Daily Archives

June 14, 2021

ଆଜି କଟକ ମହାନଗରରୁ ୧୨୦ କରୋନା ସଂକ୍ରମିତ ଚିହ୍ନଟ, ୨୫୭ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୬ ଜଣ କ୍ୱେରାଣ୍ଟିନରୁ ଓ ୪୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୩୧୧ ରେ ପହଞ୍ଚିଛି…

ସହାୟତା ପାଇଁ ଅନାଥ ଭାଇଭଉଣୀଙ୍କ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ମାଲକାନଗିରି :  ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପୁଲାପାଲ୍ଲୀ ଗ୍ରାମର ୪ ଜଣ ଅନାଥ ଶିଶୁମାନଙ୍କ ଚଳିବାରେ ସମସ୍ୟା ସୃଷ୍ଟି ହେଉଥିବାରୁ  ଜିଲ୍ଲା ପ୍ରଶାସନର ସହାୟତା ଲଡିଛନ୍ତି । ସଂପୃକ୍ତ ଗ୍ରାମର ଭୀମ ପୁଲା, ମୀନତି ପୁଲା, ସବିତା ପୁଲା ଓ ଶୀବ ପୁଲାଙ୍କ ମାଆ ଗତ ୪ ବର୍ଷ ତଳେ…

୧୮ ବର୍ଷରୁ ଅଧିକ ବୟସ୍କ ହିତାଧିକାରୀଙ୍କ ଦ୍ଵିତୀୟ ଡୋଜ ଟୀକାକରଣକୁ ପ୍ରାଥମିକତା

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୧୮ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ଦ୍ଵିତୀୟ ଡୋଜ ଟୀକାକରଣକୁ ପ୍ରାଥମିକତା ଦେବାକୁ ଓଡିଶା ସରକାର ସୋମବାର ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…

ଟିକା ଆବଣ୍ଟନ ଅନୁପାତରେ ସଂଶୋଧନ ପାଇଁ କେନ୍ଦ୍ରକୁ ରାଜ୍ୟର ଚିଠି

ଭୁବନେଶ୍ଵର:  ଘରୋଇ ହସ୍ପିଟାଲରେ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ ମହାପାତ୍ର କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ ସରକାରୀ-ଘରୋଇ ଟିକାକରଣ ଆବଣ୍ଟନ ଅନୁପାତ ୭୫:୨୫…

୩ ଜିଲ୍ଲାରେ ସେରୋ ସର୍ଭେ ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ୩ ଜିଲ୍ଲାରେ ସେରୋ ସର୍ଭେ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି  । ଗଞ୍ଜାମ, ରାୟାଗଡା ଏବଂ କୋରାପୁଟ ଜିଲ୍ଲାରେ କରୋନା ପାଇଁ ଜାତୀୟ ସେରୋ-ସର୍ଭେର ଚତୁର୍ଥ ରାଉଣ୍ଡ ଆୟୋଜନ କରାଯିବ । ଆସନ୍ତା ୧୬ ରୁ ୧୯ ତାରିଖ ଯାଏଁ ଏହି ୩ ଜିଲ୍ଲାରେ ସେରୋ ସର୍ଭେ ଚାଲିବ । ଏନେଇ…

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ

ଧର୍ମଗଡ଼: ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳା ମୃତ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ସାନଚେରଗାଁ ଗ୍ରାମରେ ସୋମବାର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସନ୍ତୋଷ ହରିଜନଙ୍କ ସ୍ତ୍ରୀ ସବିତା ହରିଜନ । ସେ ଗାଧୋଇ ସାରି…

୩ୟ ଲୋକକଳା ଦିବସ ଭର୍ଚୁଆଲ ଭାବେ ପାଳିତ: ୩୦୦ କଳାକାର ସାମିଲ

ଭୁବନେଶ୍ୱର : ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି ଦର୍ଶାଇ…

ମନ୍ତ୍ରୀ ଅରୁଣ ସାହୁଙ୍କ ‘ମଣିଷ ବ୍ୟତିରେକ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଲେଖକ ପାଠକ ପ୍ରକାଶକ ସାମ୍ମୁଖ୍ୟ, ଓଡ଼ିଶା ଆନୁକୂଲ୍ୟରେ ପହିଲି ରଜ ଅବକାଶରେ ଭର୍ଚୁଆଲ ମୋଡ୍‌ରେ ଲୋକାର୍ପିତ ହୋଇଯାଇଛି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସଂପାଦିତ ଅନନ୍ୟ ଗଳ୍ପ ପୁସ୍ତକ ‘ମଣିଷ…

ଲମ୍ବା କେଶ ପାଇଁ ପାକିସ୍ତାନ କଳାକାର ଅବୁଜାର ମଧୁଙ୍କୁ ଜେଲ୍

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ଯଦି କିଏ ଅପରାଧ କରିଥାଏ ତାହେଲେ ତାଙ୍କୁ ଜେଲ ଦଣ୍ଡ ଦିଆଯାଇଥାଏ । କିନ୍ତୁ ଜଣେ କଳାକାର ଲମ୍ବା କେଶ ପାଇଁ ଜେଲ୍‌ ଯାଇଛନ୍ତି । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ସତ । ପାକିସ୍ତାନର ଜଣେ କଳାକାର ଅବୁଜାର ମଧୁ ତାଙ୍କ ଲମ୍ବା କେଶ ପାଇଁ ଲାହୋରରେ…

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଗିରଫ । ପଶ୍ଚିମବଙ୍ଗ ପୁଲିସ ଆଜି ହଳଦିଆରୁ ଦୁଇଟି ଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୋଟିଏ ସେମି ଅଟୋମେଟିକ୍ ଅସ୍ତ୍ରଶସ୍ତ୍ର ସହିତ ଉଭୟଙ୍କୁ ଗିରଫ କରିଛି । ଦୁଇ ସହଯୋଗୀ ହେଲେ ଅରମାନ ଭୋଳୋ ଏବଂ ଅରୁଣାଭା କୁଇଟି । ସେମାନଙ୍କ…
ବ୍ରେକିଂ