Daily Archives

July 5, 2021

ମହାନଦୀରେ ବୁଡି ବୃଦ୍ଧ ମୃତ

ବାଙ୍କୀ : ତିଗିରିଆ ଅଞ୍ଚଳର ଚଷାଆରା ଗ୍ରାମରେ ମହାନଦୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଚଷାଆରା ଗ୍ରାମର ଅପର୍ତ୍ତି ବେହରା (୭୨) । ଶୌଚ ହେବାକୁ ଯାଇ ସେ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନରେ ଅପର୍ତ୍ତି ବେହରା ଶୌଚ ହେବାକୁ ମହାନଦୀ ଯାଇଥିବା…

ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ, ୨୫ ଆହତ

ଦାରିଙ୍ଗବାଡ଼ି  : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ମେଡିକାଲ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି  । ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାଲିଗୁଡ଼ା ମେଡିକାଲରେ…

ସିବିଏସ୍ଇ ବୋର୍ଡ ପରୀକ୍ଷା ନିୟମରେ ପରିବର୍ତ୍ତନ, ୨ଟି ଭାଗରେ ପରୀକ୍ଷା

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ସୋମବାର ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ବୋର୍ଡ ପରୀକ୍ଷା ନିୟମରେ ପରିବର୍ତ୍ତନ କରିଛି ।  ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ମୂଲ୍ୟାଙ୍କନ ଯୋଜନା ଘୋଷଣା କରାଯାଇଛି । ସିବିଏସ୍ଇ…

ଗଙ୍ଗନଗର ଛକରୁ ଅଢେଇ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ଗିରଫ

ଭୁବନେଶ୍ଵର : ଗଙ୍ଗନଗର ଛକରୁ ୫୦ କେଜି ଗଞ୍ଜେଇ ଜବତ । ଏଥିରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ମୋବାଇଲ ସ୍କ୍ଵାର୍ଡ । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ । ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ବର ଆସିଥିଲା । ଗଞ୍ଜେଇ ଆସୁଥିବା କାରକୁ ମଧ୍ୟ ଜବତ…

୨୦୨୧-୨୨ରେ ଦେଢ ଲକ୍ଷ ହେକ୍ଟର ବନୀକରଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ୭୨ତମ ବନମହୋତ୍ସବ ଆଜି ଭୁବନେଶ୍ୱରର ବଡଗଡ ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ,  ନିକଟରେ ହୋଇଥିବା ଭୀଷଣ ବାତ୍ୟା ‘ୟସ୍‌’ର କରାଳ ରୂପକୁ…

ତିଗିରିଆର ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ମନ୍ଦିର ନିକଟରେ ଇକୋ-ଟୁରିଜିମ୍‌ ଓ ବିନୋଦନ ପାର୍କ ପ୍ରକଳ୍ପ…

ଭୁବନେଶ୍ୱର: ତିଗିରିଆର ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ମନ୍ଦିର ନିକଟରେ ପ୍ରବାହିତ ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲର ନରସିଂହପୁର ଶାଖା କେନାଲର ପାଶ୍ୱର୍ରେ ଉପଲବ୍ଧ ଖାଲିଥିବା ସରକାରୀ ଜାଗାର ଉନ୍ନତିକରଣ କରାଯାଇ ଇକୋ-ଟୁ୍ୟରିଜିମ୍‌ ଏବଂ ବିନୋଦନ ପାର୍କ ନିର୍ମାଣ ପ୍ରସ୍ତାବ…

ଭୀମଟାଙ୍ଗିରେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର : ମହତାବ ରୋଡ଼୍‌ରୁ ନାରାୟଣୀ କ୍ଲବ ରାସ୍ତାରେ ଭୀମଟାଙ୍ଗି ପ୍ରବେଶ ରାସ୍ତାରେ ଶେଷ ପର୍ଯ୍ୟାୟରେ ପହଂଚିଛିି ଶ୍ରୀଜଗନାଥ ମନ୍ଦିର ନିର୍ମାଣ । ୨୫ପୁଟ୍‌ର ଏହି ମନ୍ଦିରରେଶ୍ରୀଜଗନାଥ, ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଲକ୍ଷ୍ମୀ ଓ ବିମଳାଙ୍କ ସ୍ୱତନ୍ତ୍ର ମନ୍ଦିର ମଧ୍ୟ ରହିଛି ।…

ସୂଚନା ଅଧିକାରୀମାନେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି । ସାମାଜିକ…

କଟକ ମହାନଗରରୁ ୯୧ କରୋନା ସଂକ୍ରମିତ ଚିହ୍ନଟ, ୭୭ ସୁସ୍ଥ

କଟକ: କଟକରେ ଧିରେ ଧିରେ ଖସୁଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୮ ଜଣ କ୍ୱେରାଣ୍ଟିନରୁ ଓ ୩୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ…

ରାଜ୍ୟର ୩.୨୪ କୋଟି କୋଭିଡ ପ୍ରଭାବିତ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ମିଳିବ

ଭୁବନେଶ୍ୱର :  ବର୍ତ୍ତମାନର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ସରକାର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ କୋଭିଡ ପ୍ରଭାବିତ ଲୋକମାନଙ୍କୁ ଜୁଲାଇରୁ ନଭେମ୍ବର ୨୦୨୧…
ବ୍ରେକିଂ