Daily Archives

July 3, 2021

ବିସିସିଆଇ ପକ୍ଷରୁ ଘରୋଇ ସିଜିନର କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ :  ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆସନ୍ତା ୨୦୨୧-୨୨ ସିଜନ ପାଇଁ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜନରେ ପୁରୁଷ ଏବଂ ମହିଳାଙ୍କ ବିଭିନ୍ନ ବୟସ ବର୍ଗରେ ମୋଟ ୨୧୨୭ ଘରୋଇ ମ୍ୟାଚ୍ ଖେଳାଯିବ। ୨୦୨୧-୨୨ର ଘରୋଇ ସିଜିନ ସେପ୍ଟେମ୍ବର ୨୧ରୁ ସିନିୟର…

ବ୍ରର୍ଜପାତରେ ୨୭ ମେଣ୍ଢା ମୃତ, ଚିନ୍ତାରେ ଚାଷୀ

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତ ଖାରିଗୁଡା଼ ଗ୍ରାମରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁ ୨୭ ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି।  ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ହଠାତ୍ ବର୍ଷା ସହ ବଜ୍ରପାତ ହେବା ଫଳରେ ଏହି ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା…

ରଥଯାତ୍ରା ବେଳେ ଶ୍ରୀମନ୍ଦିରର ମରାମତି ଓ ଆଲୋକୀକରଣ ହେବ

ପୁରୀ:   ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ମରାମତି ଓ ଆଲୋକୀକରଣ ହେବ । ରତ୍ନ ସିଂହାସନର ଦସ୍ତାବିଜ ମଧ୍ୟ ପ୍ରସ୍ତୁତ କରିବାକୁ ଏଏସଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ଦସ୍ତାବିଜ ପ୍ରସ୍ତୁତ ହେବ। ଲେଜର ସ୍କାନିଂ ଜରିଆରେ ରତ୍ନ ସିଂହାସନର…

ଜୁଲାଇ ୮ରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ଵର :   ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁଲାଇ ୮ ତାରିଖରେ ଭର୍ଚୁଆଲ ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀମାନେ ସାମିଲ ହେବେ । ଜିଲ୍ଲା…

କରୋନାର ଡେଲଟା ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ : ଡବ୍ଲୁଏଚ୍‌ଓ ମୁଖ୍ୟ

ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କରୋନାର ଡେଲଟା ଭାରିଆଣ୍ଟକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି । ବିଶ୍ୱ ବର୍ତ୍ତମାନ କୋଭିଡ-୧୯ ମହାମାରୀର ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି । ଏବେ ଡେଲ୍ଟା ଭାଇରସ ସବୁଠାରୁ…

ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ

ଡେରାଡୁନ : ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଏ ନେଇ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ଖଟିମା ଆସନରୁ ବିଧାୟକ ଅଛନ୍ତି ।  ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷୀୟ ଧାମି । ୨ ଥରର…

ରଣବୀର ସିଂ ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ

ମୁମ୍ବାଇ: ବଲିଉଡର ବଡ ବଡ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ବର୍ତ୍ତମାନ ଅଭିନେତା ରଣବୀର ସିଂ ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ 'ବିଗ୍ ପିକ୍ଚର୍' ନାମକ ଏକ କୁଇଜ୍ ଶୋ ' ହୋଷ୍ଟ କରିବେ ।  ଏହି ଶୋ ’କଲର୍ସ ଟିଭିରେ ପ୍ରସାରିତ ହେବ । ଏହାର ପ୍ରଥମ ଝଲକ ଶନିବାର…

ଅସଦାଚରଣ ଅଭିଯୋଗରେ ଅଭିନେତା ପ୍ରାଚୀନ ଚୌହାନ ଗିରଫ

ମୁମ୍ବାଇ: ଏକତା କପୁରଙ୍କ ଲୋକପ୍ରିୟ ଟେଲିଭିଜନ ସିରିଏଲ୍ 'କସୌଟି ଜିନ୍ଦଗୀ କି' ଫେମ୍ ଅଭିନେତା ପ୍ରାଚୀନ୍ ଚୌହାନ୍ ଙ୍କୁ  ମୁମ୍ବାଇର ମାଲାଡ ଇଷ୍ଟ ପୋଲିସ ଗିରଫ କରିଛି। ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି। ପୀଡିତା ଅଭିନେତାଙ୍କ ବିରୋଧରେ ମାଲାଡ…

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ନକ୍ସଲ ହମଲା

ରାୟପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ନକ୍ସଲମାନେ ବଡ ଧରଣର ଆକ୍ରମଣ କରିଛନ୍ତି । ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ଏହି ଆକ୍ରମଣ ହୋଇଛି ।  ପ୍ରାୟ ହଜାରେରୁ ଅଧିକ ନକ୍ସଲ ଏହି ଆକ୍ରମଣରେ ସାମିଲ ଥିବା ସୂଚନା । ତେବେ ଖଣିର କିଛି କର୍ମଚାରୀଙ୍କୁ ନକ୍ସଲମାନେ କବ୍‌ଜାକୁ…

ଡାକ୍ତରଖାନାରେ ଭୁଲ୍ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଭୁଲ୍ ଚିକିତ୍ସା ପାଇଁ ଡାକ୍ତରଖାନାରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମେଣ୍ଢାଶାଳ ଗ୍ରାମବାସୀ । ମୃତ ମହିଳା ପ୍ରିୟଙ୍କା ପଟ୍ଟନାୟକ, କିଛି ଦିନ ତଳେ ବରମୁଣ୍ଡା ଅଂଚଳରେ…
ବ୍ରେକିଂ