Daily Archives

July 4, 2021

ଶ୍ରୀନଗରରେ ଡ୍ରୋନ୍ ଉପରେ ପ୍ରତିବନ୍ଧକ ଲାଗିଲା

ଜାମ୍ମୁ-କାଶ୍ମିର: ଜାମ୍ମୁ କାଶ୍ମୀର କାଠୁଆ, ରଜୌରି ପରେ ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ପ୍ରଶାସନ । ନିକଟରେ ଜାମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଡ୍ରୋନ ହମଲା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀନଗରରେ ଉଡୁଥିବା ବସ୍ତୁ ଉପରେ ପ୍ରତିବନ୍ଧକ ଲଗାଯାଇଛି।…

ଓଡ଼ିଶାରେ ପ୍ରଥମ ଡୋଜ ଭ୍ୟାକ୍ସିନେସନ କୋଟିଏ ଟପିଲା

ଭୁବନେଶ୍ୱର: କୋଟିଏ ପାର ହେଲା ସିଙ୍ଗଲ୍ ଡୋଜ୍ । ଓଡ଼ିଶାରେ ପ୍ରଥମ ଡୋଜ କୋଭିଟା ଟିକା ୧ କୋଟି ଲୋକେ ନେଇସାରିଲେଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । Odisha has just crossed a historic milestone of vaccinating ONE…

କାଲିଠୁ ରାଜଧାନୀରେ ଷ୍ଟାଡିୟମ, ସ୍ପୋର୍ଟସ୍ କମ୍ପ୍ଲେକ୍ସ ଖୋଲିବ

ନୂଆଦିଲ୍ଲୀ: ଜିମ୍‌, ବାର. ଓ ହେଲ୍‌ଥ ସେଣ୍ଟର ପରେ ଏବେ ଦିଲ୍ଲୀରେ ଖୋଲିବ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଓ ଷ୍ଟାଡିୟମ। ଧୀରେ ଧୀରେ ମହାମାରୀ କରୋନା ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ସୋମବାର ଠାରୁ…

କରୋନାରେ ଆକ୍ରାନ୍ତ ହୋଇ ବିଧାୟକ ବିଷ୍ଣୁ ସେଠୀ ଡାକ୍ତରଖାନାରେ ଭର୍ତ୍ତି ହେଲେ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ଏମ୍‌ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ…

ରାଜଧାନୀରେ ୩ ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ଵର : ରାଜଧାନୀରେ ୩ ଜଣ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ ।  ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ବାଇକ୍ ଓ ୧୧ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏମାନେ କଟକ, ଭୁବନେଶ୍ଵର ଓ ଗଞ୍ଜାମରେ ଲୁଟ୍‌ପାଟ୍ କରୁଥିଲେ। ତେବେ ଏହି ଗ୍ୟାଙ୍ଗରେ ଆଉ କିଏ…

ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାନୁସାରେ, ଶରୀରର ହଠାତ ଫୁଲିଯିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି…

ବର୍ଷକ ଭିତରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ

ମାଲାକାନଗିରି :  ବର୍ଷକ ଭିତରେ ୧୬୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । କରୋନାରେ ଟପ୍ ମାଓନେତା ହରିଭୂଷଣଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦଣ୍ଡକାରଣ୍ୟରେ ଏନକାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀଙ୍କ ମୃତ ଘଟିଛି । ସେହିପରି ଓଡ଼ିଶାରେ ୧୪ ଓ ଓଡ଼ିଶା-ଆନ୍ଧ୍ର ସୀମାରେ ୧୧ ମାଓବାଦୀ…

ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

କେନ୍ଦ୍ରାପଡ଼ା: ସଉଦା କିଣି ଫେରୁଥିବା ବେଳେ ଭିନ୍ନକ୍ଷମଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସଂପର୍କୀୟ । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଖସାରି ଗାଁରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଜମିବାଡ଼ି ବିବାଦରୁ ଏହି ହତ୍ଯାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାଁ ଏକାଦଶୀ ସ୍ୱାଇଁ।…

୨୦୨୨-୨୩ ବର୍ଷ ସୁଦ୍ଧା ପୁରୀରୁ ବିମାନ ସେବା: ପରିବହନ ମନ୍ତ୍ରୀ

ଭୁବନେଶ୍ଵର:  ୨୦୨୨-୨୩ ବର୍ଷ ସୁଦ୍ଧା ପୁରୀରୁ ଯାତ୍ରୀବାହୀ ବିମାନ ଉଡ଼ିପାରେ। ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ଆରମ୍ଭ ହୋଇଥିବା  ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନା ସ୍ଥିତି ଯୋଗୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ରାଜ୍ୟର…

ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୧୭ ମୃତ

ମାନିଲା: ଫିଲିପାଇନ୍ସରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି।  ଦକ୍ଷିଣ ଫିଲିପାଇନ୍ସରେ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ଅତି କମରେ ୮୫ ଜଣ ସାମରିକ କର୍ମଚାରୀ ଥିଲେ। ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଜଳୁଥିବା…
ବ୍ରେକିଂ