Daily Archives

July 6, 2021

ଭୁବନେଶ୍ୱରରୁ ଆଜି ୩୧୭ କରୋନା ପଜିଟିଭ ଚିହ୍ନଟ, ୩୩୧ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଉପରକୁ ଉଠିଛି କରୋନା ସଂକ୍ରମଣ।  ଭୁବନେଶ୍ୱରରୁ ଆଜି ୩୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୩୧ ଜଣ ସୁସ୍ଥ ହୋଇଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି । ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା…

୬ ଲକ୍ଷ ଓଡିଆଙ୍କୁ ଘର ନଦେବାକୁ ବିଜେପିର ଷଡଯନ୍ତ୍ର: ବିଜେଡି

ଭୁବନେଶ୍ୱର : ରାଜ୍ୟର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ୬ ଲକ୍ଷ ଓଡିଆ ଯେଭଳି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଘର ନପାଇବେ ସେଥିଲାଗି ଷଡଯନ୍ତ୍ର ହେଉଥିବା ଆଜି ବିଜେପି ନେତା ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ…

ବଜ୍ରପାତ ଘଟି ଜଣେ ମୃତ,ଜଣେ ଗୁରୁତର ଆହତ

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ କଦଳିଆ ଗ୍ରାମରେ ବଜ୍ରପାତ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।  ଗୁରୁତର ଆହାତଙ୍କୁ ବାଲେଶ୍ଵର ବଡ ମେଡିକାଲରେ  ଚିକିତ୍ସା ପାଇଁ ପଠାଯାଇଛି । ସୂଚନାଯୋଗ୍ୟ ଆଜି ଅପରାହ୍ନରେ ବୈଶିଙ୍ଗା ପଞ୍ଚାୟତ ଅଧୀନ…

ସୂଚନା ପ୍ରଯୁକ୍ତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର :  ବର୍ତ୍ତମାନ ଯୁଗ ହେଉଛି ଆଇଟିର ଯୁଗ । ଯେଉଁ ଦେଶ ଆଇଟି କ୍ଷେତ୍ରରେ ଯେତେ ଆଗୁଆ ସେ ଦେଶ ସେତେ ସମୃଦ୍ଧ ଦେଶ ଭାବେ ସମଗ୍ର ବିଶ୍ୱରେ ପରିଗଣିତ । ଆମ ଦେଶ ତଥା ରାଜ୍ୟର ବହୁ ଆଇଟି ଡିଗ୍ରୀଧାରୀ ବିଭିନ୍ନ ଦେଶରେ କାର୍ଯ୍ୟକରି ପ୍ରତିଷ୍ଠା ଅର୍ଜନ କରିଛନ୍ତି । ବିଗତ ବର୍ଷମାନଙ୍କ…

ମହିଳା ଓ ଶିଶୁବିକାଶ ବିଭାଗର ସଚିବ ଭାବେ ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର:  ଆଜି ପୂର୍ବାହ୍ନରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନୂତନ କମିଶନରଙ୍କୁ ସ୍ୱାଗତ…

ଅଗଷ୍ଟ ୧୩ରେ ଅଜୟଙ୍କ ଭୂଜ:ପ୍ରାଇଡ ଅଫ ଇଣ୍ଡିଆ ରିଲିଜ ହେବ

ମୁମ୍ବାଇ: ଅଗଷ୍ଟ ୧୩ରେ ରିଲିଜ ହେବ ଅଜୟଙ୍କ ଭୂଜ:ପ୍ରାଇଡ ଅଫ ଇଣ୍ଡିଆ । ଏନେଇ ଭୂଜ: ପ୍ରାଇଡ ଅଫ ଇଣ୍ଡିଆ ଫିଲ୍ମର ରିଲିଜ ତାରିଖ ମଙ୍ଗଳବାର ଘୋଷଣା କରାଯାଇଛି । ଓଟିଟି ପ୍ଲାଟଫର୍ମରେ ଏହା ୧୩ ଅଗଷ୍ଟରେ ରିଲିଜ ହେବ  । ଡିଜନୀ ପ୍ଲସ ହଟଷ୍ଟାରରେ ଦର୍ଶକମାନେ ଭାରତ-ପାକ୍ ଯୁଦ୍ଧ ଉପରେ ଆଧାରିତ ଏହି…

ICC ମହିଳା ODI ରାଙ୍କିଙ୍ଗ: ଶୀର୍ଷ ସ୍ଥାନରେ ମିତାଲି ରାଜ୍‌

ଦୁବାଇ:  ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ ଟିମର କ୍ୟାପଟେନ୍ ମିତାଲୀ ରାଜ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମିତାଲି ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ସିରିଜ୍‌ର ତିନଟି ଯାକ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସେ…

ଗଜପତି ମହାରାଜ ଚଳିତ ବର୍ଷ ରଥଯାତ୍ରାରେ ଛେରାପହଁରା କରିବେ

ପୁରୀ:  ଚଳିତ ବର୍ଷ ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ  । ଛେରାପହଁରା କରିବା ନେଇ ପୁରୀ ଗଜପତି ନିଜେ ସୂଚନା ଦେଇଛନ୍ତି । ରଥଯାତ୍ରା ଓ ବାହୁଡାରେ ସେ ଛେରାପହଁରା କରିବେ ବୋଲି କହିଛନ୍ତି । ଗଜପତି କହିଛନ୍ତି, ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ। ତାହା…

ଝାରସୁଗୁଡାର ମଙ୍ଗଳବଜାରେ ଏକ ଟିକାକରଣ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ଉଦଘାଟନ କଲେ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ମଙ୍ଗଳବଜାରର ମଦ୍‌ରାସାରେ ଥିବା ଟିକାକରଣ କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଛନ୍ତି । ଲୋକଙ୍କୁ ଟିକା ପ୍ରଦାନ ପାଇଁ ଖିଦମଦ କମିଟି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଟାକାକରଣ କେନ୍ଦ୍ରର ପ୍ରଶଂସା କରିଛନ୍ତି ଶ୍ରୀ ଦାସ ।…
ବ୍ରେକିଂ