Daily Archives

June 20, 2021

ନଦୀରେ ବୁଡି ଯୁବକ ମୃତ

ମାଲାକନଗିରି : ମାଲାକନଗିରି ଜିଲ୍ଲା ପଡିଆ ବ୍ଳକ ବଜାଗୁଡା ଗ୍ରାମର ଜଣେ ଯୁବକ ଓଡିଶା ଓ ଛତ୍ତିଶଗଡ଼ ସୀମାକୁ ଲାଗିଥିବା ଶାବେରୀ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି।  ମୃତକ ଜଣକ ଗଙ୍ଗା ସୋୟାମ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ କାଲିମେଳା ପଠାଇଥିବା…

ଏସଆଇଙ୍କ ଆକାଉଣ୍ଟରୁୁ ୮ ଲକ୍ଷ ଟଙ୍କା ହଡ଼ପ କରି ସିଆରପିଏଫ୍‌ କନଷ୍ଟେବଳ ଗିରଫ

ଭୁବନେଶ୍ୱର: ଉଚ୍ଚପଦସ୍ଥ ଏସଆଇଙ୍କ ଆକାଉଣ୍ଟରୁୁ ୮ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ସିଆରପିଏଫ୍‌ କନଷ୍ଟେବଳଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପ୍ରିୟବ୍ରତ ପ୍ରିୟଦର୍ଶନ ପତି ।  ସେ ଭୁବନେଶ୍ୱରର ସିଆରପିଏଫ୍‌ ଗ୍ରୁପ୍ ସେଣ୍ଟରରେ ନିୟୋଜିତ ଥିବା  ଜଣାପଡିଛି।…

କଟକ ମହାନଗରରୁ ୧୧୭ କରୋନା ସଂକ୍ରମିତ ଚିହ୍ନଟ, ୧୮୯ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ଜଣ କ୍ୱେରାଣ୍ଟିନରୁ ଓ ୩୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬,୯୪୫ ରେ ପହଞ୍ଚିଛି…

୨୦୨୦-୨୧ ଖରିଫ୍‌ ବିପଣନ ଋତୁରେ୧୪ ଲକ୍ଷ ୫ ହଜାର ୭୨୬ ମେଟ୍ରିକ ଟନ ରବିଧାନ ସଂଗ୍ରହ

 ଭୁବନେଶ୍ୱର: ୨୦୨୦-୨୧ ଖରିଫ୍‌ ବିପଣନ ଋତୁରେ ଅଦ୍ୟାବଧି ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଋତୁରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଆଜି ସୁଦ୍ଧା ୧୪ ଲକ୍ଷ ୫ ହଜାର ୭୨୬ ମେଟି୍ରକ୍‌ ଟନ୍‌ ଧାନ ସଂଗ୍ରହ…

ମଦ ମାଗି ଭଦ୍ରକ ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ

ଭଦ୍ରକ: ଭଦ୍ରକ ଟାଉନ୍ ଥାନାର ଏଏସ୍‌ଆଇ ବୀରକିଶୋର ବେହେରା ନିଲମ୍ବିତ । ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ଏଏସ୍‌ଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଏଏସ୍‌ଆଇ ବୀରକିଶୋର ବେହେରା ଭଦ୍ରକ ଟାଉନର ଜଣେ ଯୁବକଙ୍କୁ ମଦ ମାଗୁଥିଲେ । ଏହି ଘଟଣାର ଅଡିଓ ଟ୍ୟାପ୍…

ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ପାନମଧୁରୀ

ସ୍ୱାସ୍ଥ୍ୟ ଟିପ୍ସ: ମାଉଥ ଫ୍ରେସନର ଏବଂ ମସଲାରେ ପାନ ମଧୁରୀ  ବ୍ୟବହାର କରାଯାଇଥାଏ । ବ୍ୟଞ୍ଜନର ସ୍ୱାଦ ବଢାଇବାରେ ସାହାଯ୍ୟ କରେ ପାନମଧୁରୀ । ଆୟୂର୍ବେଦରେ ଏହାକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ କ୍ୟାଲସିୟମ, ପୋଟାସିୟମ, ଆଇରନ, ସୋଡିୟମ ଭଳି ପୋଷକ ତତ୍ୱ ଭରି ରହିଥାଏ ।…

ସୁଜି ପୋଡ ପିଠା

ଆବଶ୍ୟକ ସାମଗ୍ରୀ ସୁଜି, ନଡିଆ କୋରା, ଚିନି, ଲୁଣ, ଘିଅ, ଗୁଜୁରାତି ପାଉଡର, ଗାଜର, ଗ୍ରୀନ ମଟର, ଇନୋ, ଛେନା, କାଜୁ, କଦଳୀ ପତ୍ର । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ସୁଜି ନେଇ ସେଥିରେ, ଘିଅ, ନଡିଆ କୋରା, ଗୁଜୁରାତି ପାଉଡର, ଛୋଟଛୋଟ କଟା ହୋଇଥିବା ଛେନା, ଚିନି, କାଜୁ,…

ଭୁବନେଶ୍ୱର ୨୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୨୫୫ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖସୁଛି କରୋନା ଗ୍ରାଫ।  ଗତ ୨୪ ଘଣ୍ଟାରେ ୨୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ କରୋନା‌ ଆକ୍ରାନ୍ତଙ୍କ ସଂଖ୍ୟା ୮୬୬୮୯ରେ ପହଞ୍ଚିଥିବା ବେଳେ…

୨୧୭ ରନରେ ବିରାଟ ବାହିନୀ ଅଲଆଉଟ୍

ସାଉଥାମ୍ପଟନ: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ନିରାଶଜନକ ଖେଳିଛି ଟିମ୍‌ ଇଣ୍ଡିଆର । ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତଙ୍କ ଭଳି ଅନେକ ତାରକା ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ମାତ୍ର ୨୧୭ ରନ୍‌ରେ ଅଟକି ଯାଇଛି…

ଆଜି ଓଡିଶାରୁ ୫୦୮୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରୁ ହ୍ରାସ ପାଉଛି ସଂକ୍ରମଣ। ଆଜି ରାଜ୍ୟରୁ ଆଉ ୫ ହଜାର ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୫୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୪୭୫,…
ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ