Daily Archives

June 18, 2021

ପୁରୀ ସିପସରୁବାଲିରେ ବିମାନବନ୍ଦର ନିର୍ମାଣ ହେବ

ପୁରୀ ସିପସରୁବାଲିରେ ନିର୍ମାଣ ହେବ ବିମାନବନ୍ଦର । ଏହି ବିମାନବନ୍ଦର ୧ ହଜାର ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିପାଇଁ ଜାଗା ଚିହ୍ନଟ ହୋଇଛି । ଭୁବନେଶ୍ୱରରୁ ପୁରୀକୁ ୬ ଥାକିଆ ଏକ୍ସପ୍ରେସ ହାଇୱେ ସଂଯୋଗ କରିବ । ଏୟାରପୋର୍ଟ ଅଥରଟି ଅଫ୍ ଇଣ୍ଡିଆ ସହିତ ରାଜ୍ୟ ସରକାର ଆଲୋଚନା…

ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼,…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର (PSA Plant) ଭିତ୍ତିପ୍ରସ୍ତର ରଖିବା ସହିତ…

୬ ମାସ ପରେ ଅଭୟ ପାଠକ ଜେଲରୁ ମୁକୁଳିଲେ

ଭୁବନେଶ୍ୱର: ଜେଲରୁ ବାହାରିଲେ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ । ଦୀର୍ଘ ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଲେ ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ନଭେମ୍ବର ୨୭ ତାରିଖରେ ଗିରଫ ହୋଇଥିଲେ ଅଭୟ  । ଗୁରୁବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ…

ଭ୍ୟାକ୍ସିନ ନେଉଥିବା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ୮୦ % କମ୍

ନୂଆଦିଲ୍ଲୀ:କରୋନା ଟିକା ସଂପର୍କରେ ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ୍ ସୂଚନା ଦେଇ କହିଛନ୍ତି, ଟିକା ନେବା ଦ୍ୱାରା ବଡ ଫାଇଦା ମିଳୁଛି । ଟିକା ନେଇଥିବା ଲୋକେ ମେଡିକାଲରେ ଆଡମିଶନ ସମ୍ଭାବନା ୭୦ ରୁ ୮୦ ପ୍ରତିଶତ କମ୍ । ଟିକା ନେଇଥିଲେ ଅକ୍ସିଜେନ ଆବଶ୍ୟକ ସମ୍ଭାବନା ମାତ୍ର ୮ ପ୍ରତିଶତ ।…

କଟକ ନକଲି କରୋନା ଔଷଧ ଜବତ ଘଟଣା: ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ମୁମ୍ବାଇ ଗଲା

କଟକ: କଟକରୁ ନକଲି କରୋନା ଔଷଧ ଜବତ ଘଟଣାରେ ଅଧିକ ତଦନ୍ତ ପାଇଁ ମୁମ୍ବାଇ ଯାଇଛି କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ । ମୁମ୍ବାଇର ମାକ୍ସ ରିଲିଫ ସଂସ୍ଥା ବାବଦରେ ଅଧିକ ଖୋଳତାଡ କରିବ ଏସଟିଏଫ । କଟକରୁ ଜବତ ହୋଇଥିବା ନକଲି ଫାଭିଫିରାଭିର ଔଷଧ ଓ ଥଣ୍ଡା ଜ୍ୱରର ନକଲି ଔଷଧ ଏହି ସଂସ୍ଥାରୁ ଆସିଥିବା…

ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ସହାୟତା । ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଲା ରାଜ୍ୟ ସଂସ୍କୃତି ବିଭାଗ । ତପୁଙ୍କ ଚିକିତ୍ସା ନେଇ ରାଜ୍ୟ କଳାକାର ଓ୍ୱେଲଫେୟାର ଫଣ୍ଡ ପକ୍ଷରୁ ଏହି ସୟାହତା ଯୋଗାଇ ଦିଆଯାଇଛି । କରୋନାରୁ…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ କରୋନା କର୍ଫ୍ୟୁ ବୃଦ୍ଧି

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୩୦ ଯାଏ ବଢିଲା କରୋନା କର୍ଫ୍ୟୁ। କଟକଣାରେ କିଛିଟା କୋହଳ କରିଛନ୍ତି ଆନ୍ଧ୍ର ସରକାର। ଏହାସହିତ ଦୈନିକ ସନ୍ଧ୍ୟା ୬ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ବଳବତ୍ତର ରହିବ। ରିପୋର୍ଟ ଅନୁଯାୟୀ ଶୁକ୍ରବାର ଦିନ କରୋନା ଉପରେ ଏକ ଉଚ୍ଚ…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ

ଭୁବନେଶ୍ୱର : ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ଦ୍ଵାଦଶ ପରୀକ୍ଷା ଫଳ। ଫଳାଫଳ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଦଶମ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କୁ…

କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରି ସୁକିନ୍ଦା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର:  ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ମହଙ୍ଗା ପଡ଼ିଲା କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ନାଗିନ ଡ୍ୟାନ୍ସ କରି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ…
ବ୍ରେକିଂ