Daily Archives

July 8, 2021

ସାତ ବର୍ଷର ଶିଶୁ କନ୍ୟାକୁ ବାପାର ନିର୍ଯାତନା

ବାଲିପାଟଣା: ସାତ ବର୍ଷର ଶିଶୁ କନ୍ୟାକୁ ଅମାନବୀୟ  ନିର୍ଯ୍ୟାତନା । ନିଜ ଜନ୍ମ କଲା ବାପା  ସାବତ ମା ସହ ମିଶି ଏଭଳି ରାକ୍ଷସ କାମ କରିଛି । ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ପଞ୍ଚାୟତର ବାରହଳ ମୁସଲିମ ବସ୍ତିରେ । ଏପରି…

ଜୁଲାଇ ୧୭ରେ ଭାରତୀୟ ଅଲମ୍ପିକ ଟିମର ଜାପାନ ଯାତ୍ରା

ନୂଆଦିଲ୍ଲୀ: ଜୁଲାଇ ୧୭ରେ ଟୋକିଓ ଅଭିମୁଖେ ଉଡାଣ ଭରିବ ଭାରତୀୟ ଅଲମ୍ପିକ ଟିମ । ଏନେଇ ଆଜି  ସ୍ପଷ୍ଟ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ(IOA) । ଟୋକିଓରେ ଭାରତୀୟ ଅଲମ୍ପିକ ଟିମ ପହଞ୍ଚିବାନେଇ ସ୍ପଷ୍ଟୀକରଣ ରଖିବାକୁ ଟୋକିଓ ଅଲମ୍ପିକ ଆୟୋଜକ କମିଟି(TOCOG)କୁ ଅନୁରୋଧ କରିଛି ଭାରତୀୟ…

ଟୋକିଓ ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜିତ ହେବ

ଟୋକିଓ:  ବିନା ଦର୍ଶକରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ ।  ଚଳିତ ମାସରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ। ଟୋକିଓ ଅଲିମ୍ପିକ୍ ମନ୍ତ୍ରୀ ତାମାୟୋ ମାରୁକାୱା ଆଜି ଏହା ଘୋଷଣା କରିଛନ୍ତି। ଜାପାନରେ କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ୁଥିବାରୁ…

କୋଭିଡ୍‌ ମହାମାରୀ ସମୟରେ ବିକଳ୍ପ ଶିକ୍ଷା ପଦ୍ଧତି ଉପରେ ଆନ୍ତର୍ଜାତୀୟ ୱେବିନାର

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ଓ ୟୁନିସେଫ ଓଡ଼ିଶାର ସହଭାଗିତାରେ କୋଭିଡ୍‌ ସମୟରେ ବିଭିନ୍ନ ରାଜ୍ୟ,…

ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି : ଏମ୍ସ ଡାକ୍ତର

ଭୁବନେଶ୍ୱର: ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଡକ୍ଟର ବାଲମୁରଗାନ୍ ରାମଦୋସ ଗବେଷଣା କରି ଏଭଳି କଥା କହିଛନ୍ତି । ତାଙ୍କ କହିବା କଥା ହେଲା, ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ…

ଆଜି ଓଡିଶାରୁ ୨ ହଜାର ୮୯୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୨ ହଜାର ୮୯୬ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କଟକରୁ ସର୍ବାଧିକ ୪୯୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଷ୍ଟେଟ ପୁଲରୁ ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯୦୩୧୭୮ ଜଣ ସୁସ୍ଥ ହୋଇ ଘରକୁ…

ଟୋକିଓ ଅଲମ୍ପିକସ: ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି…

କୋଭିଡ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ମିଳିବ ୨୩ ହଜାର ୧୨୩ କୋଟିର ଅନୁଦାନ ପାଣ୍ଠି

ନୂଆଦିଲ୍ଲୀ:ମୋଦିଙ୍କ ନୂଆ ଟିମ ଗଠନ ପରେ ରାଜ୍ୟମାନଙ୍କ ପାଇଁ କୋଭିଡ ପାଣ୍ଠି ଘୋଷଣା ହୋଇଛି । ନବକଳେବର ପରେ ଆଜି ଦାୟିତ୍ୱ କରିଥିଲେ ବିଭିନ୍ନ ବିଭାଗର ମନ୍ତ୍ରୀ । ଆଜି ରାଜ୍ୟମାନଙ୍କ ପାଇଁ କୋଭିଡ ପାଣ୍ଠି ଅନୁଦାନ ଘୋଷଣା ହୋଇଛି । ସେଥିଲାଗି ୨୩ , ୧୨୩ କୋଟିର କୋଭିଡ ପାଣ୍ଠି ଅନୁଦାନ…

ଭୁବନେଶ୍ୱରରୁ ଆଜି ୩୪୩ କରୋନା ପଜିଟିଭ ଚିହ୍ନଟ, ୩୨୨ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ତଳକୁ ଖସିଛି କରୋନା ସଂକ୍ରମଣ।  ଭୁବନେଶ୍ୱରରୁ ଆଜି ୩୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୨୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ…

ଫଟୋ ଉଠାଇବା ବେଳେ ଡ୍ୟାମରେ ପଡି ନାବାଳକ ମୃତ

ଭଦ୍ରକ: ଫଟୋ ଉଠାଇବା ବେଳେ ଡ୍ୟାମରେ ବୁଡିଗଲେ ନାବାଳକ । ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ଉଳାଙ୍ଗ ଗ୍ରାମର ମଙ୍ଗଳା ଜେନାଙ୍କର ପୁଅ ରମାକାନ୍ତ ବୋଲି ଜଣାପଡିଛି । ସେ ୨ ଜଣ ସାଙ୍ଗ ସହିତ ଖଇରା ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ପାଇଁ ଯାଇଥିଲେ  ଏହି…
ବ୍ରେକିଂ