Daily Archives

July 6, 2021

ପ୍ରେମ ହିଁ ପ୍ରିୟଦର୍ଶୀନୀଙ୍କ ହତ୍ୟାର କାରଣ

ଭୁବନେଶ୍ବର : ଏୟାରପିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରିୟଙ୍କା ପ୍ରିୟଦର୍ଶୀନୀ ସାହୁ ନାମକ ଜଣେ ମହିଳାଙ୍କ ଘର ଭିତରେ ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକଙ୍କ ପ୍ରବେଶ କରିବା ସହ ତାଙ୍କୁ ଅତି ନିର୍ମମ ଭାବେ ଧାରୁଆ ଛୁରୀରେ ଗଳାକାଟି ହତ୍ୟା କରିଥିଲେ।  ଏହି…

ପ୍ରଭାତ ବେଉରିଆ ନୂତନ ବିମାନବନ୍ଦର ନିର୍ଦ୍ଦେଶକ

ଭୁବନେଶ୍ବର  : ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ମଙ୍ଗଳବାର ଡ. ପ୍ରଭାତ ରଞ୍ଜନ ବେଉରିଆ କାର୍ଯ୍ୟରେ ଯୋଗଦେଇଛନ୍ତି।  ସେ ପୂର୍ବତନ ନିର୍ଦ୍ଦେଶକ ଭିଭି ରାଓଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବେଉରିଆ ଜମ୍ମୁ, ରାଞ୍ଚି ଏବଂ ଲେହ…

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ ହେବ

ନୂଆଦିଲ୍ଲୀ : ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ ହେବ। ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ସନ୍ଧ୍ୟା ୬ଟା ବେଳେ କରାଯିବକୁ ଥିବା ବେଳେ  ପିଏମ ମୋଦିଙ୍କ କ୍ୟାବିନେଟରେ ନୂଆ ମୁହଁଙ୍କୁ ସାମିଲ୍‌…

କ୍ରୀଡ଼ା ଭିତ୍ତିଭୂମିକୁ ଶୀର୍ଷରେ ପହଞ୍ଚାଇବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଆମେ ବେଶ୍‌ ଆଖିଦୃଶିଆ କାର୍ଯ୍ୟକରି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ପାଇଁ ଏହା ସମ୍ଭବ ହୋଇପାରିଛି ।…

 ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ

ଭୁବନେଶ୍ବର : ମାନ୍ୟବର ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ  ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଚୂଡ଼ାନ୍ତ ରାୟ ପ୍ରଦାନ ନକରିବା ଯାଏଁ  ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ଦ୍ଵାରା  ପ୍ରଦତ୍ତ ରାୟକୁ ଗେଜେଟରେ ପ୍ରକାଶନ କରିବାପାଇଁ  …

ଆଜି ଓଡିଶାରୁ ୩ ହଜାର ୨୫୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଦୈନିକ ୩ ହଜାରରୁ ଉର୍ଦ୍ଧ୍ୱ କରୋନାରୁ ସୁସ୍ଥ ହେଉଛନ୍ତି । ତେବେ ଆଜି ରାଜ୍ୟରୁ ଆଉ ୩ ହଜାର ୨୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଷ୍ଟେଟ ପୁଲରୁ ୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।…

ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା: ୨ ଗିରଫ

ଯଶିପୁର : କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ରାଣୀଭୋଳ ଗାଁରେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା ।  ସମ୍ପୃକ୍ତ ବୃଦ୍ଧାଙ୍କ କଟାମୁଣ୍ଡ ଉଦ୍ଧାର ହୋଇଛି । ରାଣୀଭୋଳ ଗାଁ ନିକଟ ନଈ କୂଳରେ ଥିବା ଏକ ବୁଦା ମୂଳରୁ କଟାମୁଣ୍ଡ ଉଦ୍ଧାର ହୋଇଛି । ଘଟଣାରେ ଦୁଇ ହତ୍ୟାକାରୀଙ୍କୁ ଗିରଫ…

ଜୁଲାଇ ଓ ଅଗଷ୍ଟରେ ଜେଇ ମେନ୍ ପରୀକ୍ଷା ହେବ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଘୋଷଣା ହେଲା ଜେଇ ମେନ୍‌ ପରୀକ୍ଷା ତାରିଖ।  ଏପ୍ରିଲ୍ ଓ ମେ' ମାସରେ ସ୍ଥଗିତ ହୋଇଥିବା ଜେଇ ମେନ୍ ପରୀକ୍ଷା ଜୁଲାଇ ଓ ଅଗଷ୍ଟରେ ଅନୁଷ୍ଠିତ ହେବ। ଏ ନେଇ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଛନ୍ତି । Under the…

କଟକ ମହାନଗରରୁ ୩୮ କରୋନା ସଂକ୍ରମିତ ଚିହ୍ନଟ, ୧୪୦ ସୁସ୍ଥ

କଟକ: କଟକରେ ଖସୁଛି ମହାମାରୀ କରୋନା ସଂକ୍ରମଣ ସଂଖ୍ୟା । ଆକ୍ରାନ୍ତଠୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ କ୍ୱେରାଣ୍ଟିନରୁ ଓ ୧୦ ଜଣ ସ୍ଥାନୀୟ ସଂକ୍ରମଣ ବୋଲି…

ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ବଡ ପ୍ରକଳ୍ପକୁ ଅନୁମତି, ୧.୪୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ଵର:  ରାଜ୍ୟରେ ଇସ୍ପାତ ଶିଳ୍ପ କ୍ଷେତ୍ରରେ ବଡ଼ ଧରଣର ପୁ଼ଞ୍ଜିନିବେଶ ହୋଇଛି । ୫ଟି ବୃହତ ଶିଳ୍ପ ପ୍ରକଳ୍ପକୁ HLCAର ଅନୁମୋଦନ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି  । ୫ଟି ଶିଳ୍ପରେ…
ବ୍ରେକିଂ