Daily Archives

June 15, 2021

୨ ନାବାଳକଙ୍କ ସମେତ ୮ ଶ୍ରମିକ ଉଦ୍ଧାର, ୨ ଗିରଫ

ମାଲକାନଗିରି  : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗୱାଡ଼ା ଗ୍ରାମର ୨ ନାବାଳକଙ୍କ ସମେତ ୮ ଜଣ ଶ୍ରମିକଙ୍କୁ ଚାଲାଣ କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଆଜି ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଛି । ଭେଜାଙ୍ଗୱାଡ଼ା ଅଂଚଳର…

ଦେହରେ ନିଆଁ ଲାଗି ଅଙ୍ଗନୱାଡି କର୍ମୀ ଗୁରୁତର

କାମାକ୍ଷାନଗର  :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ପଞ୍ଚାୟତର ଅସନାଟିଆ ସାହିରେ ଅଭାବନୀୟ ଘଟଣା ଘଟିଛି । ଦେହରେ ନିଆଁ ଲାଗି ଅସନପାଟିଆ ସାହି ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରର କର୍ମୀ ଗୁରୁତର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ …

ରାୟଗଡ଼ା ଷ୍ଟେସନ ନିକଟରେ ମାଲ୍‌ବାହୀ ଟ୍ରେନ୍ ରେ ଅଗ୍ନିକାଣ୍ଡ

ରାୟଗଡ଼ା : ରାୟଗଡ଼ା ଷ୍ଟେସନ ନିକଟରେ ମାଲ୍‌ବାହୀ ଟ୍ରେନ୍ ରେ ଅଗ୍ନିକାଣ୍ଡ ଘଟିଛି । ଆଜି ସନ୍ଧ୍ୟାରେ ଟ୍ରେନର ଇଞ୍ଜିନ୍‌ରେ ନିଆଁ ଲାଗିଥିଲା। ଟ୍ରେନ୍ ଟି ବିଶାଖାପାଟଣାରୁ ବକ୍ସାଇଟ୍ ବୋଝେଇ  ଆସୁଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ଅଗ୍ନିଶମ ବାହିନୀ ଦ୍ୱାରା  ନିଆଁ  ଆୟତ୍ତ କରାଯାଇଛି।…

କରୋନା ବିରୋଧୀ ଯୁଦ୍ଧ: ଭୁବନେଶ୍ବରରେ ୧୦ ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟିିକାକରଣ କ୍ଷେତ୍ରରେ ବଡ ସଫଳତା ହାସଲ କରିଛି । ବିଏମସି ପକ୍ଷରୁ ଏଦଯାବତ ୧୦ ଲକ୍ଷ ଡୋଜ ଟିକା ଦିଆଯାଇଥିବା ଜଣାପଡ଼ିଛି। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ମୋଟ ୬ ଲକ୍ଷ ୩୦ ହଜାର ୧୯୧ ଜଣଙ୍କୁ ପ୍ରଥମ ଡୋଜ ଓ ୩ ଲକ୍ଷ ୭୯ ହଜାର ୫୦୫ ଜଣଙ୍କୁ…

କଦଳୀ ପଟରୁ ଦଉଡ଼ି ଓ ମଞ୍ଜାରୁ ଆଚାର ପ୍ରସ୍ତୁତି, ଏମ୍‌ଏସ୍‌ଏମ୍‌ଇ କଦଳୀ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ଆଣିଲା

ଭୁବନେଶ୍ୱର :  କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍‌ ଓ ଡିସ୍‌ପୋଜେବୁଲ କପ୍‌ ପ୍ରଭୃତି ପ୍ରସ୍ତୁତ କରିବା କଦଳୀ ଚାଷୀମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିଛି । ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ । ଏଥି ସହିତ କଦଳୀ ମଞ୍ଜାରୁ ଆଚାର ଏବଂ…

୩ ମହିଳାଙ୍କ ସମେତ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ  

ମାଲକାନଗିରି :  ମାଲକାନଗିରି ସୀମାନ୍ତ ତେଲେଙ୍ଗାନା ରାଜ୍ୟ ଭଦ୍ରାଦି କତାଗୁଡମ୍ ଆରକ୍ଷ ଅଧିକ୍ଷକ ଏବଂ  ସି.ଆର.ପି.ଏଫ୍  ୧୪୧ ବାଟାଲିୟନ୍ କମାଣ୍ଡେଂଟ୍‌ଙ୍କ ନିକଟରେ ୩ ମହିଳାଙ୍କ ସମେତ ୧୯ ଜଣ ମିଲିସିଆ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀ ମାନେ ଦୁମୁଗୁଡେମ୍ ମଣ୍ଡଲ୍‌ର…

ପ୍ରଗତି ପଥେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଶନ ଜୀବିକା କାର୍ଯ୍ୟକ୍ରମ

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଅନୁସୂଚିତ ଜନଜାତି ପରିବାର ନିମନ୍ତେ ଏକ ନୂତନ ଜୀବିକା ଇକୋସିଷ୍ଟମ ଆରମ୍ଭ ହୋଇଛି । କରୋନା ମହାମାରୀ ସମୟରେ ଏହି ‘ମିଶନ ଜୀବକି । ପ୍ରକଳ୍ପ ’…

ଆଜି କଟକ ମହାନଗରରୁ ୧୦୦ କରୋନା ସଂକ୍ରମିତ ଚିହ୍ନଟ, ୨୮୧ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ୱେରାଣ୍ଟିନରୁ ଓ ୨୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୪୧୧ ରେ ପହଞ୍ଚିଛି…

ପୁଲିସ କବଜାରେ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗ

କେନ୍ଦୁଝର: ଯୋଡ଼ା ପୁଲିସ କବଜାରେ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗ । ଲୁହା ପଥର ବୋଝେଇ ଟ୍ରକ୍ ଲୁଟ୍ ଅଭିଯୋଗରେ ପୁଲିସ ଝାଡ଼ଖଣ୍ଡ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ ମହିନ୍ଦ୍ରା ଜାଇଲୋ, ଗୋଟିଏ ବନ୍ଧୁକ, ନଗଦ ୭୦୦୦ ଟଙ୍କା, ଗୋଟିଏ ଡିଏସ୍ଏଲ୍ଆର୍ କ୍ୟାମେରା ଓ ୭ଟି…

ଚଳିତ ବର୍ଷ ଭାରତୀୟଙ୍କ ‘ହଜ୍’ ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ଚଳିତ ବର୍ଷ କେହିବି ହଜ୍ ଯାତ୍ରା କରିପାରିବେ ନାହିଁ। କରୋନା  ସଂକ୍ରମଣ ଦୃଷ୍ଟିରେ ରଖି ଭାରତୀୟ ହଜ୍ କମିଟି ହଜ୍-୨୦୨୧ ପାଇଁ ଆସିଥିବା ଆବେଦନକୁ ରଦ୍ଦ କରିଛି। ମଙ୍ଗଳବାର ଏ ସମ୍ବନ୍ଧରେ ଏକ ସର୍କୁଲାର ଜାରି ହୋଇଛି । ହେଲେ ଯେଉଁ ବିଦେଶୀ ଲୋକ ପୂର୍ବରୁ ହିଁ ସାଉଦିରେ ଅଛନ୍ତି,…
ବ୍ରେକିଂ