Monthly Archives

June 2021

କଟକ ମହାନଗରରୁ ୧୧୧ କରୋନା ସଂକ୍ରମିତ ଚିହ୍ନଟ, ୧୧୭ ସୁସ୍ଥ

କଟକ: କଟକ ମହାନଗରରୁ ଆଜି ୧୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ କ୍ୱେରାଣ୍ଟିନରୁ ଓ ୨୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୯୪୮ ରେ ପହଞ୍ଚିଛି ।…

ଆଜି ଭୁବନେଶ୍ୱରରୁ ୪୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୭୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୪୧୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୨୮୭ ଜଣ । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ…

ମାଟିତଳୁ ନିଖୋଜ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର,୬ ଗିରଫ

ଦେବାସ: ପରିତ୍ୟକ୍ତ କ୍ଷେତରୁ ମିଳିଲା ନିଖୋଜ ହୋଇଯାଇଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ । ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଘଟିଥିବା ଏହି ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।  ଏମାନଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପରେ…

ଜୁଲାଇ ୨୩ ରେ ହଙ୍ଗାମା ୨ ମୁକ୍ତିଲାଭ କରିବ

ମୁମ୍ବାଇ: ଖୁବଶୀଘ୍ର ମୁକ୍ତିଲାଭ କରିବ ଶିଳ୍ପା ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ଅଭିନୀତ ହଙ୍ଗାମା ୨ ଫିଲ୍ମ ।  ଜୁଲାଇ ୨୩ ରେ ଡିସ୍ନି + ହଟଷ୍ଟାରରେ ମୁକ୍ତିଲାଭ କରିବେ। ଏ ନେଇ ଏହି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଖବର ଘୋଷଣା କରିବା ସହିତ ହଙ୍ଗାମା ୨…

ନଦୀରେ ଗାଧୋଉଥିବା ବେଳେ ୩ ସାଙ୍ଗ ଭାସିଗଲେ

ଜଗତସିଂହପୁର: ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ । ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଏରାଗାରୀ ଠାରେ ଘଟିଛି ଏଭଳି ଅଘଟଣ । ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । ସୂଚନାମୁତାବକ ବୁଧବାର ଅଭିନା ମଲ୍ଲିକଙ୍କ ପୁଅ ସୁମନ ମଲ୍ଲିକ ନିଜ ସାଙ୍ଗ ଦୁଇ…

ଖୋର୍ଦ୍ଧା ରୋଡ୍ ଏବଂ ଉଦନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ଖୋର୍ଦ୍ଧା ରୋଡ୍ ଏବଂ ଉଦନା (ସୁରଟ) ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା…

ରାଜ୍ୟରେ ପିସିଭି(୧୦) ଟୀକାକରଣ ଶୁଭାରମ୍ଭ

ଝାରସୁଗୁଡାତା : ନିମକୋକାଲ ରୋଗରୁ ରକ୍ଷା ପାଇବା ପାଇଁ ଆଜିଠାରୁ ରାଜ୍ୟରେ ପିସିଭି (୧୦) ଟୀକାକରଣ ଆରମ୍ଭ  । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ତେବେ ଏହା ୫ ବର୍ଷରୁ କମ ବୟସର ଶିଶୁମାନଙ୍କୁ ଏହି ଟୀକା ପ୍ରଦାନ କରାଯିବ । ସେହିପରି କମ ରୋଗ ପ୍ରତିରୋଧକ ଶକ୍ତି…

ବଜ୍ରାଘାତରେ ବାପା ମୃତ ,ଝିଅ ଗୁରୁତର ଆହତ

ଗୁଣପୁର: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଲାଉଗୁଡାରେ ବଜ୍ରଘାତ । ବାପାର ମୃତ୍ୟୁ ଘଟି ଥିବାବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଲାଉ ଗୁଡା ଗାଁର ଅନନ୍ତ ଶବର ବୋଲି ଜଣାପଡିଛି । ଝିଅ ମାଲେଶ୍ୱରୀ ଆହତ ହୋଇ ଥିବା ଜଣାପଡ଼ଛି । ସୂଚନାମୁତାବକ ଲାଉଗୁଡା ନିକଟସ୍ଥ ଡଙ୍ଗରରେ…

କାର ଧକ୍କାରେ ଜଣେ ମୃତ

ବୌଦ୍ଧ: କାର ଧକ୍କାରେ ଜଣେ ମୃତ । ବୌଦ୍ଧ ଥାନା ଅନ୍ତର୍ଗତ ବୁଟୁପାଲି ୫୭ ନମ୍ବର ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ବୁଟୁପାଲିର ଡିଙ୍ଗର ମେହେର। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ପଟୁ ଏକ ଲାଲ ରଙ୍ଗର କାର ଆସୁଥିଲା। ୫୭ନମ୍ବର ଜାତୀୟ ରାଜପଥ…

ଜୁଲାଇ ୧୬ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍‌ ଅବଧି ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୧୬ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ୍‌ ଅବଧି ବୃଦ୍ଧି । ଜୁଲାଇ ଗାଇଡଲାଇନ୍‌ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ୨୦ଟି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ସବୁ ଦୋକାନ ଖୋଲିବ। ରାଜ୍ୟରେ କରୋନା…
ବ୍ରେକିଂ