Daily Archives

June 21, 2021

ଆଗାମି ୩ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ବର: ଆଗାମି ୩ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ, ଢେଙ୍କାନାଳ, କଟକ, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, କୋରାପୁଟ,…

କରୋନା ପାଇଁ ଚଳିତ ବର୍ଷ ବି ଅମରନାଥ ଯାତ୍ରା ରଦ୍ଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ଚଳିତ ବର୍ଷ ଅମରନାଥ ଯାତ୍ରାକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ…

ବେଆଇନ ଭାବେ ରଥ ନିର୍ମାଣ କରୁଥିବା ୧୦ ମହାରଣା ଅଟକ

ବାଲେଶ୍ଵର : ଓଡିଶା ସରକାରଙ୍କ ଆଦେଶକୁ ଉଲ୍ଲଂଘନ କରି ରଥ ନିର୍ମାଣରେ ନିୟୋଜିତ ଥିବା ୧୦  ଜଣ ମହାରଣା ସେବାୟତଙ୍କୁ ସୋମବାର ଥାନାରେ ଅଟକ ରଖାଯାଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ମିଳିତ ଭାବରେ ଚଢ଼ାଉ…

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୧ ପାଳିତ

ଭୁବନେଶ୍ଵର:  ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପୂର୍ବ ତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି ।  “ଯୋଗ ସହିତ ରୁହ ଘରେ ରୁହ” ଆଦର୍ଶ ଉକ୍ତି ସହିତ, ପୂର୍ବତଟ ରେଳପଥ କୋଭିଡ ପ୍ରୋଟୋକଲ ମାନକ ଅନୁଯାୟୀ ଆନ୍ତର୍ଜାତୀୟ ଯୋଗ ଦିବସ…

ଅଗଷ୍ଟ ୧୫ ରୁ ସେପ୍ଟେମ୍ବର ୧୫ ମଧ୍ୟରେ CBSE ଦ୍ୱାଦଶ ଶ୍ରେଣୀର ବିକଳ୍ପ ପରୀକ୍ଷା

ନୂଆଦିଲ୍ଲୀ :  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)  ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି । ଅଗଷ୍ଟ ୧୫ ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଦ୍ୱାଦଶ ଲିଖିତ ପରୀକ୍ଷା କରାଯାଇପାରିବ ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି ।…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କଳାହାଣ୍ଡି: ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଲାଞ୍ଜିଗଡ଼ ଥାନା ନିୟମଗିରିର ଡେଙ୍ଗସରଗି ଗ୍ରାମରେ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଇ ମାଝୀ । ଆଜି ପ୍ରାତଃ  ସମୟରେ ଗାଁ ମୁଣ୍ଡରେ ଥିବା ପାଣି ଟାଙ୍କି ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର…

ଆସନ୍ତାକାଲି ଶରଦ ପାୱାରଙ୍କ ଘରେ ବିରୋଧୀ ଦଳର ବୈଠକ

ନୂଆଦିଲ୍ଲୀ:  ଆସନ୍ତାକାଲି ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ସଭାପତି ଶରଦ ପାୱାରଙ୍କ ଘରେ ବିରୋଧୀ ଦଳର ନେତାଙ୍କ ବୈଠକ ହେବ । ଏନସିପିର ମୁଖ୍ୟ ଶରଦ ପାୱାର ଏହି ବୈଠକର ନେତୃତ୍ୱ ନେବେ। ଏଥିରେ ୧୫-୨୦ ବଡ ବିରୋଧୀ ଦଳର ନେତା ଅନ୍ତର୍ଭୁକ୍ତ ହୋଇପାରନ୍ତି। ହେଲେ ଏହି ବୈଠକକୁ…

ସାନଭାଇ ହତ୍ୟା ଅଭିଯୋଗରେ ବଡ଼ଭାଇ ଗିରଫ

ଆସିକା: ସାନଭାଇ ହତ୍ୟା ଅଭିଯୋଗରେ ବଡ଼ଭାଇ ଗିରଫ, ରକ୍ତଭିଜା ଖଣ୍ଡା ଜବତ । ପାରିବାରିକ ଗଣ୍ଡଗୋଳରୁ ସାନଭାଇକୁ ଖଣ୍ଡାରେ ହତ୍ୟା କରିଥିଲା ବଡ଼ଭାଇ! ଏହି ଅଭିଯୋଗରେ ଆଜି ଆସିକା ପୁଲିସ ବଡ଼ଭାଇକୁ ବାନ୍ଧିଛି। ଗତ ଶୁକ୍ରବାର ଦିନ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ପାରିବାରିକ କଳହକୁ…

ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ପ୍ରକାର ନିୟମ ରହିଛି। ଘରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତିର ପ୍ରଭାବ ରହିଥାଏ। ବାସ୍ତୁଶାସ୍ତ୍ରର କିଛି ନିୟମ ମାନିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ଦୁରେଇ ରହିବ । ଶୋଇବା ଘରେ ଫୁଲ ଓ ଛୋଟ ପିଲାଙ୍କ ଫଟୋ ଲଗାଇବା…

ବିଶ୍ଵର ସବୁଠୁ ଲୋକପ୍ରିୟ ଶୋ’ ତାଲିକାରେ ‘ଦ ଫ୍ୟାମିଲି ମ୍ୟାନ୍ ୨’

ମୁମ୍ବାଇ :  ଜୁନ୍ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିବା ଲୋକପ୍ରିୟ ଧାରାବାହିକ 'ଦ ଫ୍ୟାମିଲି ମ୍ୟାନ୍ ୨' ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି । ମନୋଜ ବାଜପେୟୀ ଏବଂ ସାମନ୍ତ ଆକ୍କିନେନିଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ଆକର୍ଷିତ କରିଛି । ଏହି ୱେବ୍‌ ସିରିଜ୍‌ କେବଳ ଦେଶରେ ନୁହେଁ…
ବ୍ରେକିଂ