Daily Archives

June 26, 2021

ରାଉରକେଲା: ଖେଳୁଥିବା ବେଳେ କେନାଲରେ ବୁଡ଼ି ୨ ଶିଶୁ ମୃତ

ରାଉରକେଲା: ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଖେଳୁଥିବା ବେଳେ କେନାଲରେ ବୁଡ଼ି ୨ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତ ଶିଶୁ ଦୁହେଁ  ଲୁଙ୍ଗେଇ ବସ୍ତି କେନାଲପଡାର ଅନିସ ଟପ୍ପୋ (୪) ଓ ତ୍ରିଦେବ ମହାନନ୍ଦିଆ (୨)। ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କ ଶବ ଜବତ…

ଦେଶରେ ଟିକା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସନ୍ତୁଷ୍ଟ

ନୂଆଦିଲ୍ଲୀ: ଦେଶରେ ଟିକା ସ୍ଥିତି ନେଇ ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । କେମିତି ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିବ ସେ ଦିଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପରିସ୍ଥିତିର ସମୀକ୍ଷା କରି ଟିକାକରଣ ହାରରେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ…

ମଧ୍ୟପ୍ରଦେଶରେ ରବିବାର କରୋନା କର୍ଫ୍ୟୁ ହଟିଲା

ଭୋପାଳ: ଦେଶରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ମଧ୍ୟପ୍ରଦେଶରେ ମଧ୍ୟ ନିୟନ୍ତ୍ରଣରେ ରହିଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରବିବାର କରୋନା କର୍ଫ୍ୟୁ ଆଉ ଲାଗୁହେବନି ବୋଲି ଘୋଷଣା କରିଛନ୍ତି ।…

କଟକ ମହାନଗରରୁ ୧୪୦ କରୋନା ସଂକ୍ରମିତ ଚିହ୍ନଟ, ୭୬ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱେରାଣ୍ଟିନରୁ ଓ ୪୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୫୫୦ ରେ ପହଞ୍ଚିଛି…

ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଉପରେ ଗ୍ରେନେଡ ମାଡ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ବାବରଶାହାଠାରେ CRPF ପାର୍ଟି ଉପରେ ଗ୍ରେନେଡ ମାଡ଼ । ୩ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା । ଶ୍ରୀନଗର ପୋଲିସ ଅନୁଯାୟୀ, କର୍ଲଖୁଦ ଥାନା ଅନ୍ତର୍ଗତ ବାବରଶାହରେ ସିଆରପିଏଫ ଓ ଜମ୍ମୁ କାଶ୍ମୀର ପୋଲିସକ ଜଏଣ୍ଟ ପାର୍ଟି…

ସାଇବର ଅପରାଧରୁ ପିଲାଙ୍କୁ ଦୂରେଇବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଇଣ୍ଟରନେଟ୍‍ ବ୍ୟବହାର ସମୟରେ ପିଲାମାନଙ୍କୁ ସାଇବର ଅପରାଧିଙ୍କ ଠାରୁ ଦୂରେଇ ରଖିବାରେ ଅଭିଭାବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ଅଭିଭାବକ ନୁହନ୍ତି, ଶିଶୁ ଓ ମହିଳାମାନଙ୍କୁ ଏଭଳି ଅପରାଧରୁ ଶିକାର ହେବାରୁ ଦୂରେଇ ରଖିବାକୁ ବ୍ୟାପକ ଜନସେଚତନା ଆବଶ୍ୟକ ବୋଲି…

କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାରେ ଦୋଷୀ ପୁଲିସ ଅଧିକାରୀଙ୍କୁ ୨୨ ବର୍ଷ ଜେଲ୍

ୱାଶିଂଟନ: ବହୁ ଚର୍ଚ୍ଚିତ ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ହତ୍ୟା ମାମଲାର ଆଜି ଶୁଣାଣୀ ହୋଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୋଲିସ ଅଫିସର ଡେରେକ ଚୌଭିନଙ୍କୁ ୨୨ ବର୍ଷ ୬ ମାସ ଜେଲା ଦଣ୍ଡାଦେଶ ଶୁଣାଇଛନ୍ତି ଆମେରିକା କୋର୍ଟ । ମିନିଆ ପୋଲିସର ଏହି ପୂର୍ବତନ ଅଧିକାରୀ…

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁରରେ ଏଥର ଦେଖିବେ ପାରମ୍ପରିକ କଳା ଓ ଗଣ୍ଡ ଚିତ୍ରକଳା

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବ ସ୍ଥା କରାଯାଇଛି। ରବିବାର ଅର୍ଥାତ ଜୁନ୍‌ ୨୭ ତାରିଖ ଦିନ ଦ…

ଚିତ୍ରକୋଣ୍ଡାରୁ ଚାରି ନକଲି ଡାକ୍ତର ଗିରଫ

ମାଲକାନଗିରି: ସ୍ୱାଭିମାନ ଅଂଚଳରେ ଘୁରି ବୁଲୁଛନ୍ତି ନକଲି ଡାକ୍ତର । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରୁ ୪ ନକଲି ଡାକ୍ତରଙ୍କୁ ଗିରଫ । ଏହି ୪ ଜଣ ବିନା ଡ଼ାକ୍ତରୀ ଡିଗ୍ରି କିମ୍ବା ଲାଇସେନ୍ସ ନଥାଇ ଚିତ୍ରକୋଣ୍ଡା ସମେତ ସ୍ୱାଭିମାନ ଅଂଚଳରେ ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା…

ରାଜ୍ୟ ପୋଲିସ ବିଭାଗରେ ୩୯ ଖେଳାଳୀଙ୍କୁ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ନିଯୁକ୍ତି ମିଳିଛି । ୩୯ କ୍ରୀଡ଼ାବିତଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ମଧ୍ୟରୁ ୩୦ ଜଣ ମହିଳା ଥିବା ବେଳେ ୯ ଜଣ ପୁରୁଷ ରହିଛନ୍ତି । ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଜଣ କ୍ରୀଡ଼ାବିତ…
ବ୍ରେକିଂ