Daily Archives

July 2, 2021

କଟକ ମହାନଗରରୁ ୧୩୯ କରୋନା ସଂକ୍ରମିତ ଚିହ୍ନଟ, ୯୧ ସୁସ୍ଥ

କଟକ:  କଟକ ମହାନଗରରୁ ଆଜି ୧୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱେରାଣ୍ଟିନରୁ ଓ ୪୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୧୭୩ ରେ ପହଞ୍ଚିଛି…

ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ଶିଶୁ ସ୍ୱାସ୍ଥ୍ୟ ନେଇ ଡାକ୍ତରମାନଙ୍କୁ ତାଲିମ  ଦିଆଯିବ।  ଏହି ଅବସରରେ…

ଚଳିତ ରବି ଋତୁରେ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ ଟନ୍‌ ଧାନ ସଂଗ୍ରହ

ଭୁବନେଶ୍ୱର :  ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ରବିଋତୁରେ ମୋଟ ୧୪ ଲକ୍ଷ ୪୪ ହଜାର ୧୨୧ ମେଟ୍ରିକ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ରବିଧାନ ବିକ୍ରି ନିମନ୍ତେ ନାମ ପଂଜୀକୃତ କରିଥିବା ଓ ଯାଞ୍ଚ କରାଯାଇଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ଚାଷୀ ସେମାନଙ୍କ ରବିଧାନ…

ଇସ୍ତଫା ଦେଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂ ରାୱତ

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ୍ ସିଂ ରାୱତ । ଶପଥ ନେବାର ୬ ମାସ ପୂରଣ ହୋଇନଥିଲେ ହେଁ ରାୱତ ନିଜ ପଦରୁ ଇସ୍ତଫା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଥିବା ଜଣାପଡିଛି । ତ୍ରିଭେନ୍ଦ୍ର ସିଂ ରାୱତ ଇସ୍ତଫା ଦେବା…

ଭୁବନେଶ୍ୱରରୁ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୩୫୩ ସୁସ୍ଥ

 ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୪ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦…

ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ : ଗର୍ଭବତୀ ମହିଳା ଏଣିକି ନେଇ ପାରିବେ କୋଭିଡ୍‍ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ପାଇଁ ଗଠିତ ଜାତୀୟ ବୈଷୟିକ ପରାମର୍ଶ ଦଳର ସୁପାରିସ ପରେ ଗର୍ଭବତୀ ମହିଳାଙ୍କୁ କୋଭିଡ୍‍ ଟିକା ନେବାପାଇଁ ଅନୁମତି ପ୍ରଦାନ କରିଛି। ଏହାପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ…

ଆଜି ଓଡିଶାରୁ ୩ ହଜାର ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୩ ହଜାର ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି। ଆଜି କଟକ ଓ ଖୋର୍ଦ୍ଧାରୁ ସର୍ବାଧିକ ୪୬୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୨୬୭, ବାଲେଶ୍ବରରୁ ୨୪୬,…

ଗଂଜାମ ଜିଲ୍ଲାରେ କୋଭାକ୍ସିନ ଟିକା ଦିଆଯିବ

ଭୁବନେଶ୍ୱର: ଭୁବନେଶ୍ୱର ଭଳି ଗଂଜାମ ଜିଲ୍ଲାରେ କୋଭାକ୍ସିନ ଟିକା ଦିଆଯିବ । ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ଓ ବିଇଏମସି କମିଶନରଙ୍କୁ ଚିଠି କରାଯାଇଛି । ଚିଠି ଲେଖି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ…

ବିଧାୟକ ବ୍ୟୋମକେଶ ରାୟଙ୍କ ଦ୍ୱିତୀୟ ବିବାହ

 ଭଦ୍ରକ: ବିବାହ ବନ୍ଧନରେ ଆବନ୍ଧ ହେଲେ ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓରଫ ବାପି। ବୈବାହିକ ଜୀବନର ଦ୍ୱିତୀୟ ଇନିଂସ ସେ ପୁଣି ଥରେ ଆରମ୍ଭ କରିଛନ୍ତି । ଆଜି ପାରମ୍ପରିକ ରୀତିନୀତି ଅନୁସାରେ ରାଜ୍ୟର ଏକ ପ୍ରସିଦ୍ଧ ୱେଡିଂ ଡେଷ୍ଟିନେସନ (ଚିଲିକାସ୍ଥିତ ଏହି…

ବିବାହ ଉତ୍ସବରେ କୋଭିଡ ନିୟମ ଉଲଂଘନ , ୫୦ ହଜାର ଟଙ୍କା ଫାଇନ

କଟକ : ଲକ ଡାଉନରେ ଚାଲିଥିଲା ବିବାହ ଉତ୍ସବ। କଟକଣାକୁ ଅମାନ୍ୟ କରି ଜୋରଦାର ଚାଲିଥିଲା ଭୋଜିପର୍ବ । ସାଙ୍ଗସାଥି ବନ୍ଧୁବାନ୍ଧବ ମାନେ ଭୋଜିଭାତ ନାଚଗୀତର ଭରପୁର ମଜା ନେଉଥିବା ବେଳେ ହଠାତ ପଶି ଆସିଥିଲେ ପ୍ରଶାସନ । ଆଉ ଚଢ଼ାଉ କରି କାଟିଥିଲେ ମୋଟା ଅଙ୍କର ଫାଇନ । କଟକ ସ୍ଥିତ…
ବ୍ରେକିଂ