Daily Archives

June 27, 2021

କରୋନା ମୁକାବିଲାରେ ଗୁରୁପ୍ରସାଦ ମହାପାତ୍ରଙ୍କ କର୍ତବ୍ୟକୁ ମନେପକାଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜର ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶା ମାଟିର ଦକ୍ଷ ପ୍ରଶାସକ ସ୍ୱର୍ଗତ ଡା. ଗୁରୁପ୍ରସାଦ ମହାପାତ୍ରଙ୍କ କୋଭିଡ୍ ମୁକାବିଲାରେ ତାଙ୍କର କାମ ପ୍ରତି ଥିବା ନିଷ୍ଠା, କର୍ତବ୍ୟ ଓ ପ୍ରତିବଦ୍ଧତାର ସ୍ମୃତିଚାରଣ କରି ତାଙ୍କୁ ସଠିକ୍…

ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

 ଭୁବନେଶ୍ୱର : ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କର ପରଲୋକ । ଆଜି ସନ୍ଧ୍ୟା ୭ଟା ବେଳେ ଭୁବନେଶ୍ୱର ଉପକଣ୍ଠ ଯାଁଳା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଏମ୍ସ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା…

IAS ସ୍ତରରେ ବଡ ଧରଣର ଅଦଳବଦଳ

 ଭୁବନେଶ୍ୱର: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ପୂର୍ବତନ ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀଙ୍କୁ ଡବ୍ଲୁଓଡିସିର ସିଇଓ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିବା ଆଇଏସ୍‌ ଡ. ୱାଇ ବିଜୟଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ…

କଟକ ମହାନଗରରୁ ୧୦୨ କରୋନା ସଂକ୍ରମିତ ଚିହ୍ନଟ, ୧୧୨ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱେରାଣ୍ଟିନରୁ ଓ ୩୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୬୫୨ ରେ ପହଞ୍ଚିଛି…

ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର କିଛି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟର ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର…

ଯାଜପୁରରେ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ବଡଧରଣର ସଫଳତା । ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି ମୋବାଇଲ ସହ…

ଆଜି ଓଡିଶାରୁ ୩୫୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୩ ହଜାର ୫୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୨୨, କଟକରୁ ୪୨୭, ଯାଜପୁରରୁ ୩୪୬, ବାଲେଶ୍ବରରୁ ୨୬୨, ପୁରୀରୁ ୧୧୩, ଭଦ୍ରକରୁ ୧୫୮,…

ମାଟି ଅତଡା ଖସି ୨ମୃତ

ଗଂଜାମ : ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ରାସ୍ତା କାମ ଚାଲିଥିବା ବେଳେ ଦୁର୍ଘଟଣା । ଘୋଡ଼ାହାଡ଼ ଡ୍ୟାମ ନିକଟ ବନ୍ଧ ହୁଡା କାମ ଚାଲିଥିଲା ବେଳେ ମାଟି ଅତଡା ଧସିବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି । ଗୁରୁତର ୩ ଜଣଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ…

ଶେଫାଳୀ ବର୍ମାଙ୍କ ନୂଆ ରେକର୍ଡ

ନୂଆଦିଲ୍ଲୀ  :  ନୂଆ ରେକ୍ରଡ କଲେ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ଶେଫାଳୀ ବର୍ମା। ୧୭ ବର୍ଷ ବୟସର ଏହି ଯୁବ ଖେଳାଳି ଇଂଲଣ୍ଡ ବିପକ୍ଷ ଦିନିକିଆରେ ପଦାର୍ପଣ କରିଛନ୍ତି। ଏଥିସହ ତିନି ଫର୍ମାଟ୍‌ରେ ସବୁଠୁ କମ ବୟସରେ ଡେବ୍ୟୁ କରିବାରେ ପ୍ରଥମ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।…

କାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟକାରିଣୀ ଦଳୀୟ ସମ୍ବିଧାନର ବିଧି ବ୍ୟବସ୍ଥାରେ ପ୍ରତି ୩ ମାସରେ ଥରେ ଅନୁଷ୍ଠିତ ହୁଏ । ତେବେ ବର୍ତ୍ତମାନ କରୋନା କର୍ଫ୍ୟୁ ଥିବାରୁ ଡିଜିଟାଲ ମାଧ୍ୟମରେ ଏହି କାର‌୍ୟ୍ୟକ୍ରମ ହେବ । ଏଥିରେ ଓଡିଶାର…
ବ୍ରେକିଂ