Daily Archives

June 25, 2021

ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ

ନୂଆଦିଲ୍ଲୀ: ଏଣିକି ଗର୍ଭବତୀ ମହିଳା କରୋନା ଟିକା ନେଇପାରିବେ । ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ଆଇସିଏମଆର ନିର୍ଦ୍ଦେଶକ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛନ୍ତି ବୋଲି ଆଇସିଏମଆର ନିର୍ଦ୍ଦେଶକ ଡାକ୍ତର ବଲରାମ ଭାର୍ଗବ କହିଛନ୍ତି । ସେହିପରି…

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ରେଡ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ରେଡ୍‌। ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ଶୁକ୍ରବାର ଦିନ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଚଢାଉ କରିଛି। ନାଗପୁରରେ ଥିବା ଅନିଲ ଦେଶମୁଖଙ୍କ ଘରେ ଇଡି ର ରେଡ କରିଛି। ଏଥିସହ ଇଡିର…

ଯୋଡାମ୍ବଠାରେ ନୂତନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୋଡାମ୍ବ ଠାରେ ନୂତନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ନିର୍ମାଣ  ପାଇଁ ଦାବି । ତେବେ ୫ଟି ପଞ୍ଚାୟତବାସୀ ଆଜି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଚିତ୍ରକୋଣ୍ଡା ବ୍ଲକରେ…

ପ୍ୟାନ କାର୍ଡ ଓ ଆଧାର ଲିଙ୍କ ଅବଧି ପୁଣି ବଢ଼ିଲା

ନୂଆଦିଲ୍ଲୀ: ପୁଣି ବଢ଼ିଲା ପ୍ୟାନ କାର୍ଡ ଓ ଆଧାର ଲିଙ୍କ ଅବଧି।  ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା ଅନୁସାରେ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ ସମୟସୀମାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି । ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହାର ଲିଙ୍କ କରାଯାଇ…

ଚିକେନ ପୋସ୍ତ

 ଆବଶ୍ୟକ ସାମଗ୍ରୀ ଚିକେନ, ପୋସ୍ତ ବଟା, ଅଦା, ରସୁଣ, ପିଆଜ, କଂଚା ଲଙ୍କା, ହଳଦୀ ପାଉଡର, ଲଙ୍କା ପାଉଡର, ଜିରା ପାଉଡର, ଟମାଟୋ, ଭ୍ରୁସଙ୍ଗ ପତ୍ର, ଲୁଣ, ଧନିଆ ପାଉଡର, ତେଲ, ଲେମ୍ବୁ ରସ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିକେନକୁ ଧୋଇ ସେଥିରେ ହଳଦୀ ପାଉଡର, ଲୁଣ, ପୋସ୍ତ ବଟା,…

ଭୁବନେଶ୍ୱରରୁ କ୍ରିଷ୍ଣାରାଜପୁରମ୍ ଏବଂ ମୁମ୍ବାଇ ଏଲଟିଟିକୁ ବିଶେଷ ଟ୍ରେନ

ଭୁବନେଶ୍ୱର: ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଯୋଗାଇଦେବା ପାଇଁ ଏବଂ ବାଙ୍ଗାଲୋର ଏବଂ ମୁମ୍ବାଇ ଦିଗକୁ ଯାତ୍ରା କରୁଥିବା ଅନ୍ୟ ଟ୍ରେନ ଗୁଡିକରେ ମାତ୍ରାଧିକ ପ୍ରତିକ୍ଷ୍ୟାସୁଚି ଯାତ୍ରୀ ମାନଙ୍କ ତାଲିକାକୁ ଏଡ଼ାଇବା ପାଇଁ ଭୁବନେଶ୍ୱରରୁ କୃଷ୍ଣରାଜପୁରମ୍ (ବାଙ୍ଗାଲୋର) ଏବଂ ମୁମ୍ବାଇ…

ସ୍ମାର୍ଟସିଟି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ୨ଟି ଆୱାର୍ଡ

ଭୁବନେଶ୍ୱର: ସ୍ମାର୍ଟସିଟି ପ୍ରତିଯୋଗିତାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଆଗରେ । ଇଣ୍ଡିଆନ ସ୍ମାର୍ଟ ସିଟି -ଆଇଏସସି ଆଓ୍ୱାର୍ଡ ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ଜିତିଛି ଭୁବନେଶ୍ୱର । ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।…

ମଦ୍ରାସା ଦଶମ ପାସହାର ଶତପ୍ରତିଶତ

ଭୁବନେଶ୍ୱର:  ଓଡିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୧୦ମ ପରୀକ୍ଷା (ମୈାଲବୀ) ଫଳ  ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ମୋଟ ୨୧୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମେସ୍ତା ପାସ କରିଛନ୍ତି। ପାସ ହାର ଶତପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ  ନିଜର ରେଜଲ୍ଟ  osbme.org.in…

ମହାରାଷ୍ଟ୍ରରେ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣରେ ଜଣଙ୍କର ମୃତ୍ୟୁ

ମୁମ୍ବାଇ: ଦିନକୁ ଦିନ ମାରାତ୍ମକ ରୂପ ହେଲାଣି ଡେଲ୍ଟା ପ୍ଲସ ଭାରିଏଣ୍ଟ। ଫଳରେ ମହାରାଷ୍ଟ୍ରରେ ଡେଲ୍‌ଟା ଭ୍ୟାରିଏଣ୍ଟ ପ୍ରଥମ ମୃତ୍ୟୁ ହୋଇଛି। ଜଣେ ୮୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ସେ ଡେଲ୍‌ଟା ଭ୍ୟାରିଏଣ୍ଟରେ ପଜିଟିଭ୍ ହେବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ମହାରାଷ୍ଟ୍ର…

୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ୍ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି।…
ବ୍ରେକିଂ