Daily Archives

June 17, 2021

କୋଭିଡ ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ ଆଦାୟ

ଭୁବନେଶ୍ୱର: ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ଏପ୍ରିଲ ୧ରୁ ଆଜି ଯାଏଁ ୫ ଲକ୍ଷରୁ ଅଧିକ ଅମାନିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି । ସେହିପରି ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ୩୯୭୮ ଦୋକାନୀ, ମାର୍କେଟ କମ୍ପେ୍ଲକ୍ସ ବିରୋଧରେ…

କମିଶନରେଟ୍‍ ପୋଲସ ପକ୍ଷରୁ ୨ଟି ଆପ୍ ର ଶୁଭାରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ପକ୍ଷରୁ ଗୁରୁବାର ଦୁଇଟି ଆପର ଶୁଭାରମ୍ଭ କରାଯାଇଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କୁଣ୍ଡଳୀ ଓ ସନ୍ଧାନ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି। ଏହି ଆପରେ ଚୋରଙ୍କ ତଥ୍ୟ ମିଳିବ। ଏହାସହ ଚୋରି ସାମଗ୍ରୀ ସମ୍ପର୍କରେ ମଧ୍ୟରେ ସୂଚନା…

କୋଭିଡ କଟକଣା ମାନିବାକୁ ୩ ଏସପିଙ୍କ ଅପିଲ

 ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଜାରି ହୋଇଛି ଆଂଶିକ ଲକଡାଉନ୍ । ପୂର୍ବରୁ ଜାରି ହୋଇଥିବା ଲକଡାଉନ୍ରେ କିଛି ମାତ୍ରାରେ କୋହଳ କରାଯାଇଛି । ଏହା ସହ ସଂକ୍ରମଣ ହାରକୁ ଦେଖି ସଂପୂର୍ଣ୍ଣ ରାଜ୍ୟକୁ ଦୁଇଟି କାଟୋଗୋରୀରେ ବିଭକ୍ତ କରାଯାଇଛି । ଲକଡାଉନରେ କୋହଳକକୁ ନେଇ ଆଜି ୩ ଏସପି ଲୋକଙ୍କୁ…

ଟୋକିଓ ଅଲମ୍ପିକ: ମହିଳା ହକି ଟିମରେ ଦୀପଗ୍ରେସ ଏକ୍କା

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ ଖେଳିବେ ଓଡ଼ିଆ ଝିଅ । ମହିଳା ହକି ଦଳରେ ସାମିଲ ହୋଇଛନ୍ତି ଦୀପଗ୍ରେସ ଏକ୍କା । ଟୋକିଓ ଅଲମ୍ପିକ ପାଇଁ ମହିଳା ହକି ଦଳ ଭାରତ ଘୋଷଣା କରିଥିବାବେଳେ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ୨୦୧୬ ରିଓ ଅଲମ୍ପିକରେ ମଧ୍ୟ…

୧୫ଟି ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନ ସଙ୍କଟରେ: ମାନ୍ୟତା ପ୍ରତ୍ୟାହର ନକରିବାକୁ ଏନସିଟିଇକୁ ଉଚ୍ଚଶିକ୍ଷା ବିଭାଗର ଚିଠି

ଭୁବନେଶ୍ଵର : ରାଜ୍ୟରେ ଥିବା ୧୫ଟି ସରକାରୀ ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନରୁ ୨୦୨୦-୨୧ ଶିକ୍ଷାବର୍ଷ ଠାରୁ ମାନ୍ୟତା ପ୍ରତ୍ୟାହର କରିବା ଲାଗି ଏନସିଟିଇ  ଚିଠି କରିଛି। ତେବେ କେନ୍ଦ୍ର ସରକାରଙ୍କ ଉକ୍ତ ନିଷ୍ପତ୍ତିର ପୁନଃ ବିଚାର କରିବା ସହ ମାନ୍ୟତା ପ୍ରତ୍ୟାହାର ନକରିବା  ଲାଗି ଉଚ୍ଚଶିକ୍ଷା…

ଗୁଗୁଲ ଭାରତରେ ୮୦ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବ

 ନୂଆଦିଲ୍ଲୀ: ଭାରତରେ ୮୦ଟି ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରିବ ବିଶ୍ୱର ଜଣାଶୁଣା ଟେକ୍ନୋଲୋଜି କମ୍ପାନୀ ଗୁଗୁଲ | ଗୁଗୁଲ କହିଛି ଯେ ଏହାର ଶାଖା ଗୁଗୁଲ୍ ଡଟ୍ ଓଆରଜି (ଗୁଗୁଲ୍.ଓଆରଜି) ବିଭିନ୍ନ ସଂଗଠନ ସହଯୋଗରେ ଦେଶରେ ୮୦ଟି ଅମ୍ଳଜାନ କାରଖାନା ସ୍ଥାପନ କରିବ। ବିଶେଷକରି ଗ୍ରାମାଞ୍ଚଳରେ…

ମାଷ୍ଟରକ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ରାଜଭବନକୁ ସ୍ଥାନାନ୍ତର ହେବ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତି ସ୍ଥାନାନ୍ତର ହେବ । ରାଜଭବନ ଛକକୁ ଏହାକୁ ସ୍ଥାନାନ୍ତର କରାଯିବ । ସ୍ମାର୍ଟ ସିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ପ୍ରଶସ୍ତୀକରଣ କରିଯାଉଥିବାରୁ ଘୋଡ଼ାକୁ ସ୍ଥାନାନ୍ତର କରାଯିବ । ଛଅ ମାସ ତଳେ…

ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ସର୍ଭେ

ପୁରୀ : ପୁରୀରେ ପ୍ରତିଷ୍ଠା ହେବ ବିମାନବନ୍ଦର। ଆଜି ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆର ବୈଷୟିକ ଟିମର ୬ଜଣିଆ ବିଶେଷଜ୍ଞ ଟିମ ପୁରୀ ବିମାନବନ୍ଦର ନେଇ ସର୍ଭେ କରିଛନ୍ତି । ଏହି ଟିମ୍‌ରେ ଦିଲ୍ଲୀର ୪ ଜଣ ଓ ଭୁବନେଶ୍ୱରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ଅଛନ୍ତି । ପୁରୀ ସଦର ସିପସରୁବାଲି…

ଉପକୂଳବର୍ତ୍ତୀ ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ବିଶେଷ ଧ୍ୟାନ

 ଭୁବନେଶ୍ୱର:ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲ୍ଲା ପ୍ରତି ଧ୍ୟାନ ଦେଇଛନ୍ତି ଯେଉଁଠାରେ ପରିସ୍ଥିତି ଏବେ ବି ଚିନ୍ତାର କାରଣ ପାଲଟିଛି। ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ…

ଜୁନରେ ରାଜ୍ୟରେ ସ୍ୱାଭାବିକଠାରୁ ୨୭% ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ଆଜି ଭିତରେ ଓଡ଼ିଶାରୋ ମୋଟ୍ ୧୧୮.୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୯୩.୨ ମିଲିମିଟରଠାରୁ ୨୭ ପ୍ରତିଶତ ଅଧିକ । ଅର୍ଥାତ ରାଜ୍ୟରେ ଗତ ୧୭ ଦିନ ଭିତରେ ସ୍ୱାଭାବିକଠାରୁ ୨୭ ପ୍ରତିଶତ…
ବ୍ରେକିଂ