Daily Archives

June 22, 2021

ଜଳସମ୍ପଦ ମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ସମୀକ୍ଷା

ଭୁବନେଶ୍ୱର  :  ଚଳିତ ବର୍ଷା ଋତୁରେ ମୌସୁମୀ ଜନିତ ଅଧିକ ବର୍ଷା ଏବଂ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରଗୁଡିକର ସୁପରିଚାଳନା କରି ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଜଳ ସଂପଦ ବିଭାଗ ତରଫରୁ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ…

ପୂର୍ବତଟ ରେଳପଥ ମଧ୍ୟଦେଇ ୯ଟି ବିଶେଷ ଟ୍ରେନ ଚଳାଚଳ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୯ଟି ବିଶେଷ ଟ୍ରେନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ବିଶେଷ ଟ୍ରେନ ଗୁଡିକ ମଧ୍ୟରୁ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ବିଶେଷ ଟ୍ରେନ, ରାଉରକେଲା-ଜଗଦଳପୁର-ରାଉରକେଲା ବିଶେଷ…

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍

ସାଉଥେମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚର ପଞ୍ଚମ ଦିନ ଖେଳ ଜାରି ରହିଛି । ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କ ଦମଦାର ବୋଲିଂ ଜରିଆରେ ଭାରତ ନ୍ୟୁଜିଲାଣ୍ଡ ଦଳକୁ ୨୪୯ ରନରେ ସୀମିତ ରଖି ପାରିଛି।  ଭାରତର ପ୍ରଥମ ଇନିଂସରେ ୨୧୭…

ଭାରତରେ ଅନୁମୋଦନ ପ୍ରକ୍ରିୟାର ଫାଇନାଲ ଷ୍ଟେଜ୍‌ରେ ଫାଇଜର

 ନୂଆଦିଲ୍ଲୀ: ଭାରତରେ କୋରୋନା ଟୀକାକରଣ କାର୍ଯ୍ୟକ୍ରମରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛି ଆଉ ଏକ ଭ୍ୟାକ୍ସିନ । ଫାଇଜର ଭ୍ୟାକ୍ସିନ ଭାରତରେ ଅନୁମୋଦନ ପ୍ରାପ୍ତ କରିବାର ଫାଇନାଲ ଷ୍ଟେଜ୍‌ରେ ଥିବା ଦାବି କରିଛି ଆମେରିକା ସ୍ଥିତ ଫାର୍ମା କମ୍ପାନୀ । ଫାଇଜରର ସିଇଓ ଦାବି କରିଛନ୍ତି ଯେ…

କଟକ ମହାନଗରରୁ ୯୧ କରୋନା ସଂକ୍ରମିତ ଚିହ୍ନଟ, ୧୭୮ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱେରାଣ୍ଟିନରୁ ଓ ୨୦ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୦୫ ରେ ପହଞ୍ଚିଛି ।…

ନିରାକାରପୁର ମଦ ବୋଝେଇ କାର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ନିରାକାରପୁର ଥାନା ଅଞ୍ଚଳରୁ ମଦ ବୋଝେଇ କାରକୁ ଜବତ କରିଛି ପୋଲିସ । ସୂଚନା ମୁତାବକ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଆଜି ଅପରାହ୍ନରେ ହାଇୱେ ପେଟ୍ରୋଲିଂ କରୁଥିବା ବେଳେ ଏକ ମଦ ବୋଝେଇ କାର ଯାଉଥିବାର ସୂଚନା ପାଇଥିଲେ। ତେବେ ଉକ୍ତ କାରକୁ ଠାବ କରିବା ସମୟରେ…

ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ

ଭୁବନେଶ୍ୱର : ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ନିୟମଗିରି ପାହାଡ଼ରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟଙ୍କୁ ଭେଟିଥିଲେ । ସେଠାରେ ଟିକାକରଣ ଶିବିରର ଉଦ୍‌ଘାଟନ କରିଥିଲେ ଏବଂ ଟିକାକରଣ ନେଇ ଆଦିମ ଜନଜାତି…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କର୍ଣ୍ଣାଟକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ

ନୂଆଦିଲ୍ଲୀ/ଭୁବନେଶ୍ୱର : କର୍ଣ୍ଣାଟକ ସମେତ ସମଗ୍ର ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପକ୍ଷରୁ କୋଭିଡ୍‌-୧୯କୁ ମୁକାବିଲା କରିବା ତଥା ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଉଥିବା ବେଳେ ଦେଶରେ ମାଗଣା ଟିକାକରଣ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅକ୍ସିଜେନ୍‌ କନସେନ୍‌ଟ୍ରେଟର ପ୍ରଦାନ

ଭୁବନେଶ୍ୱର : ଆଇସିଆଇସିଆଇ ଫାଉଣ୍ଡେସନ୍‌ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍‌ ଆକ୍ରାନ୍ତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍‌ କନସେନ୍‌ଟ୍ରେଟର ପ୍ରଦାନ କରାଯାଇଛି । ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀଙ୍କୁ ଏହି ଅକ୍ସିଜେନ୍‌…

ଆଜି ଓଡିଶାରୁ ୪ ହଜାର ୧୫୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରୁ ହ୍ରାସ ପାଉଛି ସଂକ୍ରମଣ। ଆଜି ରାଜ୍ୟରୁ ଆଉ ୪ ହଜାର ୧୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୩୫ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲରୁ ୧୦୬ ଜଣ…
ବ୍ରେକିଂ