Daily Archives

July 1, 2021

ରାଜ୍ୟରେ ବସ୍ ଭଡା ବୃଦ୍ଧି, ଆଜିଠୁ ବର୍ଦ୍ଧିତ ଦର ଲାଗୁ

ଭୁବନେଶ୍ୱର : କରୋନା କଟକଣା ଆଂଶିକ କୋହଳ କରାଯିବା ସହିତ ୨୦ଟି ଜିଲ୍ଲାରେ ବସ୍ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ସେପଟେ ବସ ସେବା ଆରମ୍ଭ ହେବା ପୂର୍ବରୁ ରାଜ୍ୟରେ ଯାତ୍ରୀ ବସ୍ ଭଡା ବୃଦ୍ଧି ପାଇଛି । ଅଟୋମେଟିକ ମେକାନିଜମ ଆଧାରରେ ବସ ଭଢା ବୃଦ୍ଧି ହୋଇଛି ।…

ହଙ୍ଗାମା-୨ ର ଟ୍ରେଲର ରିଲିଜ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ କମେଡି ଫିଲ୍ମ ହଙ୍ଗାମା-୨ ର ଟ୍ରେଲର ରିଲିଜ ହୋଇଛି । ଖୁବ୍ ହସ ମଜାକରେ ଭରପୁର ଏହି କମେଡି ଫିଲ୍ମରେ ଶିଳ୍ପାଙ୍କ ସହ ପରେଶ ରାୱଲ, ମିଜାନ ଜାଫରି, ଆଶୁତୋଷ ରାଣା ତଥା ପ୍ରଣିତା ସୁଭାଷ ମୁଖ୍ୟ ଭୂମିକାରେ ନଜର ଆସିବେ । ଟ୍ରେଲରଟି ବହୁତ ମଜାଦାର ରହିଛି…

କୃଷକ ଆନ୍ଦୋଳନରୁ ନଜର ହଟାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ…

ଚୋର ଧରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ

ଜଗତସିଂହପୁର: ଚୋର ଧରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ। ସୂଚନା ମୁତାବକ ଗାଁ ମନ୍ଦିରର ଗ୍ରାମ ଦେବତୀଙ୍କ ମନ୍ଦିରରୁ ଗତକାଲି ବିଲମ୍ବିତ ରାତିରେ କେହି…

କୃଷିମନ୍ତ୍ରୀଙ୍କ ଦ୍ୱାରା ଫସଲବୀମା ଯୋଜନା ପ୍ରଚାର ଗାଡ଼ିର ଶୁଭାରମ୍ଭ

ଭୁବନେଶ୍ୱର: ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା…

କଟକ ମହାନଗରରୁ ୮୬ କରୋନା ସଂକ୍ରମିତ ଚିହ୍ନଟ, ୬୯ ସୁସ୍ଥ

କଟକ: କଟକ ମହାନଗରରୁ ଧିରେ ଧିରେ ତଳ ମୁହାଁ ହେଉଛି ମହାମାରୀ କରୋନା ।  ଆଜି କଟକରୁ  ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୮ ଜଣ କ୍ୱେରାଣ୍ଟିନରୁ ଓ ୩୮ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ…

ଜୁଲାଇ ୩୦ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ତଥା ମାଟ୍ରିକ ପରୀକ୍ଷା ପାଇଁ ଅଫଲାଇନ ପରୀକ୍ଷା ଜୁଲାଇ ୩୦ରୁ ଆରମ୍ଭ ହେବ। ଏହି ଅଫଲାଇନ ପରୀକ୍ଷା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୫ରୁ ୧୪ ପର୍ଯ୍ୟନ୍ତ ମାଟ୍ରିକ ଅଫଲାଇନ ପରୀକ୍ଷା ଦେବା ପାଇଁ…

ଆଜି ଓଡିଶାରୁ ୩ ହଜାର ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୩ ହଜାର ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୫୧୭, ଖୋର୍ଦ୍ଧାରୁ ୩୯୭, ବାଲେଶ୍ବରରୁ ୨୮୯, ଯାଜପୁରରୁ ୨୫୯, ଭଦ୍ରକରୁ ୧୮୫, ମୟୂରଭଞ୍ଜରୁ ୧୭୩,…

ଭୁବନେଶ୍ୱର ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୬୩ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୫୬୩ କୁ…

ଯୋଜନା ଓ ସଂଯୋଜନ ବିଭାଗରେ ୫୬ ବରିଷ୍ଠ ଇକୋନୋମିକ ଇନଭେଷ୍ଟିଗେଟରଙ୍କୁ ନିଯୁକ୍ତି

 ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗରେ ବରିଷ୍ଠ ଇକୋନୋମିକ ଇନଭେଷ୍ଟିଗେଟରଙ୍କୁ ନିଯୁକ୍ତି । କାର୍ଯ୍ୟରେ ଯୋଗଦେଲେ ୫୬ ବରିଷ୍ଠ ବିତ୍ତୀୟ ଅନୁସନ୍ଧାନକାରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସମତୁଲ ଆଞ୍ଚଳିକ ବିକାଶରେ ଗୋଷ୍ଠୀର ଯୋଗଦାନକୁ ଗୁରୁତ୍ୱ ଦେଇଆସୁଛନ୍ତି ।…
ବ୍ରେକିଂ