Daily Archives

June 16, 2021

ଆଜି କଟକ ମହାନଗରରୁ ୭୬ କରୋନା ସଂକ୍ରମିତ ଚିହ୍ନଟ, ୧୯୨ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ୱେରାଣ୍ଟିନରୁ ଓ ୧୯ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୪୮୭ ରେ ପହଞ୍ଚିଛି ।…

ଗଭୀର ମହାସାଗର ଅଭିଯାନକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ଭୂ-ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ)ର “ଗଭୀର ମହାସାଗର ଅଭିଯାନ”କୁ ମଞ୍ଜୁର କରିଛନ୍ତି। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଗଭୀର ସମୁଦ୍ରରେ ରହିଥିବା ସମ୍ପଦଗୁଡ଼ିକର…

ଏଣିକି ରାସନକାର୍ଡ ଟିକାକରଣ ପ୍ରମାଣପତ୍ର ହେବ

ଭୁବନେଶ୍ୱର: ଏଣିକି ରାସନକାର୍ଡ ଟିକାକରଣ ପ୍ରମାଣପତ୍ର ହେବ । ଟିକାକରଣ ପାଇଁ ରାସନ କାର୍ଡକୁ ଅନ୍ୟତମ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ।କୋଓ୍ୱିନର ନୂଆ ଗାଇଡଲାଇନ ଆଧାରରେ ରାସନକାର୍ଡକୁ ସାମିଲ କରାଯାଇଛି। ଏହାଦ୍ୱାରା ବିପିଏଲ ଓ ଅନ୍ତଦ୍ୱୟ ହିତାଧିକାରୀ ଉପକୃତ ହୋଇପାରିବେ। ଏନେଇ…

ବିଦେଶ ଯାତ୍ରା ପାଇଁ ୪୮ଦିନ ପୂର୍ବରୁ ୨ୟ ଡୋଜ ମିଳିବ

ଭୁବନେଶ୍ୱର: ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି। ବିଦେଶ ଯାତ୍ରା ପାଇଁ ୪୮ ଦିନ ପୂର୍ବରୁ ମିଳିବ ୨ୟ ଡୋଜ। ପ୍ରଥମ ଟିକାର ୨୮ ଦିନ ପରେ ଯେକୌଣସି ସମୟରେ ୨ୟ ଡୋଜ ଟିକା ନେଇ ପାରିବେ । ତେବେ କେବଳ ସରକାରୀ…

୨୦୨୨ ଦୀପାବଳୀରେ ସଲମାନଙ୍କ ଭାଇଜାନ ରିଲିଜ ହେବ

ମୁମ୍ବାଇ: ୨୦୨୨ ଦୀପାବଳୀରେ ରିଲିଜ ହେବ ସଲମାନଙ୍କ ଭାଇଜାନ ।  ପ୍ରଥମେ ଏହି ଫିଲ୍ମର ନାମ କଭି ଇଦ କଭି ଦିୱାଲୀ ରଖା ଯାଇଥିଲା । ୪ ଭାଇଙ୍କ କାହଣୀକୁ ନେଇ ଭାଇଜାନ ଫିଲ୍ମ ନିର୍ମିତ ହେଉଛି । ଏଥିରେ ସଲମାନଙ୍କ ସହ ପୂଜା ହେଗେଡେ ଅଭିନୟ କରୁଛନ୍ତି । ତେବେ ସଲମାନଙ୍କ ନିକଟରେ କେତେ ଗୁଡିଏ…

ଖରିଫ ଫସଲ ଋଣ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କୋଭିଡ୍‌ ସଂକ୍ରମଣର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟକୁ ଅବ୍ୟାହତ ରଖିବା ପାଇଁ ଚାଷୀମାନଙ୍କୁ ସଠିକ୍‌ ସମୟରେ ପର୍ଯ୍ୟାପ୍ତ ସାର ଓ ବିହନ ଯୋଗାଣ ସହିତ ଖରିଫ ଫସଲ ଋଣ ଯୋଗାଇଦେବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସପ୍ତରଙ୍ଗ ବୃତ୍ତଚିତ୍ର ଶିବିର ଲୋକାର୍ପିତ

ପୁରୀ: ସଜେଇ ହୋଇଛି ଶିଳ୍ପୀ ଗାଁ। ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁରର ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂକ୍ରମଣ ସଂକଟରେ ଅଟକିନି ଶିଳ୍ପୀଙ୍କ ହାତ। ପୁରୀ…

ଆଜି ଓଡିଶାରୁ ୫୫୭୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଧିରେ ଧିରେ ହ୍ରାସ ହେବାରେ ଲାଗିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କଠାରୁ ସୁସ୍ଥ ସଂଖ୍ୟାରେ ବୃଦ୍ଧି ଘଟୁଛି । ଆଜି ରାଜ୍ୟରୁ ୫୫୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ମୋଟ ୮ ଲକ୍ଷ ୧୭ ହଜାର ୩୫୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ…

ପୂର୍ବତଟ ରେଳପଥର ୪ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଚାରିଜଣ ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ.ସମ୍ବାସିବା ରାଓଙ୍କ ସମେତ ପୂର୍ବତଟ ରେଳପଥର ଚାରିଜଣ ଅଧିକାରୀ ଇନ୍ସପେକ୍ଟର ଶାମଲାଲ ସହଦେବନ ଓ ଅନିଲ କୁମାର…

ଆଜିଠୁ ସୁନା ଗହଣାରେ ହଲମାର୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠୁ ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ ହେବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ଏକାଥରେ ହଲମାର୍କ ଲାଗୁ ହେବ ବୋଲି କୁହାଯାଉଥିଲା। କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବ୍ୟବସାୟୀ ସଂଘ। ତେବେ ଛୋଟିଆ ବ୍ୟବସାୟୀ ଏହି ହଲମାର୍କ ଅଧିନୀର…
ବ୍ରେକିଂ