Daily Archives

June 20, 2021

ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସକାଳ ୬ଟା ୩୦ରେ ସମ୍ବୋଧନ କରିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ଏଥର ଭର୍ଚୁଆଲ ମାଧ୍ୟମରେ ଯୋଗ କରାଯିବ । ପ୍ରଧାମନ୍ତ୍ରୀ…

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।  ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି। ୫୪ ବର୍ଷୀୟ ବିଜେପି ନେତା ପ୍ରଦୀପ୍ତ ନାୟକ ହେଉଛନ୍ତି ଭବାନୀପାଟଣାର ବିଧାୟକ। ସେ ଖୁବ୍‌ ଶୀଘ୍ର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଡାକ୍ତରଖାନା…

ଛତିଶଗଡ଼ରରେ ପୋଲିସ ମାଓବାଦୀ ଗୁଳି ବିନିମୟ, ୨ ମାଓ କମାଣ୍ଡର ନିହତ

ଛତିଶଗଡ଼:  ପୋଲସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏହି ଗୁଳିବିନିମୟରେ ୨ ମାଓ କମାଣ୍ଡର ନିହତ ହୋଇଥିବାବେଳେ ବିପୁଳ ପରିମାଣର ମାଓସାମଗ୍ରୀ ଜବତ ହୋଇଛି ।…

କାଲିଠୁ ଦିଲ୍ଲୀରେ ବାର, ରେଷ୍ଟୁରାଣ୍ଟ ଓ ପାର୍କ ଖୋଲିବ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ସରକାର କରୋନା କର୍ଫ୍ୟୁକୁ ମଧ୍ୟ ଢିଲା ଦେବା ଆରମ୍ଭ କରିଛନ୍ତି। ସୋମବାର ଠାରୁ ଦିଲ୍ଲୀର ରେଷ୍ଟୁରାଣ୍ଟ ଏବଂ ବାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଗତ ସପ୍ତାହରେ ସରକାର କଟକଣା କୋହଳ…

ଟାଟା ମ୍ୟାଜିକ ଉପରେ ମାଲ୍ ବୋଝେଇ ଟ୍ରକ୍ ଚଢି ୨ ମୃତ

ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ମୃତ  । ଟାଟା ମ୍ୟାଜିକ ଉପରେ ମାଲ୍ ବୋଝେଇ ଟ୍ରକ୍ ମାଡି ଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ ଚାଞ୍ଚରାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୀଷଣ ହୋଇଛି ଯେ, ଟାଟା…

ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଠାବ ହୋଇଛି ସେକ୍ସ ରାକେଟ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର…

ମାଲକାନଗିରି ଜିଲ୍ଲାପାଳ କରୋନା ସଂକ୍ରମିତ

ମାଲକାନଗିରି : ମହାମାରୀ କରୋନା କାୟାରୁ ବର୍ତ୍ତି ନାହାନ୍ତି ପ୍ରଶାସନିକ ଅଧିକାରୀ।  ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାପାଳଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ତାଙ୍କ…

ଉତ୍ତରାଖଣ୍ଡରେ ଲକଡାଉନ୍‌ ଅବଧି ଜୁନ୍ ୨୯କୁ ବୃଦ୍ଧି

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପୁଣି ବଢିଲା ଲକଡାଉନ୍‌। ରାଜ୍ୟ ସରକାର କୋଭିଡ ପ୍ରତିବନ୍ଧକକୁ ଜୁନ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ଆଉ ଏକ ସପ୍ତାହ ବଢାଇ ଦେଇଛନ୍ତି ସରକାର। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଉତ୍ତରପ୍ରଦେଶ…

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି।ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହାରି ଭିତରେ ରହିଛି ଗୁଣ୍ଡିଚା, ବାହୁଡ଼ା,…

ଆଜି ବିଶ୍ଵ ପିତୃ ଦିବସ: ପିତାଙ୍କ ପାଇଁ ଦିନଟିଏ

ଆମ ଜୀବନରେ ପିତାମାତାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।  ମା ସର୍ବଦା ନିଜ ପ୍ରେମ ଦେଖାଏ, କିନ୍ତୁ ପିତା ବହୁତ କମ୍ ସମୟରେ ନିଜ ପ୍ରେମ ଦେଖାନ୍ତି । ହେଲେ ତାଙ୍କ କଠୋରତାରେ ବି ପ୍ରେମ ଲୁଚି ରହିଥାଏ । ବାପା ଆମ ସମସ୍ତଙ୍କ ପାଇଁ ଏକ ନଡ଼ିଆ ସଦୃଶ, ଯାହା ବାହ୍ୟରେ କଠିନ ଏବଂ ଭିତରର ଅତି…
ବ୍ରେକିଂ