Daily Archives

July 3, 2021

କୋରାପୁଟରୁ ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

 କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର ଥାନା ହାତିବାରୀ ଗ୍ରାମରୁ ୭ କ୍ୱିଣ୍ଟାଲର ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ କାରବାରରେ ଲିପ୍ତ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛନ୍ତି। ସୂଚନାନୁସାରେ , ନନ୍ଦପୁର ଏସଡିପିଓଙ୍କ ନିର୍ଦ୍ଦେଶରେ ଦୁଇଟି ଦ୍ରୁତ ଗତିରେ ଆସୁଥିବା ଭ୍ୟାନକୁ…

ବ୍ଲାକ୍‌ଫଙ୍ଗସ୍‌ ରୋଗୀଙ୍କଠାରୁ ୪୮ହଜାର ଟଙ୍କାର ସାଇବର ଠକେଇ

ଭୁବନେଶ୍ୱର: ଅନ୍‌ଲାଇନରେ ଇଞ୍ଜେକ୍ସନ ଅର୍ଡର ଦେଇ ଠକେଇର ଶିକାର ହୋଇଛନ୍ତି ଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ। ଇଞ୍ଜେକ୍ସନ ଦେବା ନାଁରେ ତାଙ୍କଠାରୁ ୪୮ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଠକ। ବ୍ଲାକ୍‌ଫଙ୍ଗସ୍‌ ଚିକିତ୍ସାରେ ଆବଶ୍ୟକ ଇଞ୍ଜେକ୍ସନ ଅଭାବ ଦେଖା ଦେଇଥିବାବେଳେ ଏହାର ସୁଯୋଗ ନେଇ…

ଗୁରୁତର ରୋଗୀଙ୍କ ପାଇଁ କୋଭାକ୍ସିନ ୯୩ ପ୍ରତିଶତ ପ୍ରଭାବୀ

ନୂଆଦିଲ୍ଲୀ: କୋଭାକ୍ସିନ କେତେ ପ୍ରଭାବୀ। ଟିକାର ତୃତୀୟ ତଥା ଶେଷ ପର୍ଯ୍ୟାୟ ଟ୍ରାଏଲ ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ କୋଭାକ୍ସିନ ୯୩ପ୍ରତିଶତ ପ୍ରଭାବୀ। ସେହିପରି ଡେଲଟା ଭ୍ୟାରିଆଣ୍ଟ ବିପକ୍ଷରେ ୬୫ପ୍ରତିଶତ…

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର। ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍‌ର ରଫାଦଫା କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ସେ ଧରାପଡ଼ିଛନ୍ତି।…

୧୫ ବର୍ଷ ପରେ ଅମିର୍ ଓ କିରନ୍ ଅଲଗା ହେଲେ

ନୂଆଦିଲ୍ଲୀ: ୧୫ ବର୍ଷ କାଳ ସାଥୀ ହୋଇ ରହିବା ପରେ ଶନିବାର ବଲିଉଡ୍ ଅଭିନେତା ଅମିର୍ ଖାନ୍ ଓ ପତ୍ନୀ କିରନ୍ ରାଓ ଅଲଗା ହେବା ନେଇ ଘୋଷଣା କରିଛନ୍ତି । ଶନିବାର ଜାରି କରିଥିବା ଏକ ବୟାନରେ ଦୁହେଁ ଏନେଇ ସୂଚନା ଦେଇଛନ୍ତି । ବୟାନରେ କହିଛନ୍ତି ଯେ, "ଏହି ୧୫ ବର୍ଷରେ ଆମେ ସାଥୀ ହୋଇ ପୂରା ଜୀବନର…

ଛାତ ଉପରେ ରଥଯାତ୍ରା ଦେଖିବା ମନା

ପୁରୀ : ଚଳିତ ବର୍ଷ କରୋନା କାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରା ପାଇଁ ନୂଆ କଟକଣା ଲାଗୁ କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରାକୁ ଭକ୍ତମାନେ ଛାତ ଉପରେ ଦେଖିପାରିବେ ନାହିଁ । ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି । ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ…

୮ ଲକ୍ଷ ଟଙ୍କାର ବିଦ୍ୟୁତ ବକେୟା ପୈଠ କରିନାହାନ୍ତି ନବଜୋତ ସିଂ ସିଦ୍ଧୁ

ଚଣ୍ଡିଗଡ : ପଞ୍ଜାବରେ ଗୁରୁତର ବିଜୁଳି ସଙ୍କଟ । ପରିସ୍ଥିତି ଏଭଳି ହୋଇଛି ଅନେକ ଅଞ୍ଚଳରେ ଦୈନିକ ପାଖାପାଖି ୧୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିବାକୁ ପଡୁଛି । ଏ ନେଇ ପଞ୍ଜାବର ପୂର୍ବତନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଦିନ ବିଦ୍ୟୁତ ସଙ୍କଟର ସମାଧାନ ପାଇଁ ପ୍ରସ୍ତାବ…

ଭାରତୀୟ ବାୟୁସେନାରେ ୫୧୦ ଜଣ ନୂଆ ସୈନିକ ଯୋଗ ଦେଲେ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଯୋଗ ଦେଲେ ୫୧୦ ସେନା । ଏହି ସୈନିକମାନେ ଅଟୋମୋବାଇଲ ଟେକ୍ନିସିଆନ, ଅଟୋମୋବାଇଲ ଫିଲ୍ଟର ଏବଂ ବାୟୁସେନା ପୋଲିସ ବିଭାଗରେ ଯୋଗ ଦେଇଛନ୍ତି। ଏହି ସୈନିକମାନେ ମେକାନିକାଲ୍ ଟ୍ରାନ୍ସପୋର୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (MTTI) ଏବଂ ବାୟୁସେନା ପୋଲିସ ଏବଂ…

ବୁର୍ଲା ଭୀମ୍‌ସାରରେ ଆଉ ୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଭର୍ତ୍ତି

ସମ୍ବଲପୁର:ବୁର୍ଲା ଭିମସାରରେ ପୁଣି ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ। ଭିମସାରରୁ ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କୁ ଭିମସାରର ସ୍ୱତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ।…

ଭାରତୀୟ ବଂଶୋଭବ ସିରିଶା ମହାକାଶକୁ ଯିବେ

ୱାଶିଂଟନ : ମହାକାଶଚାରୀ କଳ୍ପନା ଚାୱଲାଙ୍କ ପରେ ଆଉ ଜଣେ ଭାରତୀୟ ବଂଶୋଭବ ଶିରିଶା ବନ୍ଦଲା ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଦ୍ୱିତୀୟ ଭାରତୀୟ ମହିଳା ଭାବେ ଏକ ମହାକାଶ ମିଶନରେ ବାହାରିଛନ୍ତି। ଗ୍ୟାଲେକ୍ଟିକର ମାଲିକ ତଥା ପ୍ରସିଦ୍ଧ ଉଦ୍ୟୋଗପତି ରିଚାର୍ଡ ବ୍ରାନ୍‌ସନଙ୍କ ସହ ଆସନ୍ତା…
ବ୍ରେକିଂ