Daily Archives

June 24, 2021

ଜୁନ ୩୦ରେ ରାଜ୍ୟରେ ନିମୋପୋକାଲ କଞ୍ଜୁଗେଟ୍ ଟିକାର ଲୋକାର୍ପଣ

ଭୁବନେଶ୍ୱର:  କେତେକ ରାଜ୍ୟରେ ନିମୋନିଆ ପ୍ରକୋପ ଦେଖା ଦେଇଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇ ନିମୋନିଆ ଟିକାକରଣ ଆରମ୍ଭ କରିବ । ନିମୋନିଆ ଜନିତ ଶିଶୁମୃତ୍ୟୁ ହାରକୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତା ଜୁନ ମାସ ୩୦ ତାରିଖ ଠାରୁ ପି.ସି.ଭି(ନିମୋପୋକାଲ କଞ୍ଜୁଗେଟ୍ ଟିକା…

ପୂର୍ବତଟ ରେଳପଥ ପରିସୀମା ଦେଇ ଚଳାଚଳ କରୁଥିବା ୧୨ଟି ଟ୍ରେନ ରୁଟର ପରିବର୍ତ୍ତନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମା ଦେଇ ଚଳାଚଳ କରୁଥିବା ୧୨ଟି ଟ୍ରେନର ରୁଟରେ ପରିବର୍ତ୍ତନ ହୋଇଛି । ପୂର୍ବ ସୀମାନ୍ତ ରେଳପଥରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ସାମୟିକ ଭାବେ ପରିବର୍ତ୍ତିତ ମାର୍ଗରେ ଯାତାୟାତ କରିବ ୧୨ଟି ଟ୍ରେନ୍ । ଏନେଇ ରେଳବାଇ ପକ୍ଷରୁ…

ରାଜ୍ୟରେ ସରକାରୀ ଉପାୟରେ ଘରୋଇ ହସ୍ପିଟାଲରେ ଚାଲିଥିବା ଟିକାକରଣ ବନ୍ଦ ନେଇ ନିର୍ଦ୍ଦେଶ

ଭୁବନେଶ୍ଵର:  ଏଣିକି ଘରୋଇ ହସ୍ପିଟାଲ ଟିକାକରଣ ପାଇଁ ସିଧା କମ୍ପାନୀରୁ ଟିକା ଆଣିବେ । ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ ଆଉ ସରକାର କିଣୁଥିବା କୋଭିଡ୍ ଟିକା ଉପଲବ୍ଧ ହେବ ନାହିଁ। ରାଜ୍ୟରେ ସରକାରୀ ଉପାୟରେ ଘରୋଇ ହସ୍ପିଟାଲରେ ଚାଲିଥିବା ଟିକାକରଣ ବନ୍ଦ ନେଇ ସବୁ ଜିଲ୍ଲାପାଳ, ପୌର…

ଏସିଆର ସର୍ବ ବୃହତ୍ତ ନୌସେନା ଘାଟି କର୍ଣ୍ଣାଟକର କାରୱାର

କାରୱାର: କାରୱାରରେ ହେବ ଏସିଆର ସର୍ବ ବୃହତ୍ତ ନୌସେନା ଘାଟି । ଏଥିଲାଗି ଯଦି ବଜେଟ ବଢାଇବାକୁ ପଡେ ଏଥିରେ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କର୍ଣ୍ଣାଟକର କାରୱାର ସମେତ କୋଚ୍ଚି ନୌସେନାଘାଟି ମଧ୍ୟ ଗସ୍ତ କରି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏଭଳି କହିଛନ୍ତି । ଏଥିସହ…

କୃଷି-ବ୍ୟବସାୟ ଓ କୃଷି ଉଦ୍ୟୋଗର ସୁଦୃଢ଼ୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ ଓ ସମବାୟ ବିଭାଗ ସମେତ ନାବାର୍ଡକୁ ନେଇ ଏକ କୃଷି ବ୍ୟବସାୟ ଓ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ…

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଇ ଗୋଲ୍ଡ କ୍ୟାଟେଗୋରି ସରକାରୀ ଉଦ୍ୟୋଗ କରାଯିବ

ଭୁବନେଶ୍ୱର : ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ୧୦୦୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାକାର କରିବା ଏବଂ ଏହାକୁ ଏକ ଗୋଲï କ୍ୟାଟେଗୋରୀ ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ ଆଜି ଅନୁଷ୍ଠିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ…

ସର୍ବଦଳୀୟ ବୈଠକ ଶେଷ : ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବା ପାଇଁ ସବୁ ଦଳଙ୍କ ଦାବି

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଥିବା ବୈଠକ ଶେଷ ହୋଇଛି। ବୈଠକରେ କାଶ୍ମୀରର ୮ ଦଳ ୧୪ ନେତାଙ୍କ ସହ ୩ ଘଣ୍ଟା ଯାଏ ଆଲୋଚନା ହୋଇଥିଲା । ବୈଠକରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ବଡ ବାର୍ତ୍ତା ଦେଇଛନ୍ତି । ଦିଲ୍ଲୀ ଓ ଦିଲର ଦୁରତା କମାଇବାକୁ ଗୁରୁତ୍ୱ ।…

ଆଜି ଓଡିଶାରୁ ୩୪୮୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ତଳ ମୁହାଁ ହେଉଛି କରୋନା ସଂକ୍ରମଣ । ହେଲେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରୁ ଆଉ ୩ ହଜାର ୪୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। Another…

ଆଜି କଟକ ମହାନଗରରୁ ୧୨୨ କରୋନା ସଂକ୍ରମିତ ଚିହ୍ନଟ, ୧୨୦ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ଜଣ କ୍ୱେରାଣ୍ଟିନରୁ ଓ ୪୦ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୩୩୩ ରେ ପହଞ୍ଚିଛି ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୮ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ୟ ସ୍ୱାସ୍ଥ୍ୟ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ୍ୟୁଡି ମେଡିକାଲ ଅକ୍ସିଜେନ   ଓ ପିଏସଏ ଫ୍ଲାଣ୍ଟ  ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା,…
ବ୍ରେକିଂ