Daily Archives

July 7, 2021

ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ, ଅଶ୍ଵିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ  :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରିତ ହୋଇଛି । ଯେଉଁଥିରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଆଜି ମନ୍ତ୍ରିମଣ୍ଡଳରେ ବ୍ୟାପକ ଅଦଳବଦଳ କରାଯିବା ସହ ଅନେକ ମନ୍ତ୍ରୀଙ୍କୁ ପଦନ୍ନୋତି ମିଳିଥିବା ବେଳେ ଆଉ କିଛି ନେତାଙ୍କୁ ମନ୍ତ୍ରୀ ପଦ…

କଟକ ମହାନଗରରୁ ୮୬ କରୋନା ସଂକ୍ରମିତ ଚିହ୍ନଟ, ୧୦୨ ସୁସ୍ଥ

କଟକ: କଟକରେ ପୁଣି ଉପର ମୁହାଁ ହେଉଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ୱେରାଣ୍ଟିନରୁ ଓ ୨୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ…

ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା

ହାଇତି:  ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ଘରେ ପଶି ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଉପରେ ହୋଇଥିବା ଆକ୍ରମଣରେ ରାଷ୍ଟ୍ରପତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ମୋଇସଙ୍କ ସୁରକ୍ଷାରେ ନିୟୋଜିତ କମାଣ୍ଡୋ ଏଥିରେ ସାମିଲ ଅଛନ୍ତି ବୋଲି…

ଓଡ଼ିଶା ପାଇଁ ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ ମଂଜୁରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପାଇଁ ମଧ୍ୟାହ୍ନ ଭୋଜନ ବାର୍ଷିକ ଅଟକଳ ଓ ଯୋଜନା ମିଟିଂ ଶିକ୍ଷା ବିଭାଗ, ଭାରତ ସରକାରଙ୍କ ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ମିଟିଂରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ବିଭାଗୀୟ ସଚିବ ଶ୍ରୀମତୀ ଅନିତା କରୱାଲ୍‌ ସଭାପତିତ୍ୱ କରିଥିଲେ । ଯୁଗ୍ମ ସଚିବ…

୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ (PVTG) ୫୦୦୦ ଟଙ୍କା ଲେଖାଏଁ ‘ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ‘ ପ୍ରଦାନ କରିଛନ୍ତି । କୋଭିଡର ଦ୍ଵିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାର ମାନଙ୍କୁ ଆର୍ଥିକ…

ଆଜି ଓଡିଶାରୁ ୨,୯୨୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି ୨,୯୨୦ କରୋନାରୁ ସୁସ୍ଥ ହେଉଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୨୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଷ୍ଟେଟ ପୁଲରୁ ୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯୦୦୨୮୨  ଜଣ ସୁସ୍ଥ ହୋଇ ଘରକୁ…

ଆଜି ଭୁବନେଶ୍ୱରରୁ ୩୮୭ କରୋନା ପଜିଟିଭ ଚିହ୍ନଟ, ୩୪୦ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଉପରକୁ ଉଠିଛି କରୋନା ସଂକ୍ରମଣ।  ଭୁବନେଶ୍ୱରରୁ ଆଜି ୩୮୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୪୦ ଜଣ ସୁସ୍ଥ ହୋଇଛନ୍ତି ।…

ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ

ନୂଆଦିଲ୍ଲୀ : ଆଜି ମୋଦୀ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶାରୁ ସାଂସଦ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଶ୍ୱେଶ୍ୱର ଟୁଡୁ ହେଉଛନ୍ତି ମୟୂରଭଞ୍ଜ ଲୋକସଭା ସାଂସଦ ।…

ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କୁ ଅନ୍ତିମ ସଂସ୍କାର ସମ୍ପନ୍ନ

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇ ଜୁହୁ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି । ମୁସ୍‌ଲିମ୍ ରିତିନୀତି ଅନୁଯାୟୀ ତାଙ୍କୁ କବର ଦିଆଯାଇଛି । ମୁମ୍ବାଇ ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ମାନ ସହ ଦିଲ୍ଲୀପଙ୍କୁ ଅନ୍ତିମ ବିଦାୟ…

କଟକ ଏସସିବିରେ ୯ ଇକମୋ ମେସିନ ଲାଗିବ

ଭୁବନେଶ୍ୱର: କଟକ ଏସ୍‌ସିବି ମେଡିକାଲରେ ୯ ଇକମୋ ମେସିନ ଲାଗିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ୯ଟି ଇକମୋ ମେସିନ୍‌ ଆସିବ ସେଥିରୁ ୬ଟିକୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଓ  ବାକି ୩ଟି ମେସିନ୍‌…
ବ୍ରେକିଂ