Daily Archives

June 28, 2021

ମାଲକାନଗିରିରୁ ପୁଣି ୪ ନକଲି ଡାକ୍ତର ଗିରଫ

ମାଲକାନଗିରି: ନକଲି ଡାକ୍ତରଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ମାଲକାନଗିରି ଜିଲ୍ଲା । ଗତକିଛି ଦିନ ହେଲେ ବିଭିନ୍ନ ବ୍ଲକରୁ ନକଲି ଡାକ୍ତରଙ୍କୁ ଠାବ କରି ଗିରଫ କରିଛି ପୋଲିସ । ମାଲକାନଗିରି ଆଦର୍ଶ ଥାନା ଅଞ୍ଚଳରୁ ୪ ଜଣ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ…

କଟକ ମହାନଗରରୁ ୧୧୦ କରୋନା ସଂକ୍ରମିତ ଚିହ୍ନଟ, ୧୨୬ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଜଣ କ୍ୱେରାଣ୍ଟିନରୁ ଓ ୨୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୭୬୨ ରେ ପହଞ୍ଚିଛି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାଆ-ଝିଅ ମୃତ,ବାପା-ପୁଅ ଗୁରୁତର

ଜଳେଶ୍ୱର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମାଆ-ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ,ବାପା-ପୁଅ ଗୁରୁତର ହୋଇଛନ୍ତି । ଗୁରୁତର ଆହାତ ଥିବା ବାପା-ପୁଅଙ୍କୁ ବାଲେଶ୍ଵର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ମୃତକ ମା ଓ ଝିଅ ହେଲେ ରେଣୁକା ମହାପାତ୍ର ଓ ହିମାଂଶି ମହାପାତ୍ର…

କ୍ରିସ୍ପି ମିଠା ପୁରୀ

ଆବଶ୍ୟକ ସାମଗ୍ରୀ  ମଇଦା, ବେସନ, ଲୁଣ, ଚିନି, ଗୁଜୁରାତି ପାଉଡର, ନଡିଆ କୋରା, ତେଲ, ଉଷୁମ ପାଣି  । ପ୍ରସ୍ତୁତି ପ୍ରଣାଳୀ   ମଇଦା ଏବଂ ଅଳ୍ପ ବେସନ ନେଇ ସେଥିରେ, ଚିନି, ଲୁଣ, ନଡିଆ କୋରା, ଗୁଜୁରାତି ପାଉଡର ଏବଂ ତେଲ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଅଳ୍ପ ଅଳ୍ପ…

କାଶ୍ମୀରର ସୋପିଆନରୁ ଏଲଇଟିର ଟପ କମାଣ୍ଡର ନଦୀମ ଅବରାର ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ବଜାରରେ ଆତଙ୍କବାଦୀ ଆକ୍ରମଣର ବଡ ଷଡଯନ୍ତ୍ର ପଣ୍ଡ ହୋଇଛି । କାଶ୍ମୀରର ସୋପିଆନରୁ ସୋମବାର ଗିରଫ ହୋଇଛି ଜଣେ ଆତଙ୍କବାଦୀ । ସୂଚନା ଅନୁଯାୟୀ, ଆତଙ୍କୀ ସଙ୍ଗଠନ ଲସ୍କର ଏ ତୋଇବା ବଡ ଆକ୍ରମଣର ନେଇ ଷଡଯନ୍ତ୍ର କରିଥିଲା । ଟାର୍ଗେଟରେ ରହିଥିଲା ଜନଗହଳିପୂର୍ଣ୍ଣ…

ସାଢେ ଚାରି କୋଟି ଓଡ଼ିଆଙ୍କ ଜୀବନରେ ମୂଳ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ: ଧର୍ମନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ଚୁଆଲ ମୋଡର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସହ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ସାମିଲ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା । ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟିର ସହାୟତା ଘୋଷଣା ହୋଇଥିବା ବେଳେ କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଲୋନ ଗ୍ୟାରେଣ୍ଟି ଦିଆଯାଇଛି ।…

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଶ୍ରୀ ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ମଙ୍ଗରାଜ ଜଣେ ଅଭିଜ୍ଞ ସାମ୍ବାଦିକ ଏବଂ ବିଭିନ୍ନ କ୍ଷେତ୍ରରେ ତାଙ୍କର ଦକ୍ଷତା…

ତେଲେଙ୍ଗାନା ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଦଳିତ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

ହାଇଦ୍ରାବାଦ: କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଗରିବ ଏବଂ ଦିନ ମଜୁରିଆ ଶ୍ରେଣୀର ଲୋକେ କାମଧନ୍ଦା କିଛି ପାଉନଥିବା ଦେଖିବାକୁ ମିଳୁଛି। ଏହାରି ଭିତରେ ରାଜ୍ୟ ସରକାର ଗରିବ ଦଳିତ ପରିବାରଙ୍କୁ ସଶକ୍ତ କରିବା ପାଇଁ ସଶକ୍ତିକରଣ ଯୋଜନା ନେଇଆସିଛନ୍ତି। ତେଲେଙ୍ଗାନା…

ଦେଶରେ ବର୍ତ୍ତମାନ ସୁଦ୍ଧା ୪୦ ହଜାର ୮୪୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୪୦ ହଜାର ୮୪୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୨୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୋମବାର ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ…
ବ୍ରେକିଂ