Daily Archives

June 14, 2021

୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର:  ଲକଡାଉନରେ ସକ୍ରିୟ ହୋଇପଡିଛନ୍ତି ଗଞ୍ଜେଇ ବେପାରୀ । ବିଭିନ୍ନ ଉପାୟ ଆପଣାଇ ଚୋରାଚାଲାଣ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ଫେଲ ମାରୁଛି । ଫଳରେ ଏକ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରି ୬୪ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି…

ଉତ୍ତରାଖଣ୍ଡରେ କରୋନା କର୍ଫ୍ୟୁ ଜୁନ୍ ୨୨ ପର୍ଯ୍ୟନ୍ତ ବୃଦ୍ଧି

ଡେରାଡୁନ୍‌: ଉତ୍ତରାଖଣ୍ଡରେ କରୋନା କର୍ଫ୍ୟୁକୁ ପୁଣି ବୃଦ୍ଧି । ପୁର୍ବରୁ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ୧୫ ଜୁନ୍‌ରେ ଶେଷ ହେବାକୁ ଥିଲା। ତେବେ ଏହାକୁ ସରକାର ଜୁନ୍‌ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଏହି କଟକଣାକୁ କିଛି ମାତ୍ରାରେ କୋହଳ ମଧ୍ୟ କରାଯାଇଛି । ଚାମୋଲି,…

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର । ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ନୟାପଲ୍ଲୀ ପୁଲିସ୍‌ ସହାୟତାରେ ଏହି ନାବାଳିକାକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ଗତବର୍ଷ ନଭେମ୍ବର…

ନିଆଁରେ ପୋଡି ହୋଇ ମହିଳା ମୃତ

ମୋରଡା : ନିଆଁରେ ପୋଡି ହୋଇ ମହିଳା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଅଧୀନସ୍ଥ ଦେବଶୋଳ ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ । ସୂଚନାନୁଯାୟୀ, ରସଗୋବିନ୍ଦପୁର ଥାନା ଅଧୀନସ୍ଥ ରାମଚନ୍ଦ୍ରପୁର ଗାଁରେ ଅମୀୟ ସାହୁଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ…

୧୬ ରୁ ଐତିହ୍ୟସ୍ଥଳୀ ଖୋଲିବ

ନୂଆଦିଲ୍ଲୀ: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀ ଖୋଲିବ । ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୧୬ ତାରିଖରୁ ଖୋଲିବା ନେଇ ଏସସ୍ଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିନ୍ତୁ ଜାରି ହୋଇଥିବା କୋଭିଡ୍…

ରଜରେ ପ୍ରସ୍ତୁତ କରନ୍ତୁ ପୋଡପିଠା

ଆବଶ୍ୟକ ସାମଗ୍ରୀ ବିରି - ୨କପ ଅରୁଆ ଚାଉଳ - ୧କପ ଗୁଡ଼ - ୧କପ ରୁ କମ ନଡ଼ିଆ କୋରା - ୧ କପ ଛେନା - ଆବଶ୍ୟକ ପରିମାଣରେ ପେଷା ଚିନି - ୧ କପ କାଜୁ, କିସମିସ - ଅଳ୍ପ ଘିଅ - ଆବଶ୍ୟକ ଅନୁସାରେ ଲୁଣ - ସ୍ୱାଦାନୁସାରେ ଅଳେଇଚ, ଗୋଲମରିଚ ଗୁଣ୍ଡ - ଅଳ୍ପ…

‘ରାଜ୍ୟରେ ଅନଲକ୍ ପାଇଁ ପରିସ୍ଥିତି ଆକଳନ କରି ନିଷ୍ପତ୍ତି ନିଆଯିବ’

ଭୁବନେଶ୍ବର  : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବ । ଏବେ ଲକଡାଉନ ଓ ଅନଲକ୍ ନିୟମିତ ପ୍ରକ୍ରିୟା ହୋଇଯାଇଛି । ସଂକ୍ରମିତ ସଂଖ୍ୟା ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର କରୁଛି ।…

ଆଜି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ମୁମ୍ବାଇ:   ଆଜି ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଗତ ବର୍ଷ  ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଆଜିବି ସନ୍ଦେହ ଘେରରେ ରହିଛି। ମାତ୍ର ୩୪ ବର୍ଷରେ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଥିଲା ।…

ଦେଶରେ ୨୪ ଘଣ୍ଟା ମଧ୍ୟରେ ୭୦,୪୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଉଛି।  ୭୨ ଦିନ ପରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା  ସର୍ବନିମ୍ନରେ ପହଞ୍ଚିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଏବେ ବି  ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ  ପ୍ରାୟ ୭୦  ହଜାର କରୋନା ସଂକ୍ରମିତ ଚିହ୍ନଟ…

ଫ୍ରେଞ୍ଚ ଓପନ ୨୦୨୧: ଫାଇନାଲ ଜିତି ୧୯ତମ ଗ୍ରାଣ୍ଡସ୍ଲାମ ହାସଲ କଲେ ନୋଭାକ ଜୋକୋଭିକ୍

ନୂଆଦିଲ୍ଲୀ :  ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ସର୍ବିଆର ନୋଭାକ ଜୋକୋଭିକ୍ ଫ୍ରେଞ୍ଚ ଓପନ ୨୦୨୧ ଟାଇଟଲ୍‌ ନିଜ ନାମରେ କରିଛନ୍ତି।  ସେ ଫାଇନାଲ୍‌ରେ ଗ୍ରୀକ୍ ଯୁବକ ଷ୍ଟେଫାନୋସ୍‌ ସିଟସିପାସଙ୍କୁ ହରାଇ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି।  ପ୍ୟାରିସରେ…
ବ୍ରେକିଂ