Daily Archives

June 13, 2021

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ; ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ସ୍ପଷ୍ଟ କଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ  ଲଘୁଚାପ କ୍ଷେତ୍ର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରେ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…

ନକଲି ଔଷଧ କାରବାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ନବ ଦାସ

ଭୁବନେଶ୍ୱର: କଟକରୁ ବିପୁଳ ପରିମାଣର ନକଲି ଔଷଧ ଜବତ ପରେ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ ଏବଂ ଏଥିରେ ଯିଏ ଜଡିତ ଥିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।…

ଟିକା ନେବାପରେ ମଣିଷ ଶରୀରରେ ମାଗନେଟ୍ ପାୱାର

ଫୁଲବାଣୀ: କରୋନାର ଦ୍ୱିତୀୟ ଡୋଜ ଟିକା ନେବାପରେ ଶରୀରରେ ସୃଷ୍ଟି ହୋଇଛି ଚୁମ୍ବକୀୟ ଶକ୍ତି । ଦେହରେ ଚୁମ୍ବକ ପରି ଲାଗିଯାଉଛି ସବୁ ଲୁହା , ଷ୍ଟିଲ ସମଗ୍ରୀ । ଚାମୁଚ, ପିଥାପାତିଆ ଆଦି ସାମଗ୍ରୀ ଖାଲି ଦେହ ପାଖକୁ ନେଲେ ଲାଗିଯାଉଛି । ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି…

ଆଜିଠାରୁ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ

କଲମ୍ବିଆ: ଆଜିଠାରୁ ଆରମ୍ଭ ହେବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ କୋପା ଆମେରିକା ।  ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍‌ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକାର ଉଦ୍‌ଘାଟନୀ ମ୍ୟାଚ୍‌ରେ ବ୍ରାଜିଲ ଓ ଭେନିଜୁଏଲା ମଧ୍ୟରେ ହେବ କଡା ଟକ୍କର ।…

ଅନଲକ ଫେଜ୍ -3ରେ ଦିଲ୍ଲୀରେ କଣ ରହିବ ଖୋଲା, କଣ ରହିବ ବନ୍ଦ ଜାଣନ୍ତୁ

 ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସୋମବାର ଠାରୁ ଦିଲ୍ଲୀର ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲିବା ନେଇ ଘୋଷଣା କରାଯାଇଛି ।…

ବାପାକୁ ହତ୍ୟା ଅଭିଯୋଗରେ ପୁଅ ଗିରଫ

ଝାରସୁଗୁଡ଼ା:  ପିତୃହନ୍ତା ପୁଅ ବୈକୁଣ୍ଠ ମରେଇ ଗିରଫ । ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଗଣ୍ଡପଡାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୨ ଟାରେ ଅଭିଯୁକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ…

ସମସ୍ତେ ଟିକା ନେବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ସମସ୍ତେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ଯଦି କୋଭିଡ ଟିକାର ଦୁଇଟି ଡୋଜ ନେଇ ସାରିଛନ୍ତି ତେବେ କୋଭିଡ ସଂକ୍ରମଣରୁ ୮୦ ପ୍ରତିଶତ ସୁରକ୍ଷିତ ରହିବେ ବୋଲି ସେ କହିଛନ୍ତି । ସେହିପରି ଯଦି ସଂକ୍ରମଣ ହୁଏ, ତେବେ…

ଟ୍ୱିଟରରେ ଟ୍ରେଣ୍ଡ କରୁଛି ବୟକଟ କରୀନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ମା' ହେବା ପରେ ପୁଣିଥରେ କର୍ମ କ୍ଷେତ୍ରକୁ ଫେରିବାକୁ ସଜବାଜ ହେଉଛନ୍ତି । ନିଜ ପୋଷ୍ଟକୁ ନେଇ ସବୁବେଳେ ସୋସାଲ ମିଡିଆରେ ଚର୍ଚ୍ଚାରେ ରହୁଥିବା କରିନାଙ୍କ ବିରୋଧରେ ଟ୍ୱିଟରରେ ତାଙ୍କୁ ବୟକଟ କରିବାକୁ ଦାବି ହେଉଛି । ଟ୍ୱିଟରରେ…

ଯୁବ ଡାକ୍ତରଙ୍କଠାରୁ ୧୧ ଲକ୍ଷ ଟଙ୍କା ସାଇବର ଠକ ଲୁଟି ନେଲେ

କେନ୍ଦ୍ରାପଡା: ରାଜ୍ୟରେ ଥମୁନି ସାଇବର ଠକେଇ। ଜଣେ ଯୁବ ଡାକ୍ତର ଏହି ଠକେଇର ଶିକାର ୧୧ ଲକ୍ଷ ଟଙ୍କା ହରାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ାମ୍ବିଳାର ଏଭଳି ଏକ ଖବର ସାମ୍ନାକୁ ଆସିଛି । ଜଣେ ଡାକ୍ତରଙ୍କୁ ଆକର୍ଷଣୀୟ ଅଫର ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।…

ଓଏମସିକୁ ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କର ସମ୍ମାନ

ଭୁବନେଶ୍ୱର: ଓଡିଶା ମାଇନିଂ କର୍ପୋରେସନ-ଓଏମସିକୁ ଅନ୍ତର୍ଜାତୀୟ ସମ୍ମାନ ।  ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କ ଭାବେ ସମ୍ମାନିତ ହୋଇଛି ଓଏମସି । ୧୯ତମ ଏସିଆନ୍ ଲିଡରସିପ୍ ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ଓଏମ୍‌ସି ଏହି ପୁରସ୍କାର ପାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ…
ବ୍ରେକିଂ