Daily Archives

June 17, 2021

ଆଜି କଟକ ମହାନଗରରୁ ୧୧୨ କରୋନା ସଂକ୍ରମିତ ଚିହ୍ନଟ, ୨୧୧ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧ ଜଣ କ୍ୱେରାଣ୍ଟିନରୁ ଓ ୩୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୫୯୯ ରେ ପହଞ୍ଚିଛି…

ଖୋର୍ଦ୍ଧା ନିକଟରେ ଏସିଡ୍‌ବାହୀ ଟ୍ୟାଙ୍କର ଲିକ୍‌

ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ନିକଟ ଟାଙ୍ଗି ଚମ୍ପାଗଡ଼ ଓସକେଇ ଖୋଲ ନିକଟରେ ଏକ ଏସିଡ୍‌ବାହୀ ଟ୍ୟାଙ୍କର ଲିକ୍ ହୋଇଥିବା ଜଣାପଡିଛି । ଟ୍ୟାଙ୍କରର ଭାଲ୍‌ଭ ଲିକ୍ ହୋଇ ଏସିଡ୍ ବାହାରୁଛି । ଏସିଡ୍ ଲିକ୍ ଯୋଗୁଁ ରାଜପଥ ଧୂଆଁମୟ ହେବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି। ତେବେ ଟାଙ୍ଗୀ ଅଗ୍ନୀଶମ…

କୋଭିଡ୍ ମହାମାରୀ ପ୍ରତିକୂଳ ସ୍ଥିତିରେ ମଧ୍ୟ ୯୬୨ କୋଟିର ଟଙ୍କାର ରାଜସ୍ୱ ଆଦାୟ

ଭୁବନେଶ୍ୱର :  ଲଘୁ ଖଣିଜ ପଦାର୍ଥ ରାଜ୍ୟର ରାଜସ୍ୱ ସଂଗ୍ରହର ପ୍ରମୁଖ ଉତ୍ସ ହୋଇଥିବା ଯୋଗୁୁଁ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗ କରି ପୋଷଣୀୟ ବ୍ୟବସ୍ଥା ମାଧ୍ୟମରେ ଏହି ପ୍ରାକୃତିକ ସମ୍ବଳ କିପରି ସର୍ବୋତମ ବ୍ୟବହାର ହୋଇପାରିବ, ସେଥିପ୍ରତି ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

୨ ଡୋଜ୍ ଟିକା ନେଇଥିବା ସରକାରୀ କର୍ମଚାରୀ ଅଫିସ୍ ଆସିବାକୁ ବାଧ୍ୟ

ଭୁବନେଶ୍ୱର : କରୋନାର ୨ଟି ଡୋଜ ଟିକା ନେଇଥିବା ସରକାରୀ କର୍ମଚାରୀ ଅଫିସ୍ ଆସିବା ବାଧ୍ୟତାମୂଳକ । କରୋନା ସ୍ଥିତିରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଜୁନ୍ ୧୭ରୁ ୩୦ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟାଳୟ…

ଓଏମସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ସହୟତା

ଭୁବନେଶ୍ୱର: ଓଡିଶା ଖଣି ନିଗମ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହା ବ୍ୟତୀତ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଏବଂ ଓଡିଶା କାଜୁ ବିକାଶ ନିଗମ ଆଜି ରାଜ୍ୟ ସରକାରଙ୍କୁ ୩.୭୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭର୍ଚୁଆଲ୍ ମାଧ୍ୟମରେ…

ଏଚଆଇଭି ପଜିଟିଭ ରୋଗୀଙ୍କ ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର :  ଏଚଆଇଭି ପଜିଟିଭ ରୋଗୀଙ୍କର ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତପକ୍ଷଙ୍କୁ ଚିଠି ଲେଖିଛନ୍ତି  ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର । ଏଚଆଇଭି ସଂକ୍ରମିତ…

ଟିକା କାମ ଦେଉଛି କି ନାହିଁ ତର୍ଜମା କରିବାକୁ ୮ ଜଣିଆ ବୈଷୟିକ କମିଟି ଗଠନ

ଭୁବନେଶ୍ୱର:  କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେବା ପରେ ବି କିଛି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେଉଛନ୍ତି ।  ଏହା ନଜରକୁ ଆସିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଏଭଳି ଘଟଣାର କାରଣ ଜାଣିବାକୁ ଭୁବନେଶ୍ୱର ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ବୈଷୟିକ…

୨୩ ଜିଲ୍ଲାର ୧୦୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର : ‘ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ  ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ…

ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ଫାଇନାଲ ପାଇଁ ବିସିସିଆଇ ପ୍ଲେଇଙ୍ଗ ଇଲେଭେନ ଘୋଷଣା

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା । ଏଥିପାଇଁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଦଳର ଅଧିନାୟକ ବିରାଟ କୋହଲି ଫାଇନାଲ ମୁକାବିଲାର ଦିନକ ପୂର୍ବରୁ ୧୧ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ଏହି ମୁକାବିଲାରେ…

ନୟାଗଡରେ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ନୟାଗଡ: ନୟାଗଡ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରୀର ଘଟଣା ମନରୁ ଲିଭିନି, କିନ୍ତୁ ଆଉ ଏକ ହୃଦୟ ବିଦାରକ ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗ୍ରାମର ୨୨ ବର୍ଷୀୟ…
ବ୍ରେକିଂ