Daily Archives

June 19, 2021

ପଞ୍ଚଭୂତରେ ଲୀନ ହେଲା ମିଲଖା ସିଂଙ୍କ ପାର୍ଥିବ ଶରୀର

ଚଣ୍ଡିଗଡ: ପଞ୍ଚଭୂତରେ ଲୀନ ହେଲା କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ପାର୍ଥିବ ଶରୀର । ଚଣ୍ଡୀଗଡର ମଟକା ଚୈକରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଭାବ ବିହ୍ୱଳ ପରିବେଶରେ ମିଲଖା ସିଂଙ୍କୁ ଶେଷ ବିଦାୟ ଦିଆଯାଇଛି । ଏହି ସମୟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ଗଭର୍ନର…

ରହିବା ପାଇଁ ସବୁଠାରୁ ଅନୁକୂଳ ସ୍ଥାନ ଭୁବନେଶ୍ୱର

ଭୁବନେଶ୍ୱର: ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର । ଏହି ତାଲିକର ଚତୁର୍ଥ ସ୍ଥାନରେ ରହିଛି ରାଜଧାନୀ ଭୁବନେଶ୍ୱର । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ ଥିବା ବେଳେ ଦ୍ୱିତୀୟ…

୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ୩୬ଟି ରାଫେଲ୍‌ ଲଢୁଆ ବିମାନ ସାମିଲ ହେବ

ହାଇଦ୍ରାବାଦ: ୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ୩୬ଟି ଯାକ ରାଫେଲ୍‌ ଲଢୁଆ ବିମାନ ସାମିଲ କରାଯିବ । ଶନିବାର ଦିନ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୌରିଆ ହାଇଦ୍ରାବାଦ ଅନ୍ତର୍ଗତ ଦୁନ୍ଦିଗଲସ୍ଥିତ 'ଏୟାର୍‌ ଫୋର୍ସ ଏକାଡେମି'ରେ ଅନୁଷ୍ଠିତ ମିଳିତ ସ୍ନାତ‌କତ୍ତୋର ପରେଡ୍‌ ସମୀକ୍ଷା କରିବା…

୨୪ ଘଣ୍ଟାର ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା…

ନିଶା ସେବନ ପାଇଁ ଭୁବନେଶ୍ୱରରେ ବିକ୍ରି ଶିଶୁ ପୁତ୍ର ଉଦ୍ଧାର

ଭୁବନେଶ୍ୱର: ନିଶା ସେବନ ପାଇଁ ନବଜାତ ଶିଶୁ ପୁତ୍ରକୁ ମାତ୍ର ୧୦ ହଜାର ଟଙ୍କାରେ ବିକିଲା ବାପା। ଏଭଳି ଘଟଣା ସାମ୍ନାକୁ ରାଜଧାନୀ ଭୁବନେଶ୍ୱରରୁ। ତେବେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ର ଉଦ୍ଧାର କରିଛି ପୋଲିସ । ୟୁନିଟ୍-୩ ମାଳିସାହି ଅଞ୍ଚଳରୁ ଶିଶୁଟିକୁ…

ତେଲଙ୍ଗାନାରେ ଲକଡାଉନ ସମ୍ପୂର୍ଣ୍ଣ ରୂପେ ହଟିଲା

ହାଇଦ୍ରାବାଦ: ଅନେକ ଦିନର ବ୍ୟବଧାନ ପରେ ଲକଡାଉନକୁ ସମ୍ପୂର୍ଣ୍ଣ ରୂପେ ହଟାଇଛନ୍ତି ତେଲେଙ୍ଗାନା ସରକାର | କୋଭିଡର ଦ୍ଵିତୀୟ ଲହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହୋଇଥିବା ବେଳେ ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣା ହଟାଇଦେଇଛନ୍ତି | ଲକଡାଉନ ହଟିବା ସହ ରାଜ୍ୟରେ…

ଭ୍ୟାକ୍ସିନେସନ ପରେ ପ୍ରାୟ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି: ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର : ଭ୍ୟାକ୍ସିନ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ? ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ଏହା ଉପରେ ଆନାଲିସିସ୍ କରିବା ପାଇଁ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ…

ଢେଙ୍କାନାଳରୁ ୬ ଲୁଟେରା ଗିରଫ

ଢେଙ୍କାନାଳ : ସହରର କଂଟାନାଳୀ ବାଇପାସ୍ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ୩ ଜଣ ଯୁବକ ପଶି ମାରଣାସ୍ତ୍ର ଦେଖାଇ ଟଙ୍କା ସୁନା ଲୁଟିନେଇଥିଲେ । ଏହି ଘଟଣାରେ ଟାଉନ୍ ଥାନା ପୁଲିସ୍ ୬ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ୍ ସୂଚନା ଅନୁଯାୟୀ, ସହରର କଂଟାନାଳୀ ବାଇପାସ୍…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ : ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଆରମ୍ଭ ହୋଇଛି । ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ । ପ୍ରଥେମ ବ୍ୟାଟିଂ କରିବ ଭାରତ। କିଛି ସମୟ ମଧ୍ୟରେ ଆରମ୍ଭ ହେବ ଗ୍ରାଣ୍ଡ୍ ଫାଇନାଲ । ସୂଚନାଯୋଗ୍ୟ, ମୁକାବିଲାର ପ୍ରଥମ ଦିନ…

୪ ସିଂହଙ୍କ ପାଖରେ ଡେଲଟା ଭାରିଆଣ୍ଟଠାବ

ଚେନ୍ନାଇ:  ତାମିଲନାଡୁ ଭଣ୍ଡାଲୁର ଚିଡିଆଖାନାରେ  ୪ଟି ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ପାଖରୁ ମାରାତ୍ମକ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି । ସେମାନଙ୍କର ଜିନୋମ୍ ସିକ୍ୱେନ୍ସିଂରୁ ଏହା ସ୍ପଷ୍ଟ ହୋଇଛି । ଭଣ୍ଡାଲୁର ଚିଡ଼ିଆଖାନର ୧୧ ସିଂହଙ୍କ ନମୁନା ପରୀକ୍ଷା ପାଇଁ ଭୋପାଳ…
ବ୍ରେକିଂ