Daily Archives

June 29, 2021

ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ରୋଗୀ ବୁହା ହେଲା

ବାଙ୍କୀ: ସ୍ୱାଧୀନତାର ୭୪ ବର୍ଷ ବିତିଥିଲେ ମଧ୍ୟ ଏବେବି ଗାଁକୁ ନାହିଁ ପକା ରାସ୍ତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ପଞ୍ଚାୟତ ସ୍ଥିତ ତାରପୁର ଶବରସାହି ଗାଁରେ। ଟିକିଏ ଅସାବଧାନତା ହେଲେ ପଡି ଯିବାର ସମ୍ଭାବନା ରହିଛି । ଫଳରେ…

କଟକ ମହାନଗରରୁ ୭୫ କରୋନା ସଂକ୍ରମିତ ଚିହ୍ନଟ, ୧୦୩ ସୁସ୍ଥ

କଟକ:  କଟକ ମହାନଗରରୁ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଆଜି ୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ କ୍ୱେରାଣ୍ଟିନରୁ ଓ ୨୦ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ…

ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡ଼ସିଂଙ୍କ ପରଲୋକ

ଭୁବନେଶ୍ୱର : ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡ଼ସିଂଙ୍କ ପରଲୋକ ହୋଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ନବେ ଦଶକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଥିଲେ ଉପେନ୍ଦ୍ର ।…

ଆଜି ଓଡିଶାରୁ ୩୫୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଧିରେ ଧିରେ ଖସୁଛି କୋରାନା ଗ୍ରାଫ୍। ଆଜି ରାଜ୍ୟରୁ ଆଉ ୩ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । Another 3520 Covid patients have recovered and are being discharged…

ଜରୁରିକାଳୀନ ବ୍ୟବହାର ପାଇଁ ମଡର୍ଣ୍ଣା ଟିକାକୁ ଅନୁମତି

ନୂଆଦିଲ୍ଲୀ: ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା ଆମେରିକୀୟ କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କରୋନା ଟିକା । ଏହାକୁ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ) ମଙ୍ଗଳବାର ଅନୁମତି ପ୍ରଦାନ କରିଛନ୍ତି। ମୁମ୍ବଇ ସ୍ଥିତ ଫାର୍ମା କମ୍ପାନୀ ସିପ୍ଲା…

ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ୍ ନିୟମ କଡାକଡି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର:  ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର:  ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ ବୋଲି  ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ହସ୍ପିଟାଲ ଉଦ୍‌ଘାଟନ କରିବା…

ଆଜି ଭୁବନେଶ୍ୱରରୁ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୪୦ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଗ୍ରାଫ ଧିରେ ଧିରେ ଖସୁଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଛି । କିନ୍ତୁ  ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୩୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଶୁଭେନ୍ଦୁ ସ୍ୱାଇଁକୁ ନୂତନ ମୁଖ୍ୟ ମହାଡାକପାଳ ଦାୟିତ୍ୱ

ଭୁବନେଶ୍ୱର: ଶୁଭେନ୍ଦୁ ସ୍ୱାଇଁକୁ ନୂତନ ମୁଖ୍ୟ ମହାଡାକପାଳ ଦାୟିତ୍ୱ । ଶ୍ରୀ ସ୍ୱାଇଁ ୧୯୯୦ ବ୍ୟାଚର ଭାରତୀୟ ଡାକ ସେବା ଅଧିକାରୀ । ସେ ଏହା ପୂର୍ବରୁ ମଧ୍ୟପ୍ରଦେଶ,ଜାମ୍ମୁ ଓ କାଶ୍ମୀର,ଦିଲ୍ଲୀ , ତାମିଲନାଡୁ,ବିହାର ଏବଂ ଆଲ୍ଲାହାବାଦରେ ବିଭିନ୍ନ ପଦବୀରେ ଅଧିଷ୍ଠିତ ଥିଲେ । ସେହିପରି…

ସ୍କୁଟିକୁ ଧକ୍କା ଦେଲା ଟ୍ରକ ୨ ମୃତ

ରାୟଗଡ଼ା: ସ୍କୁଟିକୁ ଧକ୍କା ଦେଲା ଟ୍ରକ । ସ୍କୁଲଛାତ୍ରୀଙ୍କ ସମେତ ୨ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା-ବିଶାଖାପାଟଣା ରାସ୍ତାର ମଝିଘରିଆଣି ମନ୍ଦିର ବ୍ରିଜ୍ ନିକଟରେ । ମୃତକ ହେଲେ ଇନ୍ଦୁ ତାଡିଙ୍ଗ୍ (୬) ଓ ସନ୍ତୋଷ ତାଡିଙ୍ଗ୍ (୩୫) । ସେହିପରି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ…
ବ୍ରେକିଂ