Daily Archives

July 5, 2021

ସ୍ୱାସ୍ଥ୍ୟ ପାଇଁ ବେଶ ହିତକର ଚେରୀ

 ସ୍ୱାସ୍ଥ୍ୟ ଟିପ୍ସ: ଭିଟାମିନ A, B,C, K ,E ,ପୋଟାସିୟମ,  କପର, କ୍ୟାଲସିୟମ, ଫସଫରସ, ଆଇରନ, ଭଳି ଅନେକ ପୋଷକ ତତ୍ୱରେ ଭରପୁର ଚେରୀ । ଏହା ଦେଖିବାକୁ ଯେମିତି ଆଖି ଦୃଶିଆ , ଏହା ଶରୀର ପାଇଁ ସେତିକି ହିତକର।  ତେବେ ଆସନ୍ତୁ ଜାଣିବା ଚେରୀର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ।…

ପାଟପୁରରୁ ୩ ମୋବାଇଲ ଚୋର ଗିରଫ, ୨୯ ମୋବାଇଲ ଜବତ

ସାନଖେମୁଣ୍ଡି: ପାଟପୁର ଥାନା ଡେଙ୍ଗାଉତ୍ସା ମୋବାଇଲ ଦୋକାନରୁ ଚୋରି ଘଟଣାରେ  ୩ ଗିରଫ ।  ଗିରଫ କରିବା ସହ ସେମାନଙ୍କଠାରୁ ୨୯ ମୋବାଇଲ ଓ ୨ ବ୍ଲୁ ଟୁଥ ହେଣ୍ଡ ଜବତ କରିଛି ପୋଲିସ ।  ଗିରଫ ଅଭିଯୁକ୍ତମାନେ ହେଲେ କଂସମାରି ଗ୍ରାମର ଏସ ଟୁନା ଦୋରା,ସନ୍ତୋଷ ଦୋରା,ବନଜା ପ୍ରଧାନ। ସୂଚନାମୁତାବ…

ଆଜି ଭୁବନେଶ୍ୱରରୁ ୨୯୧ କରୋନା ପଜିଟିଭ ଚିହ୍ନଟ, ୩୫୭ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ।  ଭୁବନେଶ୍ୱରରୁ ଆଜି ୨୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୫୭ ଜଣ ସୁସ୍ଥ ହୋଇଛନ୍ତି ।…

ରାଜ୍ୟରେ ଜୁଲାଇ ୬ରୁ ୪୩ ଟି ରୁଟରେ ଓଏସଆରଟିସିସି ବସ ଚଳାଚଳ କରିବ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ । ଅନଲକ୍ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ ଲୋକମାନେ ଯାତାୟାତ କରିବାରେ ବିଭିନ୍ନ ଅସୁବିଧା ହେଉଛନ୍ତି । ତେବେ ଜନସାଧାରଣଙ୍କ ସୁବିଧା ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସିସି) ଜୁଲାଇ ୬ରୁ ୪୩ ଟି ରୁଟରେ…

ଭୁବନେଶ୍ୱର ମର୍ଡର ମିଷ୍ଟ୍ରିର ଖୁଲାସା

ଭୁବନେଶ୍ୱର: ଭୀମଟାଙ୍ଗି ପ୍ରିୟଦର୍ଶିନୀ ମର୍ଡର୍ ମିଷ୍ଟ୍ରିର ଗୁମର ଖୋଲିଛି ପୋଲିସ। ସେହି ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଣା ଯୁବକଙ୍କଙ୍କ ପରିଚୟନ ମିଳିଛି । ଯୁବକ ଜଣକ ହେଉଛନ୍ତି ଜଗନ୍ନାଥ ପ୍ରଧାନ , ସେ ହିଁ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ…

କରୋନା କଟକଣା କୋହଳ ପରେ ମନାଲିରେ ପର୍ଯ୍ୟଟକଙ୍କ ଭିଡ

ମନାଲି: ହିମାଚଳ ପ୍ରଦେଶ ପ୍ରଶାସନ ଗତ ମାସ କରୋନା କଟକଣା କୋହଳ କରିବା ମାତ୍ରେ ଶିମଲା, କୁଲୁ-ମନାଲି, ଧର୍ମଶାଳା ଭଳି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟର୍ଟକ ପହଞ୍ଚିଛନ୍ତି । ମନାଲିର ମଲ୍ ରୋଡରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଜନଗହଳିପୂର୍ଣ୍ଣ…

ସହଜରେ ଘରେ ପ୍ରସ୍ତୁତ କରନ୍ତୁ ଅଣ୍ଡା ପକୋଡା

 ଆବଶ୍ୟକ ସାମଗ୍ରୀ ସିଝା ଅଣ୍ଡା, କଂଚା ଲଙ୍କା, ପିଆଜ, ରସୁଣ,ଅଦା, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପତ୍ର, ଜିରା ପାଉଡର, କସ୍ତୁରୀ ମେଥି, ଦହି, ଗୋଲମରିଚ ପାଉଡର, ଚାଟ ମସଲା, ଲେମ୍ବୁ ରସ, ବେସନ, ଜୁଆଣି  । ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ସିଝା ଅଣ୍ଡାକୁ ମଝିରୁ ଖଣ୍ଡ…

ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାରେ ଗ୍ରେନେଡ ମାଡ, ଜଣେ ଆହତ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣ । ପୋଲିସ ଲାଇନ ନିକଟରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳଙ୍କୁ ସିଲ୍ କରାଯାଇଛି । ଜମ୍ମୁ କାଶ୍ମୀର ପୋଲିସ ଓ ସେନାର ମିଳିତ…

ଆଜି ଓଡିଶାରୁ ୩ ହଜାର ୩୨୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୫୪୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୯୪ ହଜାର ୧୦୪…

ମହାରାଷ୍ଟ୍ରର ୧୨ ବିଜେପି ବିଧାୟକ ବର୍ଷକ ପାଇଁ ନିଲମ୍ବିତ

ମୁମ୍ବାଇ: ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି…
ବ୍ରେକିଂ