Daily Archives

July 4, 2021

କେଶ ଝଡ଼ିବା ସମସ୍ୟା ଦୂର କରିବା ସହ ଲମ୍ବା ଓ ସୁନ୍ଦର କରିବ ଶୋରିଷ ତେଲ

କେଶ ବ୍ୟକ୍ତିର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । କେଶ ଝଡ଼ିବା ସମସ୍ୟା ଦେଖାଗଲେ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଆତ୍ମ ବିଶ୍ୱାସ ମଧ୍ୟ କମିଯାଇଥାଏ କେଶ ଝଡ଼ିବା ସମସ୍ୟା ଦୂର କରିବା ସହ ଲମ୍ବା ଓ ସୁନ୍ଦର ଏହାଛଡ଼ା ଖାଦ୍ୟ ପାନୀୟ ଓ ଲାଇଫ ଷ୍ଟାଇଲର ବ୍ୟତିକ୍ରମ ଓ ପ୍ରଦୂଷଣ କେଶ ଝଡିବାର ମୁଖ୍ୟ କାରଣ…

ଦେଶରେ ଦିନକରେ ୪୩ ହଜାର ୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩,୦୭୧  ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ୯୫୫ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୫,୪୫,୪୩୩ କୁ ବୃଦ୍ଧି ପାଇଛି । ସେହିପରି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୪,୦୨,୦୦୫ କୁ…

ଚିଲ୍ଲି ପୋଟାଟୋ

ଆବଶ୍ୟକ ସାମଗ୍ରୀ କର୍ଣ୍ଣ ଫ୍ଲୋର - ୨ ବଡ ଚାମଚ ଆଳୁ - ୨୫୦ ଗ୍ରାମ ଅଦା-ରସୁଣ ପେଷ୍ଟ - ୧ ବଡ ଚାମଚ ପିଆଜ -୨ଟି ସ୍ପ୍ରିଙ୍ଗ ଅନିୟନ - ଗୋଟିଏ (ଛୋଟ କଟା ହୋଇଥିବା) ଟମାଟୋ କେଚଅପ - ୧ ବଡ ଚାମଚ ଭିନେଗାର - ଏକ ବଡ ଚାମଚ ରେଡ ଚିଲ୍ଲି ସସ୍‌ - ୧ ବଡ ଚାମଚ ଗୋଲ ମରୀଚ - ଚିମୁଟାଏ…

ଚୀନର ଧମକ

ଚୀନର ଶାସକ କମ୍ୟୁନିଷ୍ଟ ଦଳର ଶତବାର୍ଷିକୀ ପାଳନ ଉତ୍ସବରେ ମାର୍ଗଦର୍ଶୀ ଅଭିଭାଷଣ ଦେଇ ରାଷ୍ଟ୍ରପତି ସି. ଜିନପିଙ୍ଗ ଯେଭଳି ଢଙ୍ଗରେ ବିଦେଶୀ ରାଷ୍ଟ୍ରଗୁଡିକୁ ଧମକ ଦେଇଛନ୍ତି ତାହା ତାଙ୍କ ଦେଶର ଯୁଦ୍ଧଖୋର ମାନସିକତାକୁ ସ୍ପଷ୍ଟ କରିଦେଇଛି। ନିଜେ ଯେପରି ଅନ୍ୟ ସମସ୍ତଙ୍କ ଠାରୁ ମହତ୍ବ ଓ…

ଗାଁ ଦାଣ୍ଡରେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି ।  କେହି ଦୁର୍ବୃତ୍ତ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ନେଇଯାଇଥିବା ଜଣାପଡିଛି । ତେବେ ଗୁଣିଗାରେଡ଼ି କିମ୍ବା…

ଚୋରା ଚାଲାଣ ବେଳେ ୮୦ ଲକ୍ଷରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା: ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମାଳିଢେପାଗୁଡ଼ା ଗାଁରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଟ୍ରକ୍‌ରେ ଲୋଡ୍‌ ବେଳେ ୭ କ୍ୱିଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଅଧିକ…

ଚାଲାଣ ବେଳେ ୭୦ରୁ ଅଧିକ ଗୋରୁ ଉଦ୍ଧାର

ତେଲକୋଇ: ଚାଲାଣ ବେଳେ ୭୦ରୁ ଅଧିକ ଗୋରୁ ଉଦ୍ଧାର । ତେଲକୋଇ ଥାନା ଏନ୍ଏଚ୍ ୪୯ ବିଞ୍ଝବାହାଳ ଗାଁ ନିକଟରେ କଣ୍ଟେନରରୁ ଉଦ୍ଧାର କଲେ ଗ୍ରାମବାସୀ। ସେପଟେ ଗ୍ରାମବାସୀଙ୍କୁ ଦେଖି ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍‌ପର୍‌ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ୪୯ ନମ୍ବର ଜାତୀୟ…

ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୪୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୮୭୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର :  ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୮୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧,୬୫୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକସ୍‌ ୧,୨୧୮ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯…

ପୁଷ୍କର ସିଂହ ଧାମି ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ

ଡେରାଡୁନ୍: ପୁଷ୍କର ସିଂହ ଧାମି ଆଜି  ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ଆଜି ସନ୍ଧ୍ୟା ୫ଟାରେ ଉତ୍ତରାଖଣ୍ଡ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।  ରାଜ୍ୟପାଳ ବେବି ରାଣୀ ମୋର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଚାରି ମାସ ଭିତରେ…
ବ୍ରେକିଂ