଦେଶ କଂଗ୍ରେସ ପ୍ରଭାବୀ ଦେବେନ୍ଦ୍ର ଯାଦବଙ୍କୁ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ…

୩ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ତୁମୁସିଙ୍ଗା ଗାଁରୁ ବନ ବିଭାଗ ୧୮୦ ସିଫଟ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ତେବେ ଏଥିରେ କାହାକୁ ଗିରଫ କରିନାହିଁ ବନବିଭାଗ । ଖବର ପାଇ ଢେଙ୍କାନାଳ ମୋବାଇଲ…

ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ

ଏଜବେଷ୍ଟନ: ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ । ଇଂଲଣ୍ଡକୁ ୮ ୱିକେଟରେ ହରାଇ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ହାତେଇଛି ନ୍ୟୁଜିଲାଣ୍ଡ । ତେବେ ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ଦଳ ଟେଷ୍ଟ ମାନ୍ୟତାର ଶୀର୍ଷରେ ରହିଛି । ସେହିପରି ୨୨ ବର୍ଷ ପରେ ନ୍ୟୁଜଲାଣ୍ଡ ଇଂଲଣ୍ଡକୁ ନିଜ ମାଟିରେ…

ଅନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଗିରଫ, ୯ ନାବାଳିକା ଉଦ୍ଧାର

କାଲିମେଳା: ଅନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ଜଣେ ଗିରଫ । ଏଥିସହ ନଅ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି କାଲିମେଳା ପୋଲିସ । ତେବେ ଅଭିଯୁକ୍ତ ଜଣକ ଏହି ନାବାଳିକା ମାନଙ୍କୁ ମାଲକାନଗିରିରୁ ବେଆଇନ ଭାବେ ତାମିଲନାଡୁର ଚେନ୍ନାଇକୁ ନେଇକି ଯାଉଥିବା ବେଳେ ମାଥିଲି  ଅଞ୍ଚଳରୁ ଗିରଫ କରିବାରେ…

ଚୀନରେ ଗ୍ୟାସ ପାଇପ ଫାଟି ୧୨ ମୃତ, ୧୩୮ ଆହତ

ନୂଆଦିଲ୍ଲୀ: ଚୀନର ଏକ ଗ୍ୟାସ୍ ପାଇପରେ ବିସ୍ଫୋରଣ । ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୮ ଆହତ ହୋଇଛନ୍ତି । ଏନେଇ ରାଜ୍ୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ୩୭ ଜଣ ଗୁରୁତର ଆହତ ଅଛନ୍ତି। ସୂଚନା ମୁତାବକ,…
ବ୍ରେକିଂ