Daily Archives

June 21, 2021

୧୬ ଜଣ ଆଜୀବନ କଏଦୀଙ୍କୁ ଜେଲରୁ ମୁକ୍ତି ମିଳିଲା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରେ ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିବା ମୋଟ ୧୬ ଜଣ କଏଦୀଙ୍କୁ ଜେଲରୁ ମୁକୁଳିବାର ବାଟ ସଫା ହୋଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଏହି କଏଦୀମାନେ ରହିଥିବା ରାଜ୍ୟର ବିଭିନ୍ନ ଜେଲରୁ ମୁକୁଳିବେ ବୋଲି ଜେଲ ବିଭାଗ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ…

କଟକ ମହାନଗରରୁ ୬୯ କରୋନା ସଂକ୍ରମିତ ଚିହ୍ନଟ, ୧୫୪ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ୱେରାଣ୍ଟିନରୁ ଓ ୨୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୦୧୪ ରେ ପହଞ୍ଚିଛି ।…

ଓଡ଼ିଶାରେ ଅଧିକରୁ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକରୁ ଅଧିକ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପି.ଏମ୍‌.ଏଫ୍‌.ଏମ୍‌.ଇ. ରାଜ୍ୟ କୋର୍‌ଗ୍ରୁପ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ…

୧୦୦ ମିଟର ଦୌଡ଼ରେ ଦୂତୀଙ୍କ ନୂଆ ଜାତୀୟ ରେକର୍ଡ, ଟୋକିଓ ଅଲିମ୍ପିକ୍ସରୁ ଅଳ୍ପକେ ବାଦ୍

ଭୁବନେଶ୍ଵର :  ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଓଡିଆ ଧାବିକା ଦୂତୀ ଚାନ୍ଦ  । ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବା ସହ ୧୦୦ ମିଟର ରେସରେ ନୂଆ କିର୍ତ୍ତୀ ଅର୍ଜନ କରିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରି…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ବର୍ଷା ଯୋଗୁଁ ଚତୁର୍ଥ ଦିନ ଖେଳ ବାତିଲ

ସାଉଥାମ୍ପଟନ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ର ଚତୁର୍ଥ ଦିନରେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ।  କ୍ରମାଗତ ବର୍ଷା ହେତୁ ଚତୁର୍ଥ ଦିନର ମ୍ୟାଚ ବାତିଲ ହୋଇଛି  । ସାଉଥାମ୍ପଟନରେ ଆଜି ସକାଳୁ ବର୍ଷା ଲାଗିରହିଥିଲା, ଯାହା ଖେଳ…

ବଜ୍ରପାତରେ ୨ ମୃତ

କେନ୍ଦୁଝର : ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ । ଚାଷ କାମ କରୁଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଦୁଇ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଡଳଙ୍ଗ ଗାଁରେ ଘଟିଛି। ମୃତକ ଦ୍ୱୟ ହେଲେ ଈଶ୍ୱର ଚନ୍ଦ୍ର…

ଭୁବନେଶ୍ୱର ୨୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୫୫୧ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତଳ ମୁହାଁ ହେଉଛି କରୋନା ଗ୍ରାଫ।  ଗତ ୨୪ ଘଣ୍ଟାରେ ୨୪୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି । Update on newly detected #COVID19 cases in the last 24 hrs under the BMC area…

ଆଜି ଓଡିଶାରୁ ୪୫୮୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରୁ ହ୍ରାସ ପାଉଛି ସଂକ୍ରମଣ। ଆଜି ରାଜ୍ୟରୁ ଆଉ ୪ ହଜାର ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। Another 4587 Covid patients have recovered and are being discharged on…

ଟୋକିଓ ଅଲିମ୍ପିକ୍: ରାନୀ ଭାରତୀୟ ମହିଳା ହକି ଦଳର ଅଧିନାୟକ, ଗ୍ରେସ୍  ଏବଂ ସବିତା ଉପ-ଅଧିନାୟକ

ନୂଆଦିଲ୍ଲୀ : ଜୁଲାଇ ୨୩ ରୁ ଅଗଷ୍ଟ ୮ ମଧ୍ୟରେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ ପାଇଁ ଷ୍ଟ୍ରାଇକର ରାନୀ ରାମପାଲଙ୍କୁ ଜାତୀୟ ମହିଳା ହକି ଦଳର ଅଧିନାୟକ ଭାବେ ଚୟନ କରାଯାଇଛି । ସେହିପରି ଦୀପ ଗ୍ରେସ୍ ଏକ୍କା ଏବଂ ସବିତା ଉପ-ଅଧିନାୟକ ଭାବେ ଚୟନ ହୋଇଛନ୍ତି। ଗତ…

ଏକ କୋଟି ଟିକାକରଣ କରି ଓଡିଶାର ସଫଳତା ହାସଲ

ଭୁବନେଶ୍ୱର: ପୁରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ଠାରୁ ଭୟ ବଢାଇଛି ତୃତୀୟ ଲହର ଆଶଙ୍କା । ଏହାରି ମଧ୍ୟରେ ରାଜ୍ୟ ଗୁଡିକରେ ଟିକାକରଣକୁ ତ୍ୱରାନିତ୍ୱ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ବର୍ତମାନ ଟିକାକରଣରେ ଏକ କୋଟି…
ବ୍ରେକିଂ