Daily Archives

June 23, 2021

ରାଜ୍ୟ ସରକାର ଆହ୍ଵାନ କରିଥିବା ଗ୍ଲୋବାଲ ଇ-ଟେଣ୍ଡର ବାତିଲ

ଭୁବନେଶ୍ଵର :  କୋଭିଡ ଭ୍ୟାକ୍ସିନ ଯୋଗାଣ ଲାଗି ରାଜ୍ୟ ସରକାର ଆହ୍ଵାନ କରିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି । ବାତିଲ ନେଇ ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ପକ୍ଷରୁ ନୋଟିସ ଜାରି ହୋଇଛି । ବିଦେଶରୁ ଟିକା କିଣିବାକୁ ସରକାର ଗ୍ଲୋବାଲ ଇ-ଟେଣ୍ଡର ଡାକିଥିଲେ । ରାଜ୍ୟରେ ଟିକା…

ମାଲକାନଗିରି ଟେଣ୍ଡର ଫିକ୍ସିଂ ଘଟଣାରେ ପ୍ରଦୀପ ମାଝି ସରକାରଙ୍କୁ ଦାୟୀ କଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ଦୁର୍ନୀତିରେ ବୁଡି ରହିବା ଅଭିଯୋଗ ନୂଆ କଥା ନୁହେଁ। ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରୱାଲ ମଧ୍ୟ ବହୁ ଦୁର୍ନୀତିରେ ଲିପ୍ତ ରହିଥିବା ନେଇ କଂଗ୍ରେସ ସଂଗୀନ ଅଭିଯୋଗ ଆଣିଥିଲା।ଶ୍ରମିକମାନଙ୍କୁ ଦିଆଯାଇଥିବା ସାମଗ୍ରୀ କିଣ୍ଡାରେ ୫ କୋଟି…

ବନ୍ଦିତା ପରିଡ଼ା ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ ହେଲେ

ନୂଆଦିଲ୍ଲୀ: ବନ୍ଦିତା ପରିଡ଼ା ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ । ବନ୍ଦିତାଙ୍କୁ ସଭାନେତ୍ରୀ ଭାବେ ନିଯୁକ୍ତି ଦେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା  ସୋନିଆ ଗାନ୍ଧୀ । ବନ୍ଦିତାଙ୍କ ନିଯୁକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…

କଟକ ମହାନଗରରୁ ୧୦୬ କରୋନା ସଂକ୍ରମିତ ଚିହ୍ନଟ, ୧୦୨ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ୱେରାଣ୍ଟିନରୁ ଓ ୩୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୨୧୧ ରେ ପହଞ୍ଚିଛି…

ଜୁଲାଇ ମାସ ପହିଲାରୁ ପୂର୍ବତଟ ରେଳପଥ ଦେଇ ୨୨ ବିଶେଷ ଟ୍ରେନ ଚଳାଚଳ କରିବ

ଭୁବନେଶ୍ଵର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨୨ ଯୋଡ଼ା ବିଶେଷ ଟ୍ରେନ ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ…

ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର: ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ ସ୍ଥାନ ପାଇଲା ।  ନବମ ଓ ଦଶମ ଶ୍ରେଣୀରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନ ମିଳିଛି  । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । କାନ୍ତକବି ଲକ୍ଷ୍ମୀକାନ୍ତ…

ଭୁବନେଶ୍ୱର ୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୮୪ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ସୁସ୍ଥ ସଂଖ୍ୟା ବଢୁଛି । ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩୭୫ କରୋନା ଆକ୍ରାନ୍ତ । କ୍ୱାରାଣ୍ଟାଇନ ସେଣ୍ଟରରୁ ୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୩୦୦ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ୩୮୪ କରୋନା ଆକ୍ରାନ୍ତ…

କଟକରୁ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ,ଜଣେ ଗିରଫ

କଟକ: କଟକର ପୁଣି ବ୍ରାଉନସୁଗର ଜବତ ।  କଟକ ଜିଲ୍ଲା ବାଙ୍କୀରୁ ୧୬୪ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଆନୁମାନିକ ମୂଲ୍ୟ ପାଖାପାଖି ୧୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ବାଙ୍କୀ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି । ବାଙ୍କୀ…

ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗି ତାଲିକା, ଟପ୍ ଟେନରେ ୩ ଭାରତୀୟ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗି ତାଲିକା ଜାରି କରିଛି । ଟପ୍ ଟେନରେ ୩ଜଣ ଭାରତୀୟ ଖେଳାଳୀ ସ୍ଥାନ ପାଇଥିଲା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ହିଟମ୍ୟାନ୍ ରୋହିତ ଶର୍ମା ୭୪୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା…

୧୦୦ ଗ୍ରାମ ସୁନା ଜବତ, ୨ ଗିରଫ

ସୋର: ଲୁଟ ଘଟଣାର ପର୍ଦ୍ଦାଫାଶ । ୧୦୦ ଗ୍ରାମ ସୁନା ଜବତ ସହ ୨ଜଣଙ୍କୁ ଗିରଫ କରିଛି ସୋର ପୋଲିସ । ତେବେ ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ହେବ ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ଭଦ୍ରକ ସାବରଙ୍ଗର ଅଂଚଳର ସେକ ଲାଲୁ ସମେତ ଭଦ୍ରକ ସହରର ଜଣେ ଗହଣା ଦୋକାନୀକୁ ଗିରଫ କରିଛି…
ବ୍ରେକିଂ