Daily Archives

July 4, 2021

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଏହି ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ ବିଶ୍ୱବିଦ୍ୟାଳୟରୁ…

ପ୍ରମୋଦ ମେହେର୍ଦ୍ଦାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ଦାୟିତ୍ୱ

ଭୁବନେଶ୍ୱର : ୧୯୯୭ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ଡ. ପ୍ରମୋଦ ମେହେର୍ଦ୍ଦାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡ. ମେହେର୍ଦ୍ଦା ବର୍ତ୍ତମାନ…

ମାଲକାନଗିରି ଗସ୍ତରେ କେନ୍ଦ୍ରୀୟ ଆଦିବାସୀ ଉନ୍ନୟନ ଟିମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦାରୁଆ ସମ୍ପ୍ରଦାୟର ଜାତି ପ୍ରମାଣ ପତ୍ରକୁ ନେଇ ଲାଗି ରହିଛି ସମସ୍ୟା । ତେଣୁ ଏହାର ସମାଧାନ ପାଇଁ ମାଲକାନଗିରିରେ ପହଞ୍ଚିଛି କେନ୍ଦ୍ରୀୟ ଆଦିବାସୀ ଉନ୍ନୟନ ଟିମ । ଦାରୁଆ ସମ୍ପ୍ରଦାୟର ଲୋକଙ୍କ ସହ ଭେଟି ତାଙ୍କ ସହ ଆଲୋଚନା କରିଥିଲେ ।   ତେବେ  ଏହି…

ଦୁଷ୍କର୍ମ ଅଭିଯୋଗରେ ବନପାଳ ଗିରଫ 

ମାଲକାନଗିରି :  ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ବନପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବନପାଳ ଜଣକ ହେଲେ ମୁରଲିଧର ଅନୁଗୁଳିଆ । ମୁରଲିଧର ଓରକେଲ ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୬ ବର୍ଷ ବୟଷ୍କା ଯୁବତୀଙ୍କ ସହ ପୂର୍ବରୁ…

ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ

ଡେରାଡୁନ: ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନ ସ୍ଥିତ ରାଜ ଭବନରେ ଧାମି ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…

କିଛି ସମୟ ବର୍ଷାରେ ରାଜଧାନୀରେ ବନ୍ୟା

ଭୁବନେଶ୍ୱର:  କିଛି ସମୟର ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ବନ୍ୟା । ଏପରିକି ପାଣି ସୁଅରେ ଫସି ରହିଥିଲା କାର ଓ ବାଇକ୍ । ଏଥିସହ ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ଚାଲୁଥିଲା । ଫଳରେ ରାଜଧାନୀ ବାସିନ୍ଦାଙ୍କୁ ନାକେଦମ କରିଥିଲା । ବର୍ଷା ହେବାରୁ ପାଣିର ମାତ୍ରା ଏତେ…

ଆଜି ଓଡିଶାରୁ ୩ ହଜାର ୩୫୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୫୮  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। କଟକରୁ ସର୍ବାଧିକ ୪୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।  ଖୋର୍ଦ୍ଧାରୁ ୩୮୬ , ଯାଜପୁରରୁ ୨୯୦, ବାଲେଶ୍ବରରୁ ୨୭୮, ପୁରୀରୁ ୨୨୯,…

କଟକ ମହାନଗରରୁ ୧୩୫ କରୋନା ସଂକ୍ରମିତ ଚିହ୍ନଟ, ୧୨୨ ସୁସ୍ଥ

କଟକ: କଟକରେ ପୁଣି ଉପରମୁହାଁ ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୧୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ କ୍ୱେରାଣ୍ଟିନରୁ ଓ ୫୦ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ…

ଆଜି ଭୁବନେଶ୍ୱରରୁ ୨୩୧ କରୋନା ଆକ୍ରାନ୍ତ ଚିହ୍ନଟ, ୨୪୯ ସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି  । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ୯୧,…

ଜଗତସିଂହପୁରରୁ ଗ୍ରାମ ବ୍ରାଉନସୁଗର ଜବତ ,ଜଣେ ଗିରଫ

ଜଗତସିଂହପୁର:  ଜଗତସିଂହପୁର ଥାନା ଅଧୀନ ମାର୍କଣ୍ଡପୁର ଗ୍ରାମରୁ ୨୪.୨୦ ଗ୍ରାମ ବ୍ରାଉନସୁଗାର ଜବତ । ଏଥିସହ ଘଟଣାରେ ଜଣକୁ ଗିରଫ କରିବା ସହ ନଗଦ ୫୯ ହଜାର ୯୪୦ ଟଙ୍କା ଓ ମୋବାଇଲ  ଫୋନ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର । ସୂଚନାଯୋଗ୍ୟ ଜଗତସିଂହପୁର ଥାନା ଅଧୀନ…
ବ୍ରେକିଂ