Daily Archives

July 1, 2021

ମାଲକାନଗିରି ମୋଟୁରେ ନୂଆ ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ମାଲକାନଗିରି:  ମାଲକାନଗିରି ଜିଲ୍ଲା ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଗସ୍ତ କଲେ ନୂତନ ଜିଲ୍ଲାପାଳ ବିଶାଲ ସିଂ । ପ୍ରଥମ ଥର ପାଇଁ ଗସ୍ତ କରି ପ୍ରବାସୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ଲାଗି କେନ୍ଦ୍ରରେ ନିୟୋଜିତ ଅଧିକାରୀ ମାନଙ୍କ ସହ…

ୟୁରୋପୀୟ ଦେଶରେ କୋଭିସିଲ୍ଡ ଟିକାକୁ ଗ୍ରୀନ ପାସ୍

ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତି ଟିକାକୁ ୟୁରୋପୀୟ ଦେଶରେ ମିଳିଲା ମଞ୍ଜୁରୀ । ୟୁରୋପିଆନ ୟୁନିୟନର ୭ଟି ଦେଶ ସମେତ ସୁଇଜରଲ୍ୟାଣ୍ଡରେ ବି କୋଭିସିଲଡ ଟିକାକୁ ଡିଜିଟାଲ ସାର୍ଟିଫିକେଟ ପାଇଁ ମଞ୍ଜୁରୀ ମିଳିଛି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତ କରିଥିବା ଟିକା କୋଭିସିଲଡକୁ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ଫଣ୍ଡକୁ ଗଲ୍ଫ ଓଡ଼ିଆ ଆସୋସିଏସନ ପକ୍ଷରୁ ଆର୍ଥିକ ସହାୟତା

 ଭୁବନେଶ୍ୱର : କରୋନା ମହାମାରୀର ଦ୍ୱିତୀୟ ଲହର ସାରାବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ, ସଟଡାଉନ ଜାରି ରଖିଛନ୍ତି। କରୋନାର ଦ୍ୱିତୀୟ ଲହରକୁ ପରାସ୍ତ କରିବାରେ ଓଡ଼ିଶାରେ ଉଦ୍ୟମ ଅବ୍ୟାହତ ରହିଛି। ଗୁରୁତ୍ଵପୁର୍ଣ ବିଷୟ ହେଉଛି ଏଠାରେ ଓଡ଼ିଆ…

୫ ଲକ୍ଷ ଟଙ୍କାରେ ଗୋଲଡେନ ବାବା ମନୋଜ ସେନଗାରଙ୍କ ସୁନା ମାସ୍କ

କାନପୁର: ଦେଶରେ ମହାମାରୀ କରୋନା ପ୍ରକୋପ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମହାମାରୀଠାରୁ ଦୂରେଇ ରହିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାକୁ ନଜର ରଖି ସୁନାରେ ଏକ ମାସ୍କ ତିଆରି କରିଛନ୍ତି ମନୋଜ ସେନଗାର ବା ମନୋଜଆନନ୍ଦ ମହାରାଜ । ଯେ କି ଗୋଲଡେନ…

କରୋନା ୨ୟ ଲହରରେ ୮୦୦ ଡାକ୍ତରଙ୍କ ମୃତ୍ୟୁ

 ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ଲହରରେ ପ୍ରାୟ ୮୦୦ ଡାକ୍ତରଙ୍କ ଜୀବନ ଯାଇଛି। ପ୍ରଥମ ଓ ୨ୟ ତରଙ୍ଗରେ ପ୍ରାୟ ୧୫୦୦ରୁ ଅଧିକ ଡାକ୍ତରଙ୍କ ପ୍ରାଣହାନୀ ଘଟିଛି। ଆଜି ଜାତୀୟ ଡାକ୍ତର ଦିବସରେ ଏଭଳି ତଥ୍ୟ ଆଇଏମଏ ପକ୍ଷରୁ ସୂଚନା ମିଳିଛି। ଏହି ଡାକ୍ତରଙ୍କ ମଧ୍ୟରେ କର୍ଣ୍ଣାଟକରେ ୫ ମାସ…

ଫ୍ରେଟ୍ ଲୋଡିଂରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ଶୀର୍ଷ ସ୍ଥାନ ହାସଲ

ଭୁବନେଶ୍ୱର: କୋଭିଡ-19ର ଦ୍ଵିତୀୟ ଲହର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଜୁନ୍ 2021 ମସିହାରେ ମାଲ ପରିବହନରେ ଭାରତୀୟ ରେଳବାଇ ରେ ଶୀର୍ଷ ସ୍ଥାନ ହାସଲ କରିଛି। ଜୁନ୍ -2021 ରେ ଏହି ମଣ୍ଡଳ 12.74 ମିଲିୟନ୍ ଟନ୍ ମାଲ ପରିବହନ କରିଛି,…

ନକଲି ଔଷଧ କାରବାର ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ତଦନ୍ତ ପାଇଁ ତେଜୁଛି ଦାବି । ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଛି । ସିବିଆଇ ନିର୍ଦ୍ଦେଶକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି…

ତୃତୀୟ ଲହର ପୂର୍ବରୁ ଟୀକାକରଣ ସାରିବାକୁ ସରକାରଙ୍କ ଲକ୍ଷ୍ୟ: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଟିକାର ଘୋର ଅଭାବ ଦେଖିବାକୁ ମିଳିଛି । ଫଳରେ ଅନେକ ଜିଲ୍ଲାରେ ବନ୍ଦ ରହିଛି ଟୀକାକରଣ । ତଥାପି ମହାମାରୀର ୩ୟ ଲହର ପୂର୍ବରୁ ରାଜ୍ୟରେ ଟୀକାକରଣକୁ ଶେଷ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।…

ନୟାଗଡ଼ ପୋଲିସ କବଜାରେ ତିନି କୁଖ୍ୟାତ ଡକାୟତ

ନୟାଗଡ଼: ନୟାଗଡ଼ ପୋଲିସ କବଜାରେ ତିନି କୁଖ୍ୟାତ ଡକାୟତ । ଏମାନଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ  କରିଛି । ଗତ ୨୧ ତାରିଖ ସକାଳରେ ରଣପୁର ଥାନା ସଂଖେଇ ଗ୍ରାମର ବ୍ୟବସାୟୀ ଅରୁଣ କୁମାର ସାହୁ ବାଇକ ଯୋଗେ ଯାଉଥିବାବେଳେ ତିନି ଜଣ ଡକାୟତ ମାରଣାସ୍ତ୍ର ଦେଖାଇ…

ଭୁବନେଶ୍ୱର ଏମ୍ସରେ ECMO ମେସିନ ପହଞ୍ଚିଲା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଛି ଏକମୋ (ECMO) ମେଶିନ। ଜୁଲାଇ ୧୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ। ଏପରି କି ଖୁବ ଶୀଘ୍ର ଦ୍ୱିତୀୟ ଏକମୋ ମେଶିନ ଆସିବ ବୋଲି ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି। ଏକମୋ ମେଶିନ ନ ଥିବାରୁ ରୋଗୀ ହଇରାଣ ହେଉଥିଲେ।…
ବ୍ରେକିଂ